Haq Maguchi Odisha

  • Home
  • Haq Maguchi Odisha

Haq Maguchi Odisha

03/10/2026

ଦୁର୍ନୀତି କରି, ଭୋଟରଙ୍କ ଅଧିକାର ଛଡାଇନେଉଛି ବିଜେପି।

ପିଲାଙ୍କୁ ମୂର୍ଖ କରିବାର ସବୁ ରାସ୍ତା ଆପଣେଇଦେଇଛି ବିଜେପି।
03/10/2026

ପିଲାଙ୍କୁ ମୂର୍ଖ କରିବାର ସବୁ ରାସ୍ତା ଆପଣେଇଦେଇଛି ବିଜେପି।

02/10/2026

ଜନତାଙ୍କ ସମସ୍ୟା ହିଁ ଆମର ପ୍ରାଥମିକତା, ଓଡ଼ିଶାର ସ୍ୱାର୍ଥ ହିଁ ଆମର ସଂକଳ୍ପ। ଏହି ଲକ୍ଷ୍ୟ ନେଇ ଜନତାଙ୍କ ନିକଟତର ହେବାକୁ ବିଜେଡି ଆରମ୍ଭ କରିଛି ଜନ ସମ୍ପର୍କ ପଦଯାତ୍ରା। ପ୍ରତି ଘରେ ପହଞ୍ଚିବ ଲୋକଙ୍କ ଆଶା ଓ ଅଭିଯୋଗର ସ୍ୱର।

ଓଡ଼ିଶାର ସ୍ୱାର୍ଥ, ଜନସାଧାରଣଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ଘରେ ଘରେ ପହଞ୍ଚିବ ଦଳ, ଲୋକଙ୍କ ସ...
02/10/2026

ଓଡ଼ିଶାର ସ୍ୱାର୍ଥ, ଜନସାଧାରଣଙ୍କ ଅଧିକାର ଓ ସୁରକ୍ଷା ପାଇଁ ଆରମ୍ଭ ହୋଇଛି ବିଜେଡିର ଜନ ସମ୍ପର୍କ ପଦଯାତ୍ରା। ଘରେ ଘରେ ପହଞ୍ଚିବ ଦଳ, ଲୋକଙ୍କ ସମସ୍ୟା ଶୁଣିବ ଏବଂ ବିଜେପି ସରକାରଙ୍କ ପ୍ରତିଶ୍ରୁତି ଓ ବାସ୍ତବତାର ଫରକ ଜନତାଙ୍କ ସାମ୍ନାକୁ ଆଣିବ।

#ହଟାଅବିଜେପି

02/10/2026

ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି, ଲୋକଙ୍କ ଅଧିକାରକୁ ମାରିଦେଇଛି।

ରାଜ୍ୟର ଅଧିକାର ନେଇ ପ୍ରଶ୍ନ ହେଉ କି ସ୍କୁଲ ବହିର ହଜାର ହଜାର ତ୍ରୁଟି, ଓଡ଼ିଶା ବିଜେପି ଓ ତାଙ୍କ ସାଂସଦମାନଙ୍କ ନିରବତାର ଜବାବ ଓଡ଼ିଶା ମାଗୁଛ...
02/10/2026

ରାଜ୍ୟର ଅଧିକାର ନେଇ ପ୍ରଶ୍ନ ହେଉ କି ସ୍କୁଲ ବହିର ହଜାର ହଜାର ତ୍ରୁଟି, ଓଡ଼ିଶା ବିଜେପି ଓ ତାଙ୍କ ସାଂସଦମାନଙ୍କ ନିରବତାର ଜବାବ ଓଡ଼ିଶା ମାଗୁଛି।

ରାଜ୍ୟର ସମ୍ପଦ, ରାଜ୍ୟର ରାଜସ୍ୱ ଓ ଓଡ଼ିଶାର ଭବିଷ୍ୟତ, ଏସବୁର ସୁରକ୍ଷା ପାଇଁ ବିଜେଡି ଲଢ଼େଇ ଜାରି ରଖିବ।
02/10/2026

ରାଜ୍ୟର ସମ୍ପଦ, ରାଜ୍ୟର ରାଜସ୍ୱ ଓ ଓଡ଼ିଶାର ଭବିଷ୍ୟତ, ଏସବୁର ସୁରକ୍ଷା ପାଇଁ ବିଜେଡି ଲଢ଼େଇ ଜାରି ରଖିବ।

02/10/2026

ଦୁଇ ବର୍ଷର ଶାସନ, ଅନେକ ପ୍ରତିଶ୍ରୁତି ଓ ଅସଂଖ୍ୟ ପ୍ରଶ୍ନ। ବିଜେପି ସରକାରର କାର୍ଯ୍ୟଶୈଳୀକୁ ନେଇ ଓଡ଼ିଶାରେ ଅସନ୍ତୋଷର ସ୍ୱର।

ଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାର ନା ରାଜନୈତିକ ନିୟନ୍ତ୍ରଣ? ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେପି ଶାସିତ ରାଜ୍ୟର ନିଷ୍ପତ୍ତି ଉପରେ ଚର୍ଚ୍ଚା ...
02/10/2026

ଛାତ୍ରଙ୍କ ଗଣତାନ୍ତ୍ରିକ ଅଧିକାର ନା ରାଜନୈତିକ ନିୟନ୍ତ୍ରଣ? ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଜେପି ଶାସିତ ରାଜ୍ୟର ନିଷ୍ପତ୍ତି ଉପରେ ଚର୍ଚ୍ଚା ଜୋରଦାର।

01/10/2026

ରାଜଧାନୀରେ ବି ସୁରକ୍ଷିତ ନାହାନ୍ତି ମହିଳା.... ଏ ସରକାର କରୁଛି କଣ??

Address

6R/3, Unit-6, Forest Park

751009

Website

Alerts

Be the first to know and let us send you an email when Haq Maguchi Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Want your organization to be the top-listed government service?

Share