Call Contact the organization

Bijay ନିଜ ପିଲାମାନଙ୍କୁ ଉତ୍ତମ ପରିବାର ସୂତ୍ର ଶିକ୍ଷା ଦିଅନ୍ତୁ। ପିତାମାତାଙ୍କ ପ୍ରତି ସମ୍ମାନର ଭାବନା ରହୁ।

🌹🌹ଧନ୍ୟବାଦ ଓଡିଶା🌹🌹    ନବୀନ ନିବାସରେ ଦଳୀୟ ନେତୃବୃନ୍ଦ, କର୍ମୀ ଓ ଅଗଣିତ ଶୁଭେଚ୍ଛୁଙ୍କ ଗହଣରେ ଜନ୍ମଦିନ ପାଳନ କଲେ ବିଜେଡି ସଭାପତି ଶ୍ରୀ ନବ...
16/10/2026

🌹🌹ଧନ୍ୟବାଦ ଓଡିଶା🌹🌹
ନବୀନ ନିବାସରେ ଦଳୀୟ ନେତୃବୃନ୍ଦ, କର୍ମୀ ଓ ଅଗଣିତ ଶୁଭେଚ୍ଛୁଙ୍କ ଗହଣରେ ଜନ୍ମଦିନ ପାଳନ କଲେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ।

🌹🌹ଧନ୍ୟବାଦ ଓଡିଶା🌹🌹     ଜନତାଙ୍କ ସହ, ଜନତାଙ୍କ ପାଇଁ, ସବୁବେଳେ ଜନତାଙ୍କ ହୃଦୟରେ,  ଆମ ପ୍ରିୟ ନବୀନ ବାବୁଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ...
16/10/2026

🌹🌹ଧନ୍ୟବାଦ ଓଡିଶା🌹🌹
ଜନତାଙ୍କ ସହ, ଜନତାଙ୍କ ପାଇଁ, ସବୁବେଳେ ଜନତାଙ୍କ ହୃଦୟରେ, ଆମ ପ୍ରିୟ ନବୀନ ବାବୁଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। 🙏🙏🙏



🌹🌹ଧନ୍ୟବାଦ ଓଡିଶା🌹🌹          ଜନତାଙ୍କ ଆସ୍ଥା, ବିଜେଡିର ଶକ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମଧ୍ୟରେ ଜନ ସମ୍ପର୍କ ପଦଯାତ୍ରା...
14/10/2026

🌹🌹ଧନ୍ୟବାଦ ଓଡିଶା🌹🌹
ଜନତାଙ୍କ ଆସ୍ଥା, ବିଜେଡିର ଶକ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମଧ୍ୟରେ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ସହ ଯୋଡ଼ିହେଲା ବିଜେଡି। ଜନତାଙ୍କ ସ୍ୱାର୍ଥ ଓ ଓଡ଼ିଶାର ଅଧିକାର ପାଇଁ ଜାରି ରହିବ ସଂଘର୍ଷ।
ନବୀନ ପଟ୍ଟନାୟକ ଜିନ୍ଦାବାଦ୍।
ବିଜୁ ଜନତା ଦଳ ଓଡ଼ିଶା ଜିନ୍ଦାବାଦ୍।

BJDForPeople BJDForOdisha NaveenPatnaikForOdisha NaveenPatnaik JanasamparkPadayatra BJPAntiOdisha NaveenOdisha

🌹🌹ଧନ୍ୟବାଦ ଓଡିଶା🌹🌹 ପ୍ରତି କଲେଜରେ ଏଥର BCJD, ଜବାବ ଦେବେ GenZ 🙌🔥ନବୀନଙ୍କ ଆଦର୍ଶରେ ଏକ ହେଉଛନ୍ତି ଛାତ୍ରଶକ୍ତି। ଓଡ଼ିଶାର ଛାତ୍ର ସଂସଦ ନିର...
09/10/2026

🌹🌹ଧନ୍ୟବାଦ ଓଡିଶା🌹🌹
ପ୍ରତି କଲେଜରେ ଏଥର BCJD, ଜବାବ ଦେବେ GenZ 🙌🔥

ନବୀନଙ୍କ ଆଦର୍ଶରେ ଏକ ହେଉଛନ୍ତି ଛାତ୍ରଶକ୍ତି। ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଉଡ଼ିବ ଶିକ୍ଷା ଓ ଶୃଙ୍ଖଳାର ବିଜୟ ଧ୍ଵଜା।

StudentsWithBCJD BJDWithOdisha BJD4Odisha

🌹🌹ଧନ୍ୟବାଦ ଓଡିଶା🌹🌹       ବିଶ୍ୱର ସମ୍ମାନଜନକ ହାଭାର୍ଡ ବିଶ୍ୱ ବିଦ୍ୟାଳୟରେ ଭାଷଣ ଦେଲେ VK ପାଣ୍ଡିଆନ। ସ୍ୱଦେଶେ ପୂଜ୍ୟତେ ରାଜା, ବିଦ୍ୱାନ ସ...
07/10/2026

🌹🌹ଧନ୍ୟବାଦ ଓଡିଶା🌹🌹
ବିଶ୍ୱର ସମ୍ମାନଜନକ ହାଭାର୍ଡ ବିଶ୍ୱ ବିଦ୍ୟାଳୟରେ ଭାଷଣ ଦେଲେ VK ପାଣ୍ଡିଆନ।
ସ୍ୱଦେଶେ ପୂଜ୍ୟତେ ରାଜା,
ବିଦ୍ୱାନ ସର୍ବତ୍ର ପୂଜ୍ୟତେ।
ସତ୍ୟପଥ ମାନବବାଦୀ #ବାଣୀବିହାର highlight GenZ follower followers

