Biju Chhatra Janata Dal, Cuttack Zone

Biju Chhatra Janata Dal, Cuttack Zone

Share

Biju Chhatra Janata Dal is the student wing of Biju Janata Dal the regional party based out of the state of Odisha.

It is named after the former Chief Minister and the architect of modern Odisha, Shri Biju Patnaik.

23/08/2023

ISRO brought pride to India. Soft landing on moon . Best wishes to all scientists involved in this mission.

03/08/2023

ନିରାମୟ ଉପଦେଷ୍ଟା ରଂଜନ କୁମାର ବିଶ୍ବାଳ ଙ୍କ ମାତୃଙ୍କ ବିୟୋଗ ଘଟିଛି I ମାତୃ ବିୟୋଗର ଏହି ଦୁଃଖ ସହ୍ୟ କରିବା ପାଇଁ ପ୍ରଭୁ ଜଗନ୍ନାଥ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ଓଁ ଶାନ୍ତି। 🙏🏻
Naveen Patnaik
BJD I.T. Wing
BJD Digital Wing
Odisha Mo Parivar
Biju Janata Dal Odisha

Photos from Biju Chhatra Janata Dal, Cuttack Zone's post 16/07/2023

ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାରିଣୀ ବୈଠକ I କେନ୍ଦ୍ର ବିରୋଧ ରେ ଦୁର୍ବାର ଆନ୍ଦୋଳନ କରିବ ଛାତ୍ର ବିଜେଡି I
CMO Odisha
Naveen Patnaik
Pranab Prakash Das
Pranab Kumar Balabantaray
Devi Ranjan Tripathy
BJD Digital Wing

25/05/2023

Wishing a very Warm to Biju Chhatra Janata Dal, Cuttack Zone Sri. Smruti Ranjan Dash

May the coming years add more wisdom, warmth, and success to your life, and may bless you with good health and many more years in the service of the people.


Biju Chhatra Janata Dal, Odisha
Smruti Dash

10/01/2023



Naveen Patnaik
CMO Odisha
Department of Sports and Youth Services, Government of Odisha
Hockey India
Biju Janata Dal Odisha
Biju Chhatra Janata Dal, Odisha

24/12/2022

Wishing a very Warm Happy Birthday to the Hon’ble MLA - Banki & President Biju Chhatra Janata Dal, Odisha Shri Devi Ranjan Tripathy.

May the coming years add more wisdom, warmth, and success to your life, and may God bless you with good health and many more years in the service of the people.

18/11/2022

Great Decision Sir..

ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପାଇଁ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ତାହା ଏହି ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସହ ସମସ୍ତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ଏଥିସହ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ ପାଇଁ ସରକାରଙ୍କ ସମସ୍ତ ବିଭାଗ ସମନ୍ଵୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରିଛନ୍ତି।

30/10/2022

A very warm to Biju Chhatra Janata Dal, Cuttack Zone , Ambika Mishra

Wishing you a wonderful birthday and a blessed year ahead. 💐💐💐💐. May lord Jagannath keep showering his special blessings on you always.

Biju Janata Dal Odisha Biju Chhatra Janata Dal, Odisha Smruti Dash BJD Digital Wing BJD I.T. Wing

24/10/2022

ପବିତ୍ର ଦୀପାବଳି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

#ଶୁଭଦୀପାବଳି

Photos from Biju Chhatra Janata Dal, Cuttack Zone's post 16/10/2022

ଓଡିଶା ମାଟିର ମହାନାୟକ, ସାଢେ ଚାରି କୋଟି ଓଡ଼ିଆ ଙ୍କ ମଉଡମଣୀ ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ମହୋଦୟ ଙ୍କ ୭୭ ତମ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ ଜୀବନ ନିମନ୍ତେ ଆଜି କଟକ-ଚୌଦ୍ୱାର, କଟକ-ସଦର, କଟକ-ମହାନଗର ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ କଟକ ର ବିଭିନ ସ୍ଥାନ ମାନଙ୍କରେ ବିଶାଳ ରକ୍ତ ଦାନ ଶିବିର ଏବଂ ସମାଜିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

Biju Chhatra Janata Dal, Cuttack Zone ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ ଜୀବନ ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ଚରଣରେ ପ୍ରାର୍ଥନା କରୁଛି l

CMO Odisha
Biju Janata Dal Odisha
Pranab Prakash Das
Pranab Kumar Balabantaray
Pravat Ranjan Biswal
Chandra Sarathi Behera
Souvic Biswal
Smruti Ranjan Dash
Biju Chhatra Janata Dal, Odisha
BJD Digital Wing
BJD I.T. Wing

16/10/2022

#ଓଡିଶାର ଗର୍ବ ଓ ଗୌରବ ଜନନାୟକ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ #ନବୀନ_ପଟ୍ଟନାୟକ ଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ସହ ଶୁଭେଚ୍ଛା ।

CMO Odisha
Naveen Patnaik
Biju Janata Dal Odisha
Biju Chhatra Janata Dal, Odisha
BJD Digital Wing
BJD I.T. Wing

15/10/2022

ଓଡ଼ିଶାର ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଐତିହାସିକ ନିଷ୍ପତ୍ତି କେବଳ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିନି ବରଂ ଓଡ଼ିଶାର ସଶକ୍ତ ଅର୍ଥନୀତିର ବାର୍ତ୍ତା ବହନ କରିଛି ।

Want your business to be the top-listed Government Service?

Telephone