HELp INDIA

Call Contact the organization

HELp INDIA Help India, Non Government Organisation (𝗧𝗿𝘂𝘀𝘁) 𝗙𝗼𝘂𝗻𝗱𝗲𝗱 - 2018 𝗙𝗼𝘂𝗻𝗱𝗲𝗿 - Mr Prasanta Kumar Mohanty

Date - 11.10.2026ନା ସମ୍ବଳ, ନା ସୁଯୋଗ: କେବଳ ଇଚ୍ଛାଶକ୍ତି , ଲକ୍ଷ୍ୟ ହାସଲ ହେଲା, ନିଟ୍ ପାଇଲେ ରାଜଶ୍ରୀ | ଅନ୍ୟଠୁ ବହି, ମୋବାଇଲ୍ ମାଗି N...
15/10/2026

Date - 11.10.2026

ନା ସମ୍ବଳ, ନା ସୁଯୋଗ: କେବଳ ଇଚ୍ଛାଶକ୍ତି , ଲକ୍ଷ୍ୟ ହାସଲ ହେଲା, ନିଟ୍ ପାଇଲେ ରାଜଶ୍ରୀ | ଅନ୍ୟଠୁ ବହି, ମୋବାଇଲ୍ ମାଗି NIET ପାଇଁ ପ୍ରସ୍ତୁତ ହେଉଥିଲେ ରାଜଶ୍ରୀ | ଅଲ ଇଣ୍ଡିଆ ରେ 5220 Rank ରଖି Veer Surendra Sai Institute of Medical Sciences and Research (VIMSAR) Burla Medical College, ରେ ସ୍ଥାନ ପାଇଛନ୍ତି ରାଜଶ୍ରୀ |

କିନ୍ତୁ ଅର୍ଥକ ଅବସ୍ଥା ଭଲ ନଥିବାରୁ ବହି,ଖାତା, ହଷ୍ଟେଲ fee ଦେବା ପାଇଁ ପରିବାର ପାଖରେ ସମ୍ଭବ ନଥିଲା, ବାପା ଚାଷ କାମ କରି ଯାହା ରୋଜଗାର କରନ୍ତି ପରିବାର ଭରଣ ପୋଷଣ କରିବା ସମ୍ଭବ ନଥିଲା, ସେ କେମିତି ଝିଅ କୁ ପାଠ ପଢାଇବେ | ଏହି ଖବର ପ୍ରମୟ news paper ରେ ବାହାରିବା ପରେ ହେଲ୍ପ ଇଣ୍ଡିଆ ଟିମ ଦାରିଙ୍ଗବାଡି ପ୍ରମୟ news ରିପୋର୍ଟର ତାରିଣୀ ଭାଇଙ୍କ ସହଯୋଗ ଯୋଗାଯୋଗ କରିଥିଲା | ହେଲ୍ପ ଇଣ୍ଡିଆ ଟିମ ତରଫରୁ ବହି, ଖାତା, ହଷ୍ଟେଲରେ ରହିବା ପାଇଁ ସବୁ ଜିନିଷ ଓ ଡାକ୍ତରୀ ଉପକାରଣ ପ୍ରଦାନ କରାଯାଇଛି ଓ ତାଙ୍କୁ ପ୍ରତିଶୃତି ଦିଆ ଯାଇଛି ତାଙ୍କ 5 ବର୍ଷ collage ରେ ପଢିବା ପାଇଁ ଯାହା ଟଙ୍କା, ବହି, ଖାତା, ସବୁ ପ୍ରକାର ସହଯୋଗ କରିବ ଆମ ହେଲ୍ପ ଇଣ୍ଡିଆ ଟିମ | ଧନ୍ୟବାଦ ଦେବି ଆମ ସଦସ୍ୟ ଚାନ୍ମୟ ପଳାଇ ଭାଇ, ଆଦିତ୍ୟ ରଥ ସର, କଳ୍ପନା ମାଡାମ, ଶୁଭଶ୍ରୀ ମାଡାମ, ରୋଜାଲିନ ମାଡାମ ସମସ୍ତ ସଦସ୍ୟ ମାନଙ୍କୁ ହେଲ୍ପ ଇଣ୍ଡିଆ ଟିମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କ ସହଯୋଗ ପାଇଁ ଆଜି ଏହା ସମ୍ଭବ ହୋଇପାରିଛି |
======================================No Resources, No Opportunities—Only Determination! Rajashree Achieves Her Dream of Becoming a Doctor

