BJYM ANGUL

Directions

BJYM ANGUL BHARATIYA JANATA YUVA MORCHA ANGUL DISTRICT
BJYM ANGUL

"ଗଣତନ୍ତ୍ର ବଞ୍ଚାଅ , ଅରାଜକତା ହଟାଓ " ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ (ଟୁଟୁ ଭାଇ) ଙ୍କ ନିର୍ଦ...
25/10/2026

"ଗଣତନ୍ତ୍ର ବଞ୍ଚାଅ , ଅରାଜକତା ହଟାଓ "
ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ (ଟୁଟୁ ଭାଇ) ଙ୍କ ନିର୍ଦ୍ଦେଶନାରେ
ଆଜି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଅବସର ରେ ଅନୁଗୋଳ ଜିଲ୍ଲାର ବିଭିନ୍ନ ବୁଥ୍ ରେ ଯୁବମୋର୍ଚ୍ଚା ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିବା ସହିତ କିପରି ଭାବେ ନିଜସ୍ୱ ଜୀବନ ରେ ତାକୁ କାର୍ଯ୍ୟକ୍ଷମ କରାଇବେ, ଜନ ସାଧାରଣ ମାନଙ୍କୁ ସଚେତନ କରାଇବେ ଏବଂ ଏବେ ଯେପରି ଭାବେ କିଛି ନିମ୍ନବୁଦ୍ଧି ବ୍ୟକ୍ତି ବିଶେଷ ମାନେ ଦେଶରେ ଅରାଜକତା ସୃଷ୍ଟି କରି ଦେଶ କୁ ଅଶାନ୍ତ ଓ ବିଭ୍ରାଟ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି , ଯୁବକ ମାନେ ତାର ପ୍ରତିରୋଧ କରି ଦେଶ ରେ ସୁସ୍ଥ ଗଣତନ୍ତ୍ର ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଅପିଲ୍ କୁ ମଧ୍ୟ ଜନସାଧାରଣ ମାନଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଇବାକୁ ସଙ୍କଳ୍ପ କରିବା ଅବସରରେ।। Dharmendra Pradhan Dharmendra Pradhan Pratap Chandra Pradhan Sidharth Routray BJYM Odisha BJP Odisha

ଆଜି ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ (ଟୁଟୁ ଭାଇ) ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମାର ...
20/09/2026

ଆଜି ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ (ଟୁଟୁ ଭାଇ) ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମାର ମଣ୍ଡଳ ଠାରେ ଆୟୋଜିତ ସାଂଗଠନିକ ବୈଠକ ରେ ଯୋଗଦେବା ଅବସରରେ ।।
ଖମାର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୌମ୍ୟରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ପୁରୁଷୋତ୍ତମ ନାୟକ , ଓମ୍ ପ୍ରକାଶ ସାହୁ , ଲିପୁନ୍ କୁମାର ପ୍ରଧାନ , ସମ୍ପାଦକ କାର୍ଗିଲ ଦାସ ଓ ଆଇଟି ସେଲ୍ ସଂଯୋଜକ ସ୍ୱାଧୀନ ସାମଲ ଙ୍କ ସମେତ ବହୁ ଯୁବ ବନ୍ଧୁ ମାନେ ଉପସ୍ଥିତ ଥିଲେ। Dharmendra Pradhan Pratap Chandra Pradhan Sidharth Routray Adv Purusottam Nayak Kargil Das Er Swadhin Samal

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଳିଆପଡା ଗ୍ରାମପଞ୍ଚାୟତ ର  #ମା_ହିଙ୍ଗୁଳା_କ୍ଲବ୍ ଦ୍ଵାରା ଆୟୋଜିତ ଗଣେଶ ମହାପ୍ରଭୁଙ୍କ ପୁଜା ମଣ୍ଡ...
17/09/2026

ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛେଳିଆପଡା ଗ୍ରାମପଞ୍ଚାୟତ ର #ମା_ହିଙ୍ଗୁଳା_କ୍ଲବ୍ ଦ୍ଵାରା ଆୟୋଜିତ ଗଣେଶ ମହାପ୍ରଭୁଙ୍କ ପୁଜା ମଣ୍ଡପ ରେ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ #ସିଦ୍ଧାର୍ଥ_ରାଉତରାୟ (ଟୁଟୁ ଭାଇ) କ୍ଲବ୍ ର ସଦସ୍ୟ ମାନଙ୍କ ସହିତ ଉପସ୍ଥିତ ରହି ମହାପ୍ରଭୁଙ୍କ ଦର୍ଶନ କରିବା ଅବସରରେ।।
ତାଙ୍କ ସହିତ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସମ୍ପାଦକ କାର୍ଗୀଲ୍ ଦାସ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା IT CELL ର ସଂଯୋଜକ ସ୍ବାଧୀନ ସାମଲ ଭାଇ ଉପସ୍ଥିତ ଥିଲେ।।
Dharmendra Pradhan Pratap Chandra Pradhan Sidharth Routray Er Swadhin Samal
Kargil Das BJYM Odisha BJP Odisha

ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କ ୭୬ ତମ ଜନ୍ମଦିନ ଅବସରରେ ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର...
17/09/2026

ଭାରତ ର ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ଙ୍କ ୭୬ ତମ ଜନ୍ମଦିନ ଅବସରରେ ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲାରୀ ମଣ୍ଡଳ ର ଅଙ୍ଗାରବନ୍ଧ ଗ୍ରାମ ପଞ୍ଚାୟତ ସ୍ଥିତ ମହିମା ଧାମ ଠାରେ ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ ଟୁଟୁ ଭାଇ ଦଳ ର ନେତୃବୃନ୍ଦ ଙ୍କ ସହିତ ମିଶି ଦୀପ ପ୍ରଜ୍ବଳନ କରିବା ଅବସରରେ।।
ତାଙ୍କ ସହିତ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସମ୍ପାଦକ କାର୍ଗୀଲ୍ ଦାସ, ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା IT CELL ର ସଂଯୋଜକ ସ୍ବାଧୀନ ସାମଲ ଭାଇ, ଖଲାରୀ ମଣ୍ଡଳ ସଭାପତି ପ୍ରିୟବ୍ରତ ପାଗଳ ଭାଇ, ଅଙ୍ଗାରବନ୍ଧ ର ସରପଞ୍ଚ ଏବଂ ଦଳ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।।
Dharmendra Pradhan Pratap Chandra Pradhan Sidharth Routray Er Swadhin Samal
Kargil Das BJYM Odisha BJP Odisha

ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଉପଲକ୍ଷେ ହେବାକୁ ଯାଉଥିବା ସେବା ସଙ୍କଳ୍ପ କାର୍ଯ୍ୟକ୍ରମ ପାଇଁ ଆଜି ଅ...
16/09/2026

ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଉପଲକ୍ଷେ ହେବାକୁ ଯାଉଥିବା ସେବା ସଙ୍କଳ୍ପ କାର୍ଯ୍ୟକ୍ରମ ପାଇଁ ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖଲାରୀ ମଣ୍ଡଳ ତରଫରୁ ଆୟୋଜିତ ବ୍ଯଠକ ରେ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ #ସିଦ୍ଧାର୍ଥ_ରାଉତରାୟ( ଟୁଟୁ )ଭାଇ ଯୋଗଦେବା ଅବସରରେ।। ଏହି ବ୍ଯଠକ ରେ ତାଙ୍କ ସହିତ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସାଧାରଣ ସମ୍ପାଦକ #ସମିର_ପରିଡ଼ା ଭାଇ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସମ୍ପାଦକ #ବିକାଶ_ଭାଇ,ଖଲା଼ରୀ ମଣ୍ଡଳ ସଭାପତି ପ୍ରିୟ #ପ୍ରିୟବ୍ରତ_ପାଗଳ ଭାଇ, ଖଲାରୀ ମଣ୍ଡଳ ର ପ୍ରଭାରୀ ପ୍ରିୟ #ଦିଲିପ୍_ଭାଇ , ଖଲାରୀ ମଣ୍ଡଳ ଯୁବମୋର୍ଚ୍ଚା ର ସଭାପତି #ଲାଲୁ_ଭାଇ ଏବଂ ବିଭିନ୍ନ ପଞ୍ଚାୟତ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।।
Dharmendra Pradhan Pratap Chandra Pradhan Sidharth Routray Samir Parida Tablu
BJP Odisha BJYM Odisha

ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଏବଂ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯଯାତି ପଟ୍ଟନାୟକଙ୍କ ସହମତି କ୍ର...
09/09/2026

ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଏବଂ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀ ଯଯାତି ପଟ୍ଟନାୟକଙ୍କ ସହମତି କ୍ରମେ, ଭାରତୀୟ ଜନତା ଯୁବମୋର୍ଚ୍ଚା ଅନୁଗୁଳ ଜିଲ୍ଲା ସଭାପତି ଶ୍ରୀ ସିଦ୍ଧାର୍ଥ ରାଉତରାୟ ନିଜର ନୂତନ ଜିଲ୍ଲା ଟିମ୍ ଘୋଷଣା କରିଛନ୍ତି।

ନବନିଯୁକ୍ତ ସମସ୍ତ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। 💐

ଯୁବଶକ୍ତି • ସଂଗଠନ ଶକ୍ତି • ରାଷ୍ଟ୍ରଶକ୍ତି 🇮🇳

Dharmendra Pradhan Pratap Chandra Pradhan Sidharth Routray Adv Purusottam Nayak Samir Parida Tablu Kargil Das

ଆଜି ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀଙ୍କ ସେବା ସମର୍ପଣର ୨୫ ବର୍ଷ ପ...
31/08/2026

ଆଜି ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀଙ୍କ ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ମଣ୍ଡଳ ସ୍ତରରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ସେବା ସଂକଳ୍ପ ଅଭିଯାନ’ ପରିପ୍ରେକ୍ଷୀରେ
ଜିଲ୍ଲା ସଭାପତି ଶ୍ରୀ ଯଯାତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ (ଟୁଟୁ ଭାଇ) ଯୋଗଦେବା ଅବସରରେ।
ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ତଥା ‘ସେବା ସଂକଳ୍ପ ଅଭିଯାନ’ର ରାଜ୍ୟ ସଂଯୋଜକ ଶ୍ରୀ ସିମାଞ୍ଚଳ ଖଟେଇ ଯୋଗଦେଇ ଅଭିଯାନର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟପନ୍ଥା ସମ୍ପର୍କରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଏହି ଅବସରରେ ପୂର୍ବତନ ରାଜ୍ୟ ଉପସଭାପତି ତଥା ଅନୁଗୋଳ ଜିଲ୍ଲା ପ୍ରଭାରୀ ଶ୍ରୀ ଗୋଲକ ମହାପାତ୍ର,ମାନ୍ୟବର ଅନଗୁଳ ବିଧାନସଭା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ପୂର୍ବତନ ବିଧାୟକ ଶ୍ରୀ ରମେଶ ସାଏ, ଜିଲ୍ଲା ସାଧାରଣ ସମ୍ପାଦକ ତଥା ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲା ସଂଯୋଜକ ଶ୍ରୀ ସୁଦୀପ୍ ଗଡ଼ନାୟକ, ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ବସନ୍ତ ମଞ୍ଜରୀ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ପ୍ରତିମା ମିଶ୍ର, ‘ସେବା ସଂକଳ୍ପ ଅଭିଯାନ’ର ଜିଲ୍ଲା ସହ-ସଂଯୋଜକ ଶ୍ରୀ ପ୍ରତ୍ୟୁଷ ରଞ୍ଜନ ପଣ୍ଡା (କିଟୁ), ଓ ଶ୍ରୀମତୀ ରୋଜାଲିନ ଦାସଙ୍କ ସମେତ ଜିଲ୍ଲା ପଦାଧିକାରୀ, ଜିଲ୍ଲାରୁ ରାଜ୍ୟସ୍ତରରେ ଦାୟିତ୍ୱରେ ଥିବା ପଦାଧିକାରୀ, ଜିଲ୍ଲାର ବରିଷ୍ଠ ନେତା ଓ ନେତ୍ରୀ, ଜିଲ୍ଲା ମୋର୍ଚ୍ଚା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଏବଂ ‘ସେବା ସଂକଳ୍ପ ଅଭିଯାନ’ର ସମସ୍ତ ମଣ୍ଡଳ ଟୋଲି ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ।
#ସେବାସଂକଳ୍ପଅଭିଯାନ Dharmendra Pradhan Pratap Chandra Pradhan Sidharth Routray BJP Odisha

ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୭ ସେପ୍ଟେମ୍ବର‌ ଠାରୁ ୧୭ ଅ...
31/08/2026

ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀଙ୍କ ସେବା ସମର୍ପଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୭ ସେପ୍ଟେମ୍ବର‌ ଠାରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳ ସ୍ତରରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ‘ସେବା ସଂକଳ୍ପ ଅଭିଯାନ’ ର କିଭଳି ସଫଳ ରୂପାୟନ ହୋଇପାରିବ ସେ ନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂଜଯୋକ ଶ୍ରୀ ଉତ୍ତମ ବିଶ୍ୱାଳ ଏବଂ ଅନୁଗୋଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସଭାପତି ପ୍ରିୟ ସିଦ୍ଧାର୍ଥ ରାଉତରାୟ(ଟୁଟୁ ଭାଇ) ସାଥୀ କର୍ମକର୍ତ୍ତାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିବା ଅବସରରେ।।
Dharmendra Pradhan Pratap Chandra Pradhan Sidharth Routray

ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବଡ଼କେରେଜାଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ବେଣାଗାଡ଼ିଆ ଗ୍ରାମପଞ୍ଚାୟତର ମଝିକା ଶିବମନ୍ଦିର ଠାରୁ ଆରମ୍ଭ ହୋଇଥ...
12/08/2026

ଆଜି ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବଡ଼କେରେଜାଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ବେଣାଗାଡ଼ିଆ ଗ୍ରାମପଞ୍ଚାୟତର ମଝିକା ଶିବମନ୍ଦିର ଠାରୁ ଆରମ୍ଭ ହୋଇଥିବା ପବିତ୍ର ‘ତ୍ରିରଙ୍ଗା ଯାତ୍ରା’ରେ ଯୋଗଦେଲି।
ବେଣାଗାଡ଼ିଆ ଗ୍ରାମ ପରିକ୍ରମା କରି ଦେଶପ୍ରେମ, ଜାତୀୟ ଏକତା ଓ ଅଖଣ୍ଡ ଦେଶଭକ୍ତିର ବାର୍ତ୍ତା ଦେଇ ଏହି ଗୌରବମୟ ଯାତ୍ରା ଡେରେଜାଙ୍ଗ ଡ୍ୟାମ ଠାରେ ସମାପ୍ତ ହୋଇଥିଲା।
ଏହି ଅବସରରେ ଛେଣ୍ଡିପଦା ବିଧାନସଭା ର ଟାଣୁଆ ନେତା ବଡ଼ ଭାଇ ଅକ୍ଷୟ ପଦ ବେହେରା ସଂଯୋଜକ,ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଶ୍ରୀ ସରୋଜ ଦେବତା (ତପନ), ବଡ଼କେରେଜାଙ୍ଗ ମଣ୍ଡଳ ସଭାପତି ଶ୍ରୀ ସନ୍ତୋଷ କୁମାର ସାହୁ (କଣ୍ଡୁ) ଭାଇଙ୍କ ସମେତ ମଣ୍ଡଳର ବରିଷ୍ଠ ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Pratap Chandra Pradhan

Sidharth Routray

10/08/2026

ଅଜା ଠାରୁ ନାତି ପର୍ଯ୍ୟନ୍ତ ଗୋଟିଏ ପରିବାରର ଗେଣ୍ଡାଳିଆ ମାନେ ୨୪ ବର୍ଷ ର ଶାସନଗାଦିରୁ ହଟିବା ପରେ ବାଉଳା ହୋଇ ପଡ଼ିଛନ୍ତି।।
ଅନୁଗୋଳ ମାଟି ର ପୁଅ ଙ୍କୁ ତାଙ୍କ ଘରକୁ ପଶିବାକୁ ଦେବୁନାହିଁ କହୁଥିବା ଗେଣ୍ଡା ମାନଙ୍କୁ ଆଗାମୀ ଦିନରେ ଉଚିତ ଯବାବ ଦିଆଯିବ।।

Address

ANGUL
Anugul

Website

Alerts

Be the first to know and let us send you an email when BJYM ANGUL posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share