Biju Chatra Janta Dal Kantamal

Biju Chatra Janta Dal Kantamal

Share

28/02/2026

ଆଜି ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ମହୋଦୟ ରାଜ୍ୟସଭା ପ୍ରାର୍ଥୀ ରୂପେ, ଡକ୍ଟର ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଚୟନ କରିଛନ୍ତି |
ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ |

13/02/2026


Photos from Biju Chatra Janta Dal Kantamal's post 13/02/2026

ବିଜୁ ଜନତା ଦଳର ଆଗଧାଡି ର ନେତ୍ରୀ ରେକଡୋଳ ଗ୍ରାମର ମମତା ରଣା ଙ୍କ ଭାଇର ବିବାହ ଉତ୍ସବରେ ପୂର୍ଵତନ ବିଧାୟକ ମହିଧର ରଣା ଙ୍କସହ ବିଜେଡି ଟିମ ଯୋଗଦେଇ ଶୁଭେଚ୍ଛାଓ ଆଶୀର୍ବାଦ ପ୍ରଦାନ କରିଥିଲେ ।।



゚kk

Photos from Biju Chatra Janta Dal Kantamal's post 13/02/2026

ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଯୁବ ଜନତା ଦଳର ବୌଦ୍ଧ ଜିଲ୍ଲାର ନବ ନିଯୁକ୍ତ ଜିଲ୍ଲା ସଭାପତି ଭାଗରଥୀ ମଳିକ ( ବାବୁଲା ) ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।





13/02/2026

🥳
ବୌଦ୍ଧ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ହେଲେ.... ଯୁବ ନେତା ଉଦିତ ପ୍ରତାପ ଭୋଇ ତାଙ୍କୁ
ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।।

08/02/2026

ଆଜି ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡ଼ି ର ଯୁବ ନେତା ବାବୁଲା ଭାଇ ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐

08/02/2026

ଆଜି ବୌଦ୍ଧ ଠାରେ ନୁତନ ବ୍ଲକ ସଭାପତି ମାନଙ୍କୁ ( କଣ୍ଟାମାଳ ବ୍ଲକ ସଭାପତି ରାଧାବଲ୍ଲଭ ପ୍ରଧାନ) ବିଜୁ ଜନତା ଦଳ ର ଉଭୟ ନେତା ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ ।।

Photos from Biju Chatra Janta Dal Kantamal's post 07/02/2026

ବିଜେପି ସରକାରରେ ଚାଷୀ ମଣ୍ଡିରେ କାନ୍ଦୁଛନ୍ତି, ମା'- ଭଉଣୀ ଘରୁ ବାହାରିବାକୁ ଡରୁଛନ୍ତି। ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶାସନ ବ୍ୟବସ୍ଥା ବିରୋଧରେ ବୌଦ୍ଧରେ ଜୋରଦାର ହୋଇଛି ପ୍ରତିବାଦ।

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏକ ହୋଇଛନ୍ତି ବୌଦ୍ଧବାସୀ। ମିଛ ପ୍ରତିଶ୍ରୁତି ବିରୋଧରେ ଜିଲ୍ଲାରେ ସାଧାରଣ ଜନତା, ଚାଷୀ ଓ ବିଜୁ ଜନତା ଦଳର କର୍ମୀ ପ୍ରତିବାଦ କରିଛନ୍ତି।

#ହଟାଅବିଜେପି

17/01/2026

ଆଜି ଆମ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡି ର ଛାତ୍ର ନେତା ତଥା ସମାଜସେବୀ ଓ ଦୃଢ଼ ସଙ୍ଗଠକ ଶ୍ରୀମାନ୍ ଘନଶ୍ୟାମ ଦନ୍ତା ଙ୍କୁ ଜନ୍ମଦିନ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🎉🎂🎁 ଜଗତର ନାଥ ଜଗନ୍ନାଥ ଙ୍କ କୃପାରୁ ଚଲାପଥ କୁସୁମିତ ହେଉ।

Photos from Biju Chatra Janta Dal Kantamal's post 16/01/2026

#ଶୁଭେଛା 🌹
ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳର କଣ୍ଟାମାଳ ବ୍ଳକ ସଭାପତି ଭାବେ ନବ ନିଯୁକ୍ତି ହୋଇଥିବା ସମ୍ବୁପ୍ରସାଦ ସାହୁ ଙ୍କୁ ସୂବେଚ୍ଛା ଓ ଅଭିନନ୍ଦନ ।।

05/01/2026

ଆଜି ବିଜୁ ଜନତା ଦଳ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ର ଜଣେ ଆଗ ଧାଡ଼ି ର ମହିଳା ନାରୀ ନେତ୍ରୀ ତଥା ପୂର୍ବତନ ବିଧାୟକ କଣ୍ଟାମାଳ ଙ୍କ ଅତି ପ୍ରିୟ ଡିଜିଟାଲ ମିଡ଼ିଆ ପ୍ରଭାରୀ ବୌଦ୍ଧ ଜିଲ୍ଲା ସୁଶ୍ରୀ ମମତା ରଣା ଙ୍କ ଜନ୍ମ ଦିନ ରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐💐💐

01/01/2026

_*ଇଂରାଜୀ ନବବର୍ଷ ୨୦୨୬ ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ନୂତନ ବର୍ଷ ୨୦୨୬ ଆପଣଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧିର ବର୍ଷ ହେଉ ଏହାହିଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ।*_

Want your business to be the top-listed Government Service in Udaipur?

Click here to claim your Sponsored Listing.

Location

Category

Website

Address


Ghantapada, Kantamal
Udaipur
762018