Asit Parida

Asit Parida

Share

Contact information, map and directions, contact form, opening hours, services, ratings, photos, videos and announcements from Asit Parida, Bhubaneswar.

17/11/2025

ଓଡ଼ିଶା ସଙ୍ଗୀତ ଜଗତର ଅମଳିନ ପ୍ରତିଭା ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଏ ଦୁଃସମୟକୁ ସାମ୍ନା କରିବା ପାଇଁ ଈଶ୍ବର ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି।

26/05/2025

ଆଜି ପବିତ୍ର ସାବିତ୍ରୀ ବ୍ରତ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
Heartiest greetings to all on the auspicious !!

25/05/2024

ଲୋକତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜର ସାମ୍ବିଧାନିକ ଅଧିକାରକୁ ଜାହିର କଲି ।।।

13/02/2024
15/05/2022

Saddened to learn of the tragic demise of Australian legend Andrew Symonds.

Rest in Peace
Andrew Saymond...
RIP

Photos from Asit Parida's post 11/04/2022

ସମସ୍ତ ଓଡ଼ିଶାବାସୀଙ୍କୁ ଛେନାପୋଡ଼ ଦିବସର ହାର୍ଦ୍ଦିକ ଶୁଭେଚ୍ଛା l

01/04/2022

ଉତ୍କଳ ଦିବସ ଅବସରରେ ଓଡିଶାର ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା l
ବନ୍ଦେ ଉତ୍କଳ ଜନନୀ l

28/03/2022

Congratulations to Dr. Pratibha Ray Ji for being awarded with Padma Bhushan in Literature & Education.

She is one of the prolific writers in India who has enriched Odia Literature with her novels and short stories.

27/03/2022

My hearty congratulations to Smt Sulochana Das Ji of Biju Janata Dal Odisha for becoming the first woman Mayor of Bhubaneswar Municipal Corporation.💐💐💐💐💐

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Culinary Team

Attire

Telephone

Address

Bhubaneswar