Biju Chhatra Janata Dal - Dharmasala

Biju Chhatra Janata Dal - Dharmasala

Share

ବିଜୁ ଛାତ୍ର ଜନତା ଦଳ - ଧର୍ମଶାଳା
BCJD(Dharmasala)

01/04/2026

#ବିଜୁ_ଜନତା_ଦଳ_ଓଡ଼ିଶା_ବାସୀଙ୍କ_ବଳ

#ଓଡ଼ିଶା

'ଓଡ଼ିଶା ଦିବସ' କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ। ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ ଓ ପ୍ରଗତିର ପରିଚୟ। ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି। ଆସନ୍ତୁ ସମସ୍ତେ ଆମ ମାତୃଭାଷାର ଗୌରବକୁ ବଜାୟ ରଖି, ସଭିଙ୍କୁ ସାଥିରେ ନେଇ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ିବା।

28/02/2026

ରାଜ୍ୟସଭା ନିର୍ବାଚନ ପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ( Naveen Patnaik ) ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଡକ୍ଟର ସଂତୃପ୍ତ ମିଶ୍ର ଏବଂ ଖ୍ୟାତନାମା ଚିକିତ୍ସକ ଡାକ୍ତର ଦତ୍ତେଶ୍ଵର ହୋତାଙ୍କ ନାମ ଘୋଷଣା କରିଛନ୍ତି।

26/01/2026

କୁନି କୁନି ପିଲାଙ୍କ ଗହଣରେ ଗଣତନ୍ତ୍ର ଦିବସ ପାଳନ କରିବା ଏକ ସୁଖଦ ଅନୁଭବ। ଗଣତାନ୍ତ୍ରିକ ମୂଲ୍ୟବୋଧ ବଜାୟ ରଖି ଏକ ସୁରକ୍ଷିତ ଏବଂ ସମୃଦ୍ଧ ଦେଶ ଗଠନ କରିବା ଆମ ସଭିଙ୍କ ଦୃଢ଼ ସଂକଳ୍ପ ହେଉ।

10/01/2026

ଓଡ଼ିଶାରେ ଲଘୁ ଖଣିଜ ଚୋରି ଏବେ ଲଗାମଛଡ଼ା !
ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ କଥା ମାନୁନାହାଁନ୍ତି ଜିଲ୍ଲାପାଳ ଓ SP !
ମାଫିଆ ସକ୍ରିୟ, ପ୍ରଶାସନ ନିଷ୍କ୍ରିୟ !
#ଓଡ଼ିଶା_କଥା


CMO Odisha Home Department, Government of Odisha

Naveen Patnaik
Pravat Balabantaray
Pranab Kumar Balabantaray

Photos from Pranab Kumar Balabantaray's post 02/01/2026

Naveen Patnaik
Pranab Kumar Balabantaray
Pravat Balabantaray
Biju Janata Dal Odisha

31/12/2025


Pranab Kumar Balabantaray

Photos from Pranab Kumar Balabantaray's post 27/12/2025

#ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳନ....





20/12/2025

Pranab Kumar Balabantaray
Naveen Patnaik

17/12/2025

#ଧର୍ମଶାଳା_କଥା
...
#ସମ୍ପର୍କର_ସୁଦୀର୍ଘ_ରାସ୍ତାରେ_ଧର୍ମଶାଳାବାସୀଙ୍କ_ସାଥୀରେ

Naveen Patnaik
Pranab Kumar Balabantaray
Pravat Balabantaray

17/12/2025

#ଧର୍ମଶାଳା_କଥା

#ସମ୍ପର୍କର_ସୁଦୀର୍ଘ_ରାସ୍ତାରେ_ଧର୍ମଶାଳାବାସୀଙ୍କ_ସାଥୀରେ

Pranab Kumar Balabantaray
Naveen Patnaik

13/12/2025

ନିଜ ଦରମା ଓ ଭର୍ତ୍ତା କୁ ଦାନ ଦେଲେ ଆମ ନବୀନ ବାବୁ💚

I have been blessed by the love, affection and support of the people of for the past more than 25 years. I am highly indebted to the people of Odisha and their love towards me and my late father Biju Patnaik.

Previously our family decided to donate its ancestral property ‘Anand Bhawan’ in Cuttack. In the same spirit, I would like to forgo the salary and allowances hiked for Leader of Opposition which the Odisha Legislative Assembly has recently passed. I would like to request Honorable CM Shri Mohan Charan Majhi ji to utilize the same for the welfare of poor people of our state.

Want your business to be the top-listed Government Service in Jajpur?

Click here to claim your Sponsored Listing.

Location

Address

Dharmasala
Jajpur
755008