31/05/2024
My Boy
Contact information, map and directions, contact form, opening hours, services, ratings, photos, videos and announcements from CYBER ARMY BJP Indian ବିଜେପି ସାଇବର ଆର୍ମୀ ଓଡ଼ିଶା, Cuttack.
31/05/2024
My Boy
30/04/2023
23/11/2022
01/11/2022
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଂକ ଜନ୍ମ ଜୟନ୍ତୀ/News13 Odisha ଢେଙ୍କାନାଳରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଂକ ଜନ୍ମ ଜୟନ୍ତୀNews13 Odisha
08/10/2022
ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ।
ଶାରଦୀୟ ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତି/News13 Odisha ଶାରଦୀୟ ଗଜଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳରେ ବ୍ୟାପକ ପ୍ରସ୍ତୁତିNews13 Odisha
17/09/2022
ମନର ଅଭିଳାଷକୁ ପୂରଣ କରିବାକୁ ପ୍ରତେକ ମଣିଷ କରିଥାଏ ଚେଷ୍ଟା l କିଏ ମନରଞ୍ଜନରେ, କିଏ ଖେଳରେ, କିଏ ପାଠରେ, କିଏ କୌଳିକ ବୃତ୍ତିରେ, କିଏ ଧନ ଉପାର୍ଜନରେ l
ଭିନ୍ନକ୍ଷମ, ଗରିବ, ଅସହାୟ ଲୋକମାନେ ସମାଜର ଏକ ଅଭିର୍ଣ୍ଣ ଅଙ୍ଗ, ଯେଉଁମାନେ ମଣିଷ ଜନ୍ମ ପାଇ ମଧ୍ୟ ବେରଙ୍ଗ ସ୍ୱାଦ ହିନ ଧୂଖ କଷ୍ଟ ଭରା ରୋଗା କ୍ରାନ୍ତି ଜୀବନ ଅତିବାହିତ କରୁଛନ୍ତି l ସାମାନ୍ୟ ମନୋରଞ୍ଜନ କରିବାର ରାସ୍ତା ନଥିବାବେଳେ ସାହାଯ୍ୟ ପାଇବା ଆଶାରେ ତାଙ୍କ ସାଙ୍ଗ, ସାଥି, ସମ୍ପର୍କୀୟ ମାନଙ୍କ ହାତକୁ ଚାହିଁ ବସିଥାନ୍ତି l ଏପରିକି ସରପଞ୍ଚଙ୍କ ଠାରୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସାହାଯ୍ୟ ପର୍ଯ୍ୟନ୍ତ ସାହାଯ୍ୟ ଲୋଡିଥାନ୍ତି l ଏହି ସହାୟତା ଗୁଡିକ କୌଣସି କାରଣରୁ ତାଙ୍କ ପାଖରେ ସଠିକ ସମୟରେ ପହଁଞ୍ଚିପାରୁନଥିବା କାରଣରୁ ତାଙ୍କ ଦୁଃଖ କଷ୍ଟ ଗୁଡିକ ଦୁଇ ଗୁଣିତ ହୋଇଥାଏ l ଏହିପରି ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି
ଆଙ୍କର -ଢେଙ୍କାନାଳ ଜିଲ୍ଲା ଓଡ଼ାପୋଡ଼ା ବ୍ଲକ ଅନ୍ତର୍ଗତ କାସିଆଡ଼ିହି ଗ୍ରାମପଞ୍ଚାୟତର ବାସିନ୍ଦା ଅଖିଳଚନ୍ଦ୍ର ପ୍ରଧାନ ଓ ପତ୍ନୀ ହୀରାବତୀଙ୍କ ପାଖରେ l ଦୁଇ ପୁତ୍ର ସନ୍ତାନଙ୍କ ସହ ପତ୍ନୀଙ୍କ ଭରଣ ପୋଷଣ କରି ଚଳିବାକୁ ଅଖିଳ ଚାଷ ସାଙ୍ଗକୁ ଜଳଖିଆ ଦୋକାନ କରିଥିଲେ l ତାଙ୍କ ବଡପୁଅ ଆମରଜିତ ପ୍ରଧାନ (32) ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ସ୍ନାୟୁ ବିକାର ରୋଗରେ ଆକ୍ରାନ୍ତ ହୋଇଥିଲେ l