Despite having no resources or opportunities, Rajashree achieved her goal through sheer determination. She secured admission to a medical college after qualifying for NEET. To prepare for the examination, Rajashree had to borrow books and even a mobile phone from others.

She secured All India Rank 5,220 and earned a place at Veer Surendra Sai Institute of Medical Sciences and Research (VIMSAR), Burla, to pursue her medical education.

However, her family’s financial condition was extremely poor. They could not afford the expenses for books, notebooks, and hostel fees. Her father worked as a farmer, but his earnings were barely enough to support the family. Under such circumstances, it was difficult for him to afford his daughter’s education.

When this story was published in the Prameya newspaper, the Help India Team contacted Prameya’s Daringbadi reporter, Tarini Bhai, and coordinated with him to extend support to Rajashree.

On behalf of the Help India Team, books, notebooks, essential items for hostel accommodation, and medical equipment were provided to her.

The team also assured Rajashree that it would continue to support her throughout her five years of medical education, providing financial assistance, books, notebooks, and other necessary support to help her complete her studies.

We would like to express our heartfelt gratitude to our team members—Chanmaya Palai Bhai, Aditya Rath Sir, Kalpana Madam, Subhashree Madam, Rozalin Madam, and all other members of the Help India Team.

On behalf of the entire Help India Team, we extend our sincere thanks to everyone for their valuable support and contribution. Your cooperation has made this possible today.

Together, we can turn dreams into reality and help deserving students build a brighter future.

14/10/2026

Date - 07.10.2026

On the occasion of Shubhendu Patra Bhai’s son’s birthday, food was distributed among tribal mothers, sisters, and young children living in Bhubaneswar. The people were so happy that there was no limit to their joy.

ଶୁଭେନ୍ଦୁ ପତ୍ର ଭାଇ ଙ୍କ ପୁତ୍ର ଜନ୍ମଦିନ ଭୁବନେଶ୍ୱର ରେ ରହୁଥିବା ଆଦିବାସୀ ମା ଭଉଣୀ ଓ ଛୋଟ ପିଲା ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା | ଲୋକ ମାନେ ଏତେ ଖୁସି ହୋଇଥିଲେ ତାର ସୀମା ନଥିଲା |

Date - 07.10.2026On the occasion of Shubhendu Patra Bhai’s son’s birthday, food was distributed among tribal mothers, si...
13/10/2026

Date - 07.10.2026

On the occasion of Shubhendu Patra Bhai’s son’s birthday, food was distributed among tribal mothers, sisters, and young children living in Bhubaneswar. The people were so happy that there was no limit to their joy.

ଶୁଭେନ୍ଦୁ ପତ୍ର ଭାଇ ଙ୍କ ପୁତ୍ର ଜନ୍ମଦିନ ଭୁବନେଶ୍ୱର ରେ ରହୁଥିବା ଆଦିବାସୀ ମା ଭଉଣୀ ଓ ଛୋଟ ପିଲା ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା | ଲୋକ ମାନେ ଏତେ ଖୁସି ହୋଇଥିଲେ ତାର ସୀମା ନଥିଲା |

