Odisha SFI

Odisha SFI

Share

Contact information, map and directions, contact form, opening hours, services, ratings, photos, videos and announcements from Odisha SFI, Political organisation, Chicago, IL.

Photos from Odisha SFI's post 12/30/2021

52nd Foundation day of SFI has been observed in Rayagada, Ganjam & Bhadrakh.

03/26/2021

Bharat band

Photos from Odisha SFI's post 11/18/2020

ଏସ୍ଏଫ୍ଆଇ ପକ୍ଷରୁ ପିରହାଟ ଠାରେ " ସମ୍ବିଧାନ ବଞ୍ଚାଅ- ଦେଶ ବଞ୍ଚାଅ " ପ୍ରସଂଗ ରେ ଆଲୋଚନା ଚକ୍ର ଅନୁଷ୍ଠିତ: ପିରହାଟ, ତିହିଡି ତା 18,ନଭେମ୍ବର ( ) - ଭାରତର ଛାତ୍ର ଫେଡେରେସନ ( ଏସ୍ଏଫ୍ଆଇ) ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପିରହାଟ ଠାରେ " ସମ୍ବିଧାନ ବଞ୍ଚାଅ- ଦେଶ ବଞ୍ଚାଅ " ବିଷୟ ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ର ରେ ଏସ୍ଏଫ୍ଆଇ ରାଜ୍ୟ ସାଂଗଠନିକ କମିଟି ସଭ୍ୟ ବିକାଶ ନାଥ ଆଲୋଚକ ଭାବେ ଯୋଗ ଦେଇ ବର୍ତ୍ତମାନ ଦେଶରେ ସମ୍ବିଧାନ କିପରି ବିପଦରେ ଅଛି ଓ ଛାତ୍ର ଛାତ୍ରୀ ମାନଙ୍କ ର ଦାୟିତ୍ବ କ'ଣ , ସେ ସଂପର୍କରେ ଆଲୋଚନା କରିଥିଲେ ।ବିଶେଷକରି ନୂତନ ଜାତୀୟ ଶିକ୍ଷା ନୀତି- 2020 ରେ ଧର୍ମ ନିରପେକ୍ଷ ଶିକ୍ଷା ବ୍ୟବସ୍ଥା ଉପରେ ଶକ୍ତ ଆକ୍ରମଣ ହୋଇଛି ବୋଲି ଏହି ଆଲୋଚନା ଚକ୍ର ରେ ମତ ପ୍ରକାଶ ପାଇଥିଲା । ଆମ ଦେଶର ବିବିଧତା, ଏକତା, ଜାତୀୟତା ର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଏହି ଆଲୋଚନା ଚକ୍ର ରେ ଛାତ୍ର ଛାତ୍ରୀ ମାନେ ଶପଥ ନେଇଥିଲେ । ଏହି କାର୍ଯ୍ୟକ୍ରମରେ 30 ଜଣ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ ।

09/06/2020

SFI long live

Want your business to be the top-listed Government Service in Chicago?

Click here to claim your Sponsored Listing.

Location

Telephone

Website

Address

Chicago, IL