ଛିଡ଼ାହୋଇଥିବା ସମୟରେ ଗାଳିପଡ଼ନ୍ତି l ଏହି ପରିସ୍ଥିତିରେ ସେ ସାଙ୍ଗ ମାନଙ୍କ ସାହାଯ୍ୟ ନେଇ +2 ପାଠ ପଢିଛନ୍ତି l ପରିଶେଷରେ 2020 ମସିହାରୁ ସେ ଶଯ୍ୟାଶାଇ ହୋଇ ପଡିରହିଛନ୍ତି l ସାନ ପୁଅ ଅଜିତ ପ୍ରଧାନ (31)ପଞ୍ଚମ ଶ୍ରେଣୀରେ ସେହି ରୋଗରେ ଆକ୍ରାନ୍ତ ହୋଇ 2013ମସିହାରୁ ଶଯ୍ୟାସାଇ ହୋଇ ପଡିରହିଛନ୍ତି l ଏହି ପରିସ୍ଥିତିରେ ଅଖିଳ ତାଙ୍କ ଦୁଇ ପୁଅଙ୍କୁ ଠିକ କରିବାକୁ ବିଭିର୍ଣ୍ଣ ଡାକ୍ତରୀ ପରୀକ୍ଷା କରି ସର୍ବଶାନ୍ତ ହୋଇ ଭଗବାନଙ୍କୁ ଆଶ୍ରାକରି ଥିଲେ l ଅଖିଳ 2021ମସିହାରେ ଯୌନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଛନ୍ତି l ବର୍ତମାନ ଅସ୍ତ୍ର ପ୍ରଚାର ଦ୍ୱାରା କୁତ୍ରିମ ଉପାୟରେ ପରିସ୍ରା ଦ୍ୱାର ଖୋଲାଯାଇ ତାଙ୍କ ଜୀବନ ରକ୍ଷା କରାଯାଇଛି l ପରିବାର ଲୋକଙ୍କ ସହ ନିଜ ଦୁଃଖ ଦୁର୍ଦଶା ବିଷୟରେ ଚିନ୍ତାକରି ସାନ ପୁଅ ଅଜିତ ଗତ 2018 ମସିହାରେ ହୃଦ ରୋଗର ଶିକାର ହୋଇ ଔଷଧ ସାହାଯ୍ୟରେ ବଞ୍ଚିଛନ୍ତି l ଦୁଇ ଭିର୍ଣ୍ଣକ୍ଷମ ପୁଅ ଓ ସ୍ୱାମୀ ଅଖିଳଙ୍କ ଭରଣ ପୋଷଣ ପାଁଇ ହୀରାବତୀ ଆଶା କର୍ମୀ ଭାବେ କାମକରି ସରକାରଙ୍କ ଠାରୁ ପାଉଥିବା 4.500ଟଙ୍କା ଓ ତାଙ୍କ ଦୁଇ ପୁଅ ପାଉଥିବା ଭିର୍ନକ୍ଷମ ଭତା ସହ 20କିଲୋ ଚାଉଳ ଚଳନିର ଏକମାତ୍ର ସହାୟ ହୋଇଛି l ତେବେ ହୀରାବତୀ ଘରେ ନଥିବା ସମୟରେ ତାଙ୍କ ସ୍ୱାମୀ ଅଖିଳ ରୋଗାଗ୍ରସ୍ତ ଅବସ୍ଥାରେ ଯେନତେନ ପ୍ରକାରର ରୋଷେଇ କରି ପରିବାରକୁ ବଞ୍ଚାଇ ରଖିଛନ୍ତି l ରୋଗ ବ୍ୟାଧି କାରଣରୁ ଧାର କରଜରେ ବୁଡିରହିଥିବା ହୀରାବତୀ ରୋଜଗାର କରିଥିବା ଅର୍ଥ ସୁଜିଲାପରେ ସାମାନ୍ୟ ଔଷଧ କିଣିବାକୁ ଅକ୍ଷମ ହେଉଛନ୍ତି l ଏହିପରି ପରିସ୍ଥିତିରେ ବଡ଼ ବଡ଼ ରୋଗ ପାଁଇ ଔଷଧ ଖର୍ଚ୍ଚ କରି ପାରୁନଥିବା କାରଣରୁ ଦୁଇ ପୁଅ ଓ ସ୍ୱାମୀଙ୍କ ଜୀବନ ସଂକଟାପର୍ଣ ପରିସ୍ଥିତି ଭିତରେ ଗତିକରୁଛି l ଗ୍ରାମବାସୀମାନେ ଏହି ପରିବାରକୁ ସାହାଯ୍ୟ କରି ସମସ୍ତେ ହତବାନ୍ଧି ବସିଥିବା ବେଳେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡିଛନ୍ତି l ଜୀବନ ମରଣ ସହ ସଂଗ୍ରାମ କରୁଥିବା ପରିବାରର ଭବିଶ୍ୱତ ପାଖ ପଡୋଶୀମାନେ ଚିନ୍ତାକରି ନିରୁପାୟ ଅବାକ ହୋଉଥିବା ଦେଖିବାକୁ ମିଳିଛି l
ଭିନ୍ନକ୍ଷମ ପରିବାରକୁ କେବଳ ଭଗବାନ ସାହା ଭିନ୍ନକ୍ଷମ ପରିବାରକୁ କେବଳ ଭଗବାନ ସାହା
03/09/2022
ରାଜନୀତିର ପଶାପାଲିରେ ବଳି ପଡୁଛନ୍ତି ଧର୍ମପଦ । ହାତ ଟେକି ଦେଇଛନ୍ତି ନେତା ଆଉ ପ୍ରଶାସନ/News13 Odisha ରାଜନୀତିର ପଶାପାଲିରେ ବଳି ପଡୁଛନ୍ତି ଧର୍ମପଦ । ହାତ ଟେକି ଦେଇଛନ୍ତି ନେତା ଆଉ ପ୍ରଶାସନNews13 Odisha