Jugansu Sekhar Panda

Jugansu Sekhar Panda

Share

Contact information, map and directions, contact form, opening hours, services, ratings, photos, videos and announcements from Jugansu Sekhar Panda, Bhubaneswar.

Photos from Jugansu Sekhar Panda's post 14/04/2024

ଆଜି ଉତ୍ତର ଭୁବନେଶ୍ବର କ୍ଷେତ୍ରର ଶିଖରଚଣ୍ଡୀ ନଗର ଠାରେ ଅନୁଷ୍ଠିତ ମହାବିଷୁବ ପଣା ସଂକ୍ରାନ୍ତି କାର୍ଯ୍ୟକ୍ରମରେ ଯୋଗଦାନ କଲି ।

Photos from Jugansu Sekhar Panda's post 05/04/2024

ଆଜି ଉତର ଭୁବନେଶ୍ବର କ୍ଷେତ୍ରର ଏକ ଗାଁ ରେ କାର୍ଯ୍ୟକର୍ତ୍ତାଙ୍କ ସହ ମୋ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ଆଲୋଚନା କଲି ,ସମସ୍ତେ ଗୋଟିଏ ସ୍ଵରରେ କହିଲେ ଆପଣ ଯାହା ନିଷ୍ପତି ନେବେ ଆମେ ଆପଣଙ୍କ ସହ ଠିଆ ହେବୁ ।

Photos from Jugansu Sekhar Panda's post 26/02/2024

#ରେଳ_ଓଭର_ବ୍ରିଜ_ଉଦଘାଟନ
େ_ଅପରାଜିତା
ଆଜି ପ୍ରଧାନମନ୍ତ୍ରୀ Narendra Modi ଭିଡିଓ କନଫରେନ୍ସ ମାଧ୍ୟମରେ ବହୁ ପ୍ରକଳ୍ପ ଉଦଘାଟନ ହେଲା l

ଏହି ମଧ୍ୟରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଉତ୍ତର ଭୁବନେଶ୍ବର କ୍ଷେତ୍ରର ୨ ଟି ପ୍ରକଳ୍ପ ଉଦଘାଟନ ହେଲା

1- #ପଟିଆ ରେଳ ଓଭର ବ୍ରିଜ ( 68.5 କୋଟି ବିନିମୟରେ )
2- #କଲାରାହାଙ୍ଗ ରେଳ ଓଭର ବ୍ରିଜ ( 70.4 କୋଟି ବିନିମୟରେ ୨ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେଲା l
ଏହି ପ୍ରକଳ୍ପ ଗୁଡିକ ଜନସାଧାରଣଙ୍କର ଆବଶ୍ୟକତା ଆଧାରରେ ନିୟମିତ ପ୍ରୟାସ କରିଆସୁଥିଲେ ଭୁବନେଶ୍ବର ସାଂସଦ Aparajita Sarangi ମହୋଦୟା l

ଆଜିର କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ସାଂସଦ ପ୍ରତିନିଧି Jugansu Sekhar Panda ଏବଂ ସମସ୍ତ ନେତୃବୃନ୍ଦ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

ଧନ୍ୟବାଦ 🙏🏻

Photos from Jugansu Sekhar Panda's post 23/02/2024

ଗତକାଲି ଢ଼ାୱା ଗାଁର ସୋମନାଥ ମହାଦେବଙ୍କ ମନ୍ଦିର ଯଜ୍ଞରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମହୋଦୟା ଏବଂ ମୁ ଯୋଗଦାନ କରିବା ସହ ମନ୍ଦିର ପ୍ରାଙ୍ଗଣରେ ସାଂସଦ ପାଣ୍ଠିରୁ ଏକ ଥଣ୍ଡା ପାନୀୟ ଜଳ ଯୋଗାଣ ମେସିନର ଉଦ୍ଘାଟନ କଲୁ ,ଏହି ଅବସରରେ ଆମର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।ଗ୍ରାମବାସୀ ସାଂସଦ ମହୋଦୟା ଙ୍କୁ ପାଖରେ ପାଇ ଖୁସିବ୍ୟକ୍ତ କଲେ ।

Photos from Jugansu Sekhar Panda's post 22/02/2024

#ଧନ୍ୟବାଦ୍_ମୋଦି_ଜି___ଧନ୍ୟବାଦ_ଅପରାଜିତା_ଷଡ଼ଙ୍ଗୀ_ଜି
ନିର୍ମାଣ ହେବ ୪ ଟି ରେଳ ଓଭର ବ୍ରିଜ
*ଆଉ_ଥରେ_ଅପରାଜିତା*

