24/10/2019
The price of success is hard work, dedication to the job at hand, and the determination that whether we win or lose, we have applied the best of ourselves to the task at hand.
Odisha Cup - UAE Fujairah Odiya Association FUJAIRAH ODIA ASSOCIATION
08/03/2019
OUR HARDWORKING VOLUNTEERS AND COOKING TEAM - WITHOUT THEM NOTHING IS POSSIBLE.
FOA PICNIC 2019
25/02/2019
ସମସ୍ତ ଭାଇ ମାନଂକୁ ନମସ୍କାର.
ଏଇ ବର୍ଷର ଫୁଜିରା ଓଡ଼ିଆ ବଣ ଭୋଜି ୨୦୧୯ ଆସନ୍ତା ୮ ମାର୍ଚ୍ଚ ୨୦୧୯ ଦିନ ଅନୁଷ୍ଠିତ ହେବାକୁ ଯାଉଛି |
ସ୍ଥାନ : ଲା ମେରିଦିଆନ ସମୁଦ୍ର କୁଳ ଦୀଵା
ଆପଣ ସମସ୍ତେ ନିଜ ଓଡ଼ିଆ ସାଙ୍ଗ ମାନଙ୍କ ସହିତ ଯୋଗଦାନ କରି ଏହୀ ବଣ ଭୋଜୀକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଅନୁରୋଧ
ଦୟାକରି ପ୍ରଦୀପ ଭାଇ ଏବଂ ରାଜ ଭାଇଙ୍କ ସଂଗେ ଯୋଗ ଯୋଗ କରି ନିଜର ଯୋଗଦାନ ନିଶ୍ଚୟ କରନ୍ତୁ
ଦୟାକରି ଗୁରୁବାର ମଧ୍ୟରେ ନିଶ୍ଚୟ କରନ୍ତୁ