ବିପଦ ର ସାଥି ବାବୁଲି ମଣ୍ଡଳ

ବିପଦ ର ସାଥି ବାବୁଲି ମଣ୍ଡଳ

Share

people's blessing

Photos from ବିପଦ ର ସାଥି ବାବୁଲି ମଣ୍ଡଳ's post 08/09/2025

ଆଜି ବି ଲୋକଙ୍କ ସେବା ଓ ଗହଣ ରେ ବାବୁଲି ମଣ୍ଡଳ ନର୍ଲା ତଥା କଳାହାଣ୍ଡି ବାସୀ ଙ୍କ ପାଇ ରହିଛି ତାଙ୍କ ହୃଦୟ ରୁ ଦରଦ ସେଥି ପାଇ ତୋ ଚିତ୍ତରଞ୍ଜନ ମଣ୍ଡଳ ଓରଫ୍ ବାବୁଲି ମଣ୍ଡଳ ଙ୍କୁ ଲୋକେ ଦରଦୀ ବନ୍ଧୁ ଭାବରେ କଳାହାଣ୍ଡି ତଥା ନର୍ଲା ନିର୍ବାଚନ ମଣ୍ଡଳୀ ର ଅସହାୟ ବ୍ୟକ୍ତି ଙ୍କ ହୃଦୟ ରେ ସ୍ଥାନ ସଂରକ୍ଷଣ ରଖିପରିଛନ୍ତି । ନର୍ଲା ବ୍ଲକ ତୁଲାପଡ଼ା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ କରି ଅଞ୍ଚଳ ର ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସହ ଅଞ୍ଚଳ ର ଉନ୍ନତି ପାଇ ଆଲୋଚନା କରିଥିଲେ। ଲୋକେ ଦରଦୀ ବନ୍ଧୁ ଙ୍କୁ ଅଞ୍ଚଳ ରେ ପାଇ ଖୁସୀ ପ୍ରକଟ ଜାହିର କରିଥିଲେ ।ସେହି ଭଳି ଆଜି ସନ୍ଧ୍ୟା ରେ ମ.ରାମପୁର ବ୍ଲକ ର ସୀତାରାମ ପାଲି ର ସେନ୍ୟା ଭୋଇ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରକ୍ତ ଆବଶ୍ୟକ ଥିବାରୁ ଦରଦୀ ବନ୍ଧୁ ଙ୍କୁ ଜଣାଇଲା ପରେ ଯୁଦ୍ଧ କାଳୀନ ଭିତ୍ତି ରେ ଶ୍ରୀ ମଣ୍ଡଳ ପ୍ରଦୀପ ଭାଇ ଙ୍କୁ ନିବେଦନ କରି ରକ୍ତ ଯୋଗାଇ ଦେଇଥିଲେ। ଶ୍ରୀ ମଣ୍ଡଳ ଶେନ୍ୟା ଭୋଇ ର ଉନ୍ନତ ଚିକିତ୍ସା ପାଇଁ ଡାକ୍ତରୀ ଦଳ ସହିତ ଅଧିକ ଆଲୋଚନା ମଧ୍ୟ କରିଛନ୍ତି ।

Want your business to be the top-listed Government Service in Kalahandi?

Click here to claim your Sponsored Listing.

Location

Category

Website

Address

Kalahandi