13/10/2026

Date - 05.10.2026

𝗛𝗲𝗹𝗽 𝗜𝗻𝗱𝗶𝗮 𝗽𝗿𝗼𝘃𝗶𝗱𝗲 𝗺𝗼𝗻𝘁𝗵ly 𝗿𝗮𝘁𝗶𝗼𝗻 𝘁𝗼 𝗦𝗮𝗺𝗮𝗻𝘁𝗮 𝗣𝗿𝗮𝗱𝗵𝗮𝗻 𝗳𝗿𝗼𝗺 𝗞𝗮𝗹𝘂𝗺𝗮𝗵𝗮 𝘃𝗶𝗹𝗹𝗮𝗴𝗲, 𝗥𝗮𝗶𝗸𝗶𝗮 , 𝗗𝗶𝘀𝘁 - 𝗞𝗮𝗻𝗱𝗵𝗺𝗮𝗹

କନ୍ଧମାଳ ଜିଲ୍ଲା ରାଇକିଆ ଅନ୍ତର୍ଗତ କାଲୁମହ ଗ୍ରାମର ୬୮ ବର୍ଷୀୟ ସାମନ୍ତ ପ୍ରଧାନ। ସେ ଭୁବନେଶ୍ୱର ରେ ଭଡାରେ ରହି କାମକରି ନିଜ ପରିବାର ଭରଣ ପୋଷଣ କରନ୍ତି | ତାଙ୍କ ଦୃଘଟଣା ହେଲା ପରେ ସେ କାମ କରିବା ପାଇଁ ଅସମର୍ଥ | ହେଲ୍ପ ଇଣ୍ଡିଆ ଟିମ ତରଫରୁ ଯାଉ ପ୍ରତିଶ୍ରୁତ ଦିଆଯାଇଥିଲା ପ୍ରତି ମାସରେ ରାସନ ପ୍ରଦାନ କରାଯିବା ପାଇଁ | ହେଲ୍ପ ଇଣ୍ଡିଆ ଟିମ ତାର ପ୍ରତିଶୃତି ରଖିଛି ପ୍ରତି ମାସପରି ଏହି ମାସର ରାସନ ପ୍ରଦାନ କରାଯାଇଛି ଓ ମେଡ଼ିସିନ କିଣିବା ପାଇଁ କିଛି ଅର୍ଥ ପ୍ରଦାନ କରାଯାଇଛି |

Date - 05.10.2026𝗛𝗲𝗹𝗽 𝗜𝗻𝗱𝗶𝗮 𝗽𝗿𝗼𝘃𝗶𝗱𝗲  𝗺𝗼𝗻𝘁𝗵ly 𝗿𝗮𝘁𝗶𝗼𝗻  𝘁𝗼 𝗦𝗮𝗺𝗮𝗻𝘁𝗮 𝗣𝗿𝗮𝗱𝗵𝗮𝗻 𝗳𝗿𝗼𝗺 𝗞𝗮𝗹𝘂𝗺𝗮𝗵𝗮 𝘃𝗶𝗹𝗹𝗮𝗴𝗲, 𝗥𝗮𝗶𝗸𝗶𝗮 , 𝗗𝗶𝘀𝘁 - 𝗞𝗮𝗻𝗱𝗵𝗺𝗮𝗹 ...
08/10/2026

Date - 05.10.2026

𝗛𝗲𝗹𝗽 𝗜𝗻𝗱𝗶𝗮 𝗽𝗿𝗼𝘃𝗶𝗱𝗲 𝗺𝗼𝗻𝘁𝗵ly 𝗿𝗮𝘁𝗶𝗼𝗻 𝘁𝗼 𝗦𝗮𝗺𝗮𝗻𝘁𝗮 𝗣𝗿𝗮𝗱𝗵𝗮𝗻 𝗳𝗿𝗼𝗺 𝗞𝗮𝗹𝘂𝗺𝗮𝗵𝗮 𝘃𝗶𝗹𝗹𝗮𝗴𝗲, 𝗥𝗮𝗶𝗸𝗶𝗮 , 𝗗𝗶𝘀𝘁 - 𝗞𝗮𝗻𝗱𝗵𝗺𝗮𝗹