🌹🌹ଧନ୍ୟବାଦ ଓଡିଶା🌹🌹    ନବୀନଙ୍କ ଦୂରଦୃଷ୍ଟି ପାଇଁ କଳିଙ୍ଗ ଷ୍ଟୁଡିଓକୁ ମିଳିଛି ଏକ ସୁନ୍ଦର ରୂପ।
07/10/2026

🌹🌹ଧନ୍ୟବାଦ ଓଡିଶା🌹🌹
ନବୀନଙ୍କ ଦୂରଦୃଷ୍ଟି ପାଇଁ କଳିଙ୍ଗ ଷ୍ଟୁଡିଓକୁ ମିଳିଛି ଏକ ସୁନ୍ଦର ରୂପ।

🌹🌹ଧନ୍ୟବାଦ ଓଡିଶା🌹🌹    ହିଞ୍ଜିଳି ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକରୁ ଆସିଥିବା ପଞ୍ଚାୟତ ପ୍ରତିନିଧି ଓ ନେତୃବୃନ୍ଦଙ୍କୁ🙏ନବୀନ🙏 ଭେଟିଲେ। ଲୋକଙ୍...
30/09/2026

🌹🌹ଧନ୍ୟବାଦ ଓଡିଶା🌹🌹
ହିଞ୍ଜିଳି ନିର୍ବାଚନମଣ୍ଡଳୀ ଶେରଗଡ଼ ବ୍ଲକରୁ ଆସିଥିବା ପଞ୍ଚାୟତ ପ୍ରତିନିଧି ଓ ନେତୃବୃନ୍ଦଙ୍କୁ🙏ନବୀନ🙏 ଭେଟିଲେ। ଲୋକଙ୍କ ସମସ୍ୟା ବିଷୟରେ ବୁଝିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ଆଲୋଚନା କଲେ।
ନବୀନ ପଟ୍ଟନାୟକ ଜିନ୍ଦାବାଦ୍।
ବିଜୁ ଜନତା ଦଳ ଓଡ଼ିଶା ଜିନ୍ଦାବାଦ୍।

🌹🌹ଧନ୍ୟବାଦ ଓଡିଶା🌹🌹    ବିଜେଡିର ନବଗଠିତ ସଂଖ୍ୟାଲଘୁ ସେଲର କର୍ମକର୍ତ୍ତାଙ୍କୁ ଭେଟିଲି। ସେବା ପାଇଁ ବିଜେଡି ସର୍ବଦା ପ୍ରତିବଦ୍ଧ। ଏହାକୁ ସଙ୍କ...
26/09/2026

🌹🌹ଧନ୍ୟବାଦ ଓଡିଶା🌹🌹
ବିଜେଡିର ନବଗଠିତ ସଂଖ୍ୟାଲଘୁ ସେଲର କର୍ମକର୍ତ୍ତାଙ୍କୁ ଭେଟିଲି। ସେବା ପାଇଁ ବିଜେଡି ସର୍ବଦା ପ୍ରତିବଦ୍ଧ। ଏହାକୁ ସଙ୍କଳ୍ପ ଭାବେ ଗ୍ରହଣ କରି ଆଗକୁ ବଢ଼ିବାକୁ ଆହ୍ୱାନ କଲି।

🌹🌹ଧନ୍ୟବାଦ ଓଡିଶା🌹🌹          ଉତ୍ତର-ଭୁବନେଶ୍ୱର ୱାର୍ଡ ନମ୍ବର 12 ଅନ୍ତର୍ଗତ ଜୟଦେବ ବିହାର ଛକ (ଗାଡକଣ ଗ୍ରାମର )ନିକଟରେ ରହୁଥିବା ଜଣାଶୁଣା ...
21/09/2026

🌹🌹ଧନ୍ୟବାଦ ଓଡିଶା🌹🌹
ଉତ୍ତର-ଭୁବନେଶ୍ୱର ୱାର୍ଡ ନମ୍ବର 12 ଅନ୍ତର୍ଗତ ଜୟଦେବ ବିହାର ଛକ (ଗାଡକଣ ଗ୍ରାମର )ନିକଟରେ ରହୁଥିବା ଜଣାଶୁଣା ବରିଷ୍ଠ ବ୍ୟବସାୟୀ ଶ୍ରୀ ବନମାଳୀ ବେହେରା (ବନା ଭାଇ) ଙ୍କ ପରିବାର ଦୁର୍ଘଟଣା ରେ ବିୟୋଗ ହୋଇଥିବା ସେମାନଙ୍କ ଅମର ଆତ୍ମାପ୍ରତି ଅଶ୍ରୁଳ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ତଥା ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।🙏
ଓମ୍ ଶାନ୍ତି 😭

🌹🌹ଧନ୍ୟବାଦ ଓଡିଶା🌹🌹   ଆପଣମାନେ ଖୁସି ତ!!
20/09/2026

🌹🌹ଧନ୍ୟବାଦ ଓଡିଶା🌹🌹
ଆପଣମାନେ ଖୁସି ତ!!

Address

Kendrapara District

Telephone

+919778193635

Website

Alerts

Be the first to know and let us send you an email when Bijay posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Bijay:

Shortcuts

Share