ଜନ ସାଧାରଣଙ୍କ ଆବଶ୍ୟକତା ଏବଂ ଅନୁରୋଧ ଆଧାରରେ ନିର୍ମାଣ ହେବ ୪ ଟି Railway Over bridge l
1- #କଳାରାହଙ୍ଗ
2- #ପଟିଆ
3-ତରାବୋଇ
4- ଭୂଷଣ୍ଡପୁର

ଏହି ପ୍ରକଳ୍ପ ପାଇଁ ମୋଟ 280 କୋଟି ବ୍ୟୟ ଅଟକଳ ହୋଇଛି l

ଜନ ସାଧାରଣଙ୍କ ଆବଶ୍ୟକତାକୁ ଆଧାର କରି ବିଗତ ଦିନରେ ରେଳ ମନ୍ତ୍ରଣାଳୟକୁ ଚିଠି ଲେଖିବା ସହ ନିୟମିତ ତଦାରଖ କରିଆସୁଥିଲେ ଭୁବନେଶ୍ବର ଜସ୍ଵଶି ସାଂସଦ ମାନ୍ୟ Aparajita Sarangi ମହୋଦୟା l ଏଥି ପାଇଁ ବାରମ୍ବାର ବୈଠକ ମଧ୍ୟ ହୋଇଥିଲା l

ସ୍ଥାନୀୟ ଜନ ସାଧାରଣଙ୍କ ପାଇଁ ଆନନ୍ଦର ବିଷୟ ଏହିକି ଯେ ପ୍ରଧାନମନ୍ତ୍ରୀ Narendra Modi ଆଗାମୀ 26 ତାରିଖ ଦିନ 11 ଘଟିକା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ l

Photos from Jugansu Sekhar Panda's post 21/02/2024

Bjp odisha ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ସାଂସଦ Aparajita Sarangi ଙ୍କ ଉପସ୍ଥିତିରେ ଉତର ଭୁବନେଶ୍ବର କ୍ଷେତ୍ରରେ ଅନୁଷ୍ଠିତ ହେଲା #ଶକ୍ତି_ସମ୍ବାଦ_ଓ_ସଂପର୍କ_ଅଭିଯାନ କାର୍ଯ୍ୟକ୍ରମ ,ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶକ୍ତି ସମ୍ବାଦ ଓ ସଂପର୍କ ଅଭିଯାନର ସଂଜୋଜିକା ଶ୍ରିମତିନି ଜେନା ମହୋଦୟା ଯୋଗଦାନ କରି ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଉକ୍ତ ଅଭିଯାନ ବିଷୟରେ ଅବଗତ କରାଇଥିଲେ ,,କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Photos from Jugansu Sekhar Panda's post 18/02/2024

ଉତର ଭୁବନେଶ୍ବର ପଦାସାହି ଗାଁରେ ଅନୁଷ୍ଠିତ ଭଲୀବଲ୍ ଖେଳରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କଲି ।

Photos from Jugansu Sekhar Panda's post 18/02/2024

Dipak ର ବିବାହ ଭୋଜିରେ ଯୋଗଦେବା ସମୟରେ ।

Photos from Jugansu Sekhar Panda's post 14/02/2024

ଉତର ଭୁବନେଶ୍ୱର ୧୩ ନଂ ୱାର୍ଡ ବିଡ଼ିଏ କଲୋନୀ ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରରେ ଅନୁଷ୍ଠିତ ଅଷ୍ଟପ୍ରହରୀ ଯଜ୍ଞରେ ଯୋଗଦେଇ ପ୍ରଭୁଙ୍କ ଆଶ୍ରିବାଦ୍ ପ୍ରାପ୍ତ କଲି ।
Aparajita Sarangi

14/02/2024
Photos from Jugansu Sekhar Panda's post 14/02/2024

ଉତର ଭୁବନେଶ୍ବର କ୍ଷେତ୍ରର ଏକ ୱାର୍ଡ ବୈଠକରେ ମାନ୍ୟ ଭୁବନେଶ୍ବର ସାଂସଦ Aparajita Sarangi ଙ୍କ ସହ ଯୋଗଦାନ କରି ଅଞ୍ଚଳର ବିକାଶ ବିଷୟରେ ଲୋକଙ୍କ ସହ ଆଲୋଚନା କଲୁ ।

Photos from Jugansu Sekhar Panda's post 11/02/2024

ଗାଁ କୁ ଚାଲ ଅଭିଯାନ

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Culinary Team

Attire

Telephone

Website

Address

Bhubaneswar