କନ୍ଧମାଳ ଜିଲ୍ଲା ରାଇକିଆ ଅନ୍ତର୍ଗତ କାଲୁମହ ଗ୍ରାମର ୬୮ ବର୍ଷୀୟ ସାମନ୍ତ ପ୍ରଧାନ। ସେ ଭୁବନେଶ୍ୱର ରେ ଭଡାରେ ରହି କାମକରି ନିଜ ପରିବାର ଭରଣ ପୋଷଣ କରନ୍ତି | ତାଙ୍କ ଦୃଘଟଣା ହେଲା ପରେ ସେ କାମ କରିବା ପାଇଁ ଅସମର୍ଥ | ହେଲ୍ପ ଇଣ୍ଡିଆ ଟିମ ତରଫରୁ ଯାଉ ପ୍ରତିଶ୍ରୁତ ଦିଆଯାଇଥିଲା ପ୍ରତି ମାସରେ ରାସନ ପ୍ରଦାନ କରାଯିବା ପାଇଁ | ହେଲ୍ପ ଇଣ୍ଡିଆ ଟିମ ତାର ପ୍ରତିଶୃତି ରଖିଛି ପ୍ରତି ମାସପରି ଏହି ମାସର ରାସନ ପ୍ରଦାନ କରାଯାଇଛି ଓ ମେଡ଼ିସିନ କିଣିବା ପାଇଁ କିଛି ଅର୍ଥ ପ୍ରଦାନ କରାଯାଇଛି |

16/09/2026

Date - 10.09.2026

କେନ୍ଧୁଝର - ଜିଲ୍ଲା, ବରଡ଼ିଲ ର ନଗେନ ଦାଶ ଙ୍କ ଝିଅ ବିଜୟଲଷ୍ମୀ ଦାଶ ଦଶମ ଶ୍ରେଣୀ ରୁ 87 % ମାର୍କ ରଖି Dharanidhar Autonomous College ରେ +2 Science ରେ ପାଠ ପଢୁଛନ୍ତି , ଅର୍ଥକ ଅସୁବିଧା ପାଇଁ ଝିଅ ପାଠ ପାଇଁ କିଛି ବହି ଓ ଖାତା ର ଆବଶ୍ୟକ ଥିଲା ଏହି ବିଷୟରେ ପଣ୍ଡିତ ଶ୍ରୀପତି ଭାଇନା ଆମ ଟିମ କୁ ଜଣାଇ ଥିଲେ | ଆମ ଟିମ ର ସଦସ୍ୟ ଶୁଭଶ୍ରୀ ତ୍ରିପାଠୀ ମାଡାମ ଝିଅଟିର ସମସ୍ତ ବହି କିଣିବା ପାଇଁ ସହଯୋଗ କରିଥିଲେ | ବହି, ଖାତା କୁ ଶ୍ରୀ ରାମ Bus ଯୋଗେ ଭୁବନେଶ୍ୱର ବରମୁଣ୍ଡା Bus ଷ୍ଟାଣ୍ଡ ରୁ ବରବିଲ, କେନ୍ଧୁଝର ଆମ ଟିମ ପଠାଇ ଥିଲା | ଝିଅ ର ବାପା ନଗେନ ଦାଶ ବହି ପାଇବା ପରେ ଟିମ ଇଣ୍ଡିଆ କୁ ଧନ୍ୟବାଦ ଅର୍ପଣ କରିଛନ୍ତି |
======================================
Bijaya laxmi Dash, daughter of Nagen Dash from Barbil in Keonjhar district, scored 87% in her 10th-grade board exams and is currently studying +2 Science at Dharanidhar Autonomous College. Due to financial difficulties, she was in urgent need of books and notebooks for her studies. Pandit Sripati Bhina informed our team about her situation.
Stepping forward to help, our team member, Subhashree Tripathi Madam, generously provided financial support to purchase all the required books for the girl. The books and notebooks were successfully dispatched from the Baramunda Bus Stand in Bhubaneswar to Barbil, Keonjhar, via the Shree Ram Bus.
After receiving the books, the girl’s father, Nagen Dash, expressed his heartfelt gratitude to Team India for their support.

