10/08/2026
କେନ୍ଦୁଝର ବିଜେପି ର 'ତ୍ରିରଙ୍ଗା ପଦଯାତ୍ରା'
କେନ୍ଦୁଝର, କେନ୍ଦୁଝର ବିଜେପି ପକ୍ଷରୁ ବିରାଟ 'ତ୍ରିରଙ୍ଗା ପଦଯାତ୍ରା' କେନ୍ଦୁଝର ସହର ରେ ସୋମବାର ଆୟୋଜିତ ହୋଇଯାଇଛି। ଏହି 'ତ୍ରିରଙ୍ଗା ପଦଯାତ୍ରା'
ବିଜେପି ଜିଲ୍ଲା ସଭାପତି Sukadeb Mahanta ଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ର ନେତୃତ୍ୱ ମାନେ ସହଯୋଗ କରିଥିଲେ। ଏହି 'ତ୍ରିରଙ୍ଗା ପଦଯାତ୍ରା' ରେ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଙ୍କ ସହିତ ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ DrFakir Mohan Naik, ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, କେନ୍ଦୁଝର ପୌରପାଳିକା ଅଧକ୍ଷା Niku Sahoo , କେନ୍ଦୁଝର ନଗର ମଣ୍ଡଳ ସଭାପତି ଅସିତ ନନ୍ଦନ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା ଏବଂ Jasaswini Bal , ସମ୍ପାଦକ ବିଶ୍ୱଜିତ ତ୍ରିପାଠୀ ଓ ଦୁଷ୍ମନ୍ତ ମହାନ୍ତ ଏବଂ ଅଶୋକ କୁମାର ବେହେରା,ରଶ୍ମିତା ପାଣିଗ୍ରାହୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଚପଳା ମହାକୁଡ଼, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରୁଦ୍ରପ୍ରସାଦ ବେହେରା,ବରିଷ୍ଠ ନେତ୍ରୀ କିରଣବାଳା ନାଏକ,ଦିଲ୍ଲୀପ କୁମାର ପଣ୍ଡା, ନୀଳମଣି ମହାନ୍ତ, ଅନିଦ୍ୟ ବେହେରା, ଗୋପୀନାଥ ରାମ, ସୁବ୍ରତ ମହାନ୍ତି, ଅକ୍ଷୟ କୁମାର ମହାରଣା, ରୋହିତ ରଞ୍ଜନ ବାରିକ, ଦୁର୍ଗା ବାରିକ, ରାଜେନ୍ଦ୍ର ପାତ୍ର,ଜିଲ୍ଲା ମିଡ଼ିଆ ସଂଯୋଜକ Braja Kishore Ray , ଆଇଟି ସଂଯୋଜକ James Mehan ଏବଂ ଟିକେଶ୍ୱର ଜେନା ପ୍ରମୁଖ ତଥା ସମସ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ତଥା ମଣ୍ଡଳର କାର୍ଯ୍ୟକର୍ତ୍ତା ତଥା ସହସହ ସାଧାରଣ ଜନତା ସ୍ୱତପବୃତ୍ତ ଭାବେ ଜାତୀୟତା ଭାବ ନେଇ ଏହି 'ତ୍ରିରଙ୍ଗା ପଦଯାତ୍ରା' ରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ଦେଶବାସୀ ଙ୍କ ହୃଦୟ ରେ ଦେଶପ୍ରିତି ଭାବ ନିର୍ମାଣ ପାଇଁ ରାଷ୍ଟ୍ରୀୟ ସଭାପତି ଙ୍କ ନିର୍ଦେଶ କ୍ରମେ ସାରା ଭାରତ ର ସମସ୍ତ ରାଜ୍ୟ, ଜିଲ୍ଲା ତଥା ମଣ୍ଡଳ ରେ ଏହି "ତ୍ରିରଙ୍ଗା ପଦଯାତ୍ରା" ଅନୁଷ୍ଠିତ ହେଉଅଛି।
ଏହି ଅବସରରେ କେନ୍ଦୁଝର ରେ ସହଶ୍ରାଧିକ କାର୍ଯ୍ୟକର୍ତ୍ତା ତଥା ଜନତା ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି।
BJP Odisha Bharatiya Janata Party (BJP) Manmohan Samal Mohan Charan Majhi Ananta Nayak DrSambhunath Rout Alok Sethy Nitin Nabin