Amit Bikram Nayak

Amit Bikram Nayak

Share

Contact information, map and directions, contact form, opening hours, services, ratings, photos, videos and announcements from Amit Bikram Nayak, Social service, Anugul.

04/04/2022

ସାରସ୍ୱତ ସାଧକ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ତିରୋଧାନ ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ତପସ୍ୱିନୀ, ଇନ୍ଦୁମତୀ, କୀଚକ ବଧ ଭଳି କାଳଜୟୀ ରଚନା ସହ ଓଡ଼ିଆ ଭାଷା, ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ।

03/04/2022

୭ ବର୍ଷରେ ‘ଆହାର’ ଯୋଜନା; ଦିନକୁ ଦେଢ଼ ଲକ୍ଷ ଭୋକିଲା ପେଟକୁ ଆହାର ଯୋଗାଇ ପାରିଛି । ୫ଟଙ୍କାରେ ଖାଦ୍ୟ ଯୋଗାଇ, ୭ବର୍ଷ ମଧ୍ୟରେ ରାଜ୍ୟର ପ୍ରମୁଖ ସହରଗୁଡିକରେ ପହଞ୍ଚି ସାରିଛି ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତି କାରଣରୁ ଏହି ଯୋଜନା ଗରିବ ଲୋକଙ୍କ ମୁହଁରେ ଆଜି ହସ ଫୁଟାଇ ପାରିଛି ।
Naveen Patnaik
CMO Odisha

29/03/2022

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, କ୍ରାନ୍ତିବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସରେ ମୋର ଶ୍ରଦ୍ଧାଞ୍ଜଳି। ଆଦିବାସୀଙ୍କ କଲ୍ୟାଣ ସହ ତାଙ୍କ ଅଗାଢ଼ ଦେଶପ୍ରେମ, ବୀରତ୍ୱ ଓ ବଳିଦାନ ସର୍ବଦା ପ୍ରେରଣାଦାୟୀ।

28/03/2022

ପଦ୍ମଭୂଷଣରେ ସମ୍ମାନିତ ହୋଇଥିବା ବିଶିଷ୍ଟ ସାହିତ୍ୟିକା ଡ଼ା. ପ୍ରତିଭା ରାୟ ଏବଂ ଟୋକିଓ ପାରାଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେବା ଆମ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ । ସାହିତ୍ୟ ଏବଂ କ୍ରୀଡ଼ା କ୍ଷେତ୍ରକୁ ନିଜ ପ୍ରତିଭା ବଳରେ ସମୃଦ୍ଧ କରିଥିବାରୁ ଉଭୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହିତ ଆନ୍ତରିକତା ଅଭିନନ୍ଦନ ।

06/08/2021

ହକି ଦଳର ପଦକକୁ ନେଇ ସାରା ଦେଶ ଉତ୍ସବ ମୁଖର ଥିବା ବେଳେ ଓଡ଼ିଶାକୁ ଛୁଟିଛି ପ୍ରଶଂସାର ସୁଅ ।

02/08/2021

The tale of Indian Team's current glory is not complete without Odisha. A timely investment by Odisha Government is helping Hockey India scripting history.

Naveen Patnaik
CMO Odisha
Biju Janata Dal Odisha

29/06/2021

କରୁଣାର ମୂର୍ତ୍ତିମନ୍ତ ପ୍ରତୀକ, ଭରସା ଓ ବିଶ୍ୱାସର ଅନ୍ୟ ନାମ, ମାନବତା ପାଇଁ "ଆଶୀର୍ବାଦ" ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵ।
Naveen Patnaik
CMO Odisha

26/06/2021

ବିଜୁ ଜନତା ଦଳ ର ସମସ୍ତ ନବନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।🙏

12/06/2021

କିନ୍ନର ମାନଙ୍କୁ ମୁଖ୍ୟସ୍ରୋତ ରେ ସାମିଲି କରିବା ପାଇଁ ଆଉ ପାଦେ ଆଗକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ପ୍ରଶାସନକୁ ସାଧୁବାଦ୍ ଜଣାଉଛି, କିନ୍ନର ମାନଙ୍କୁ ଓଡ଼ିଶା ପୁଲିସ ପ୍ରଶାସନ ରେ ସାମିଲି କରିବା ଓ ସେମାନଙ୍କୁ ନୂତନ ନିଯୁକ୍ତି ଓ ମର୍ଯାଦା ପୂର୍ଣ ଜୀବନ ଯାପନ କରିବା ପାଇଁ ଏକ ଅନୁକୂଳ ବାତାବରଣ ସ୍ରୁଷ୍ଟୀ କରିଥିବାରୁ ଆମ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ସାରା ଓଡ଼ିଶାର କିନ୍ନର ମାନେ ଆପଣଙ୍କ ଏହି ମହତ୍ତ୍ବପୂର୍ଣ୍ଣ ପଦେକ୍ଷପ ସାଧୁବାଦ୍ ଜଣାଉଛୁ ।
CMO Odisha
Naveen Patnaik
Ramesh Sai
Pranab Kumar Balabantaray
BJD Odisha - Forever
Biju Chhatra Janata Dal, Odisha

22/05/2021

Congratulations to Shri V Karthikeyan Pandian on being awarded the FIH Presidents award at the 47th FIH Congress for his contribution to promote hockey in Odisha.
CMO Odisha
Biju Chhatra Janata Dal, Odisha
BJD Odisha - Forever

Want your business to be the top-listed Government Service in Anugul?

Click here to claim your Sponsored Listing.

Location

Category

Website

Address


Anugul
759127