Date - 10.09.2026କେନ୍ଧୁଝର - ଜିଲ୍ଲା, ବରଡ଼ିଲ ର ନଗେନ ଦାଶ ଙ୍କ ଝିଅ ବିଜୟଲଷ୍ମୀ ଦାଶ ଦଶମ ଶ୍ରେଣୀ ରୁ 87 % ମାର୍କ ରଖି   Dharanidhar A...

15/09/2026

Date - 05.08.2026

"The Help India Team kept its word! Uncle got a new home, and his medical treatment was taken care of at the hospital. Special thanks to our members—Yoshoda sister, Mamuni sister, and all other members. Financial assistance of Rs. 2,000 has been provided to him on behalf of the Help India Team. All kinds of support will continue to be provided by the Help India Team in the future."

କଥା ଦେଇ କଥା ରଖିଲା ହେଲ୍ପ ଇଣ୍ଡିଆ ଟିମ | ମଉସାକୁ ମିଳିଲା ନୂଆ ଘର, ହସ୍ପିଟାଲରେ ହେଲା ଚିକିତ୍ସା ଧନ୍ୟବାଦ ଆମ ସଦସ୍ୟ ଯୋଶଦା ଭଉଣୀ, ମାମୁନି ଭଉଣୀ ଓ ସମସ୍ତ ସଦସ୍ୟ | ହେଲ୍ପ ଇଣ୍ଡିଆ ଟିମ ତରଫରୁ ତାଙ୍କୁ Rs - 2000 ଟଙ୍କା ପ୍ରଦାନ କରାଯାଇଛି | ଆଗକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରାଯିବ ହେଲ୍ପ ଇଣ୍ଡିଆ ଟିମ ତରଫରୁ |

Date - 05.08.2026"The Help India Team kept its word! Uncle got a new home, and his medical treatment was taken care of a...
15/09/2026

Date - 05.08.2026

"The Help India Team kept its word! Uncle got a new home, and his medical treatment was taken care of at the hospital. Special thanks to our members—Yoshoda sister, Mamuni sister, and all other members. Financial assistance of Rs. 2,000 has been provided to him on behalf of the Help India Team. All kinds of support will continue to be provided by the Help India Team in the future."

କଥା ଦେଇ କଥା ରଖିଲା ହେଲ୍ପ ଇଣ୍ଡିଆ ଟିମ | ମଉସାକୁ ମିଳିଲା ନୂଆ ଘର, ହସ୍ପିଟାଲରେ ହେଲା ଚିକିତ୍ସା ଧନ୍ୟବାଦ ଆମ ସଦସ୍ୟ ଯୋଶଦା ଭଉଣୀ, ମାମୁନି ଭଉଣୀ ଓ ସମସ୍ତ ସଦସ୍ୟ | ହେଲ୍ପ ଇଣ୍ଡିଆ ଟିମ ତରଫରୁ ତାଙ୍କୁ Rs - 2000 ଟଙ୍କା ପ୍ରଦାନ କରାଯାଇଛି | ଆଗକୁ ସବୁ ପ୍ରକାର ସହଯୋଗ ପ୍ରଦାନ କରାଯିବ ହେଲ୍ପ ଇଣ୍ଡିଆ ଟିମ ତରଫରୁ |

10/09/2026

Keonjhar Beautiful Lind Of Odisha, I love Keonjhar

Address

At/sijuput, Po/ps/tamando, Bhubaneswar, Dist/khordha
Odisha
751028

Telephone

+919938477888

Website

Alerts

Be the first to know and let us send you an email when HELp INDIA posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to HELp INDIA:

Shortcuts

Share

Category