Legend Himself

Legend Himself Love me or hate me but can't ignore me ...
We Believe in Biswadip

ମାଟି-ମୌସୁମୀ ମିଳନର ମାହାର୍ଘ୍ୟ ମୁହୁର୍ତ୍ତ ପବିତ୍ର ରଜପର୍ବ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା।💐🙏
14/06/2026

ମାଟି-ମୌସୁମୀ ମିଳନର ମାହାର୍ଘ୍ୟ ମୁହୁର୍ତ୍ତ ପବିତ୍ର ରଜପର୍ବ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା।💐🙏

ବାଣଫୁଟାଇ,ଝାଲମୁଢି ବାଣ୍ଟିବା ସହ କେକ କାଟି ବିଜେପିର ବିଜୟ ଉତ୍ସବ....           ବେଗୁନିଆରେ ବଙ୍ଗ ବିଜୟ  ଉତ୍ସବ ଧୂମଧାମରେ ପାଳନ ହୋଇଯାଇଛି...
05/05/2026

ବାଣଫୁଟାଇ,ଝାଲମୁଢି ବାଣ୍ଟିବା ସହ କେକ କାଟି ବିଜେପିର ବିଜୟ ଉତ୍ସବ....



ବେଗୁନିଆରେ ବଙ୍ଗ ବିଜୟ ଉତ୍ସବ ଧୂମଧାମରେ ପାଳନ ହୋଇଯାଇଛି।ବିଜେପି ଯେପରି ତିନୋଟି ରାଜ୍ଯରେ ପୂର୍ଣ୍ଣ ବହୁମତ ଆଣି ସରକାର ଗଠନ କରିବାକୁ ଯାଉଛି ତାଙ୍କୁ ନେଇ ପଲ୍ଲୀରୁ ଦିଲ୍ଲୀ ସବୁଆଡେ ପାଳନ ହେଉଛି ବିଜୟ ଉତ୍ସବ।ବିଶେଷ କରି ବିଜେପି କାର୍ଯ୍ୟକର୍ତ୍ତାମାନେ ନିଆରା ଢଙ୍ଗରେ ପାଳନ କରିଛନ୍ତି ବିଜୟ ଉତ୍ସବ।ସେହିପରି ବେଗୁନିଆ ପୋଷ୍ଟ ଅଫିସ ଛକରେ ଭାରତୀୟ ଜନତା ପାର୍ଟିର ଯୁବ ସଂଗଠକ ବିଶ୍ବଦୀପ ପ୍ରଧାନ ଙ୍କ ସଂଯୋଜନାରେ ବିଜେପି ନେତା ବ୍ରଜବିହାରୀ ସୁବୁଦ୍ଧିଙ୍କ ଉପସ୍ଥିତରେ ଶତାଧିକ ଯୁବ,ଛାତ୍ର କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ବାଣ ଫୁଟାଇ ପଥଚାରୀଙ୍କୁ ଝାଲମୁଢ଼ି ବାଣ୍ଟି ନିଆରା ଢଙ୍ଗରେ ପାଳନ କରିଛନ୍ତି।ପରେ ବେଗୁନିଆ ବିଜେପି ପାର୍ଟି କାର୍ଯ୍ୟାଳୟରେ କେକ କାଟି ବିଜୟ ଉତ୍ସବକୁ ଧୂମଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି।ଏହି ବିଜୟ ଉତ୍ସବ ରେ ବେଗୁନିଆର ବିଭିନ୍ନ ଯୁବ, ଛାତ୍ର କାର୍ଯ୍ୟକତ୍ତା ସାମିଲ ହୋଇଥିଲେ।
Bajranath Biswadip Pradhan
BJYM

ଜୟ ଜଗନ୍ନାଥ🙏   Bajranath Biswadip Pradhan
13/04/2026

ଜୟ ଜଗନ୍ନାଥ🙏


Bajranath Biswadip Pradhan

23/02/2026

ବେଗୁନିଆ ବ୍ଲକ ଅନ୍ତର୍ଗତ କୁଞ୍ଜୁରୀ ପଞ୍ଚାୟତର ଛଣିଆ ଗ୍ରାମର ମା ମଙ୍ଗଳା କ୍ରିକେଟ୍ କ୍ଲବ୍ ଦ୍ବାରା ଅନୁଷ୍ଟିତ ହୋଇଥିବା ରାତ୍ରୀକାଳୀନ କ୍ରିକେଟ୍ ମ୍ୟାଚ୍ ରେ ଯୋଗଦେଇ ନିଜର ଅଭିଭାଷଣ ରଖିବା ଅବସରରେ ଯୁବନେତା Bajranath Biswadip Pradhan ।

Address

Odisha,India
Khordha
752056

Website

Alerts

Be the first to know and let us send you an email when Legend Himself posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share