03/04/2026
କୋଲକତାର ହାୱଡା ବ୍ରିଜ ରେ ଠିଆହୋଇଥିବାର ମୁହୂର୍ତର କିଛି ଦୃଶ୍ୟ 🙏
Contact information, map and directions, contact form, opening hours, services, ratings, photos, videos and announcements from Voice Of Jatin, Social service, Jajpur.
03/04/2026
କୋଲକତାର ହାୱଡା ବ୍ରିଜ ରେ ଠିଆହୋଇଥିବାର ମୁହୂର୍ତର କିଛି ଦୃଶ୍ୟ 🙏
ଏପ୍ରିଲ ୨୦୧୮: ବହୁଜନ ସମାଜ ପାଇଁ ଏକ କଳା ଦିନ | SC/ST Act ଆନ୍ଦୋଳନର ୧୨ ସହିଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
Sc st privention of atrocities act କୁ, ସୁପ୍ରିମ କୋର୍ଟ ୨୦୧୮ ମସିହା ମାର୍ଚ୍ଚ ୨୦ ରେ ବ୍ୟନ୍ କରିଥିଲେ , ଉକ୍ତ ଆକ୍ଟ କୁ ପୁନର୍ବିଚାର କରିବାପାଇଁ, ୨୦୧୮ ମସିହା ଏପ୍ରିଲ ୨ ରେ ଭାରତ ବନ୍ଦ ର, ଆନ୍ଦୋଳନ ରେ ୧୨ ଜଣ ପୋଲିସ ଗୁଳିରେ ସହିଦ ହୋଇଥିଲେ ଆଜିର ଦିନରେ। ବହୁଜନ ସମାଜ ପାଇଁ ଆଜିର ଦିନଟି ଦୁଃଖର ଦିନ।🙏
ଯାଜପୁରରେ ଲଜ୍ଜାଜନକ ଘଟଣା!
ମହେଶ୍ୱରପୁର ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୁଇ ଯୁବକଙ୍କୁ ନିର୍ମମ ମାଡ଼!
👉 ଜାତିବାଦୀଙ୍କ ଆତଙ୍କ
👉 ଦଳିତ ଓ ପଛୁଆ ବର୍ଗରେ ନିର୍ଯାତନା
👉 ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ଯାଜପୁର ଜିଲ୍ଲା ର ବଡ଼ଚଣା ବ୍ଲକ ଅଧିନ ମହଦେଇପୁର ଗ୍ରାମର ପାଞ୍ଚଟି ଦଳିତ ପରିବାର ର ଘର ନିଆଁ ଲାଗି ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଅଛି । ଉକ୍ତ ପରିବାରକୁ ଆଂବେଦକର ସମତା ସୈନିକ ସଂଗଠନ ଅଣକା (ଗ୍ରା.ପ) ତରଫରୁ ଆର୍ଥିକ ସାହାଯ୍ୟ ପ୍ରଦାନ ମୁହୂର୍ତ୍ତର ସମୟ। #ବଡ଼ଚଣା #ଯାଜପୁର
ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହେଶ୍ବରପୁର ଗ୍ରାମରେ ଜାତିବାଦୀଙ୍କ ଦ୍ବାରା କଙ୍ଗାରୁକୋଟ ଜରିଆରେ ପଛୁଆବର୍ଗ ଓ ଜଣେ ଦଳିତ ନା ବାଳକ ଦ୍ବୟଙ୍କୁ ଅମାନୁଷିକ ଭାବେ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଏହା ସହିତ ପୁଲିସର ବର୍ବରତା ବିରୁଦ୍ଧରେ ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ....
ଯାଜପୁରରେ ଲଜ୍ଜାଜନକ ଘଟଣା!
ମହେଶ୍ୱରପୁର ଗ୍ରାମରେ କଙ୍ଗାରୁ କୋର୍ଟ ଜରିଆରେ ଦୁଇ ଯୁବକଙ୍କୁ ନିର୍ମମ ମାଡ଼!
👉 ଜାତିବାଦୀଙ୍କ ଆତଙ୍କ
👉 ଦଳିତ ଓ ପଛୁଆ ବର୍ଗରେ ନିର୍ଯାତନା
👉 ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
📢 Collector କହିଲେ – ଦୋଷୀଙ୍କୁ ଜଲଦି ଗିରଫ ଓ କଢ଼ା କାର୍ଯ୍ୟାନୁଷ୍ଠାନ
🙏 ନ୍ୟାୟ ପାଇଁ ଏହି ପୋଷ୍ଟକୁ ଶେୟର କରନ୍ତୁ
#ଯାଜପୁର
Collector Office ଆଗରେ ଭିଡ଼, "ଜୟ ଭୀମ" ନାରାରେ ଗୁଞ୍ଜିଉଠିଲା ସମ୍ପୂର୍ଣ୍ଣ ଅଞ୍ଚଳ 🔥
ପୋଲିସ ଓ ପ୍ରଶାସନ ମଧ୍ୟ ହେଲେ ସତର୍କ!
#ଯାଜପୁରଖବର
ବଡ଼ ଖବର: ଯାଜପୁରରେ Collector Office ସମ୍ମୁଖରେ ଭୟଙ୍କର ଘେରାଉ!
"ଜୟ ଭୀମ" ନାରାରେ ରାସ୍ତା କମ୍ପିଉଠିଲା, ହଜାର ହଜାର ଲୋକ ଏକଠା ହେଲେ 😱
#ଯାଜପୁର
ଯାଜପୁରରେ Collector Office ଘେରାଉ!
"ଜୟ ଭୀମ" ନାରାରେ କମ୍ପିଉଠିଲା ସମ୍ପୂର୍ଣ୍ଣ ଅଞ୍ଚଳ। #ଯାଜପୁର #ଜୟଭୀମ
ଯାଜପୁରରେ Collector Office ଘେରାଉ!
"ଜୟ ଭୀମ" ନାରାରେ କମ୍ପିଉଠିଲା ସମ୍ପୂର୍ଣ୍ଣ ଅଞ୍ଚଳ। #ଯାଜପୁର #ଜୟଭୀମ
ବାଲିଚନ୍ଦ୍ରପୁର ଥାନାର ଆଇଆଇସି (IIC) ଶ୍ରୀଯୁକ୍ତ ଦିଲୀପ ମହାନ୍ତି ମହୋଦୟଙ୍କୁ ଭାରତୀୟ ସମ୍ବିଧାନର ପ୍ରଣେତା ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦୁଇଟି ଫଟୋଚିତ୍ର ସସମ୍ମାନେ ପ୍ରଦାନ କରାଗଲା। ଏହି ସୁଯୋଗ ପାଇଥିବାରୁ ବହୁତ ଖୁସି।
ତାରିଖ: ୨୮.୦୩.୨୦୨୬
ବଡ଼ଚଣା ବ୍ଲକ ବୈରି ଥାନା ସାବୋ ଗ୍ରାମରେ ଚାଞ୍ଚଲ୍ୟ: ଜମି ପାଇଁ ନେଇଗଲେ ଜୀବନ, ଭୟରେ ଭିଟାମାଟି ଛାଡିଲେ ପରିବାର! | Badachana News #ବଡ଼ଚଣା #ଯାଜପୁର