BJD Sakosingha

BJD Sakosingha

Share

jay naveen

20/06/2024
Photos from BJD Sakosingha 's post 18/03/2024

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା ଙ୍କ ଜନ୍ମ ଦିନ ଅବସରରେ

Photos from BJD Sakosingha 's post 07/12/2023
Photos from BJD Sakosingha 's post 16/09/2023

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଙ୍କ ନିର୍ଦେଶକ୍ରମେ ସାକୋସିଂହା ଗ୍ରାମ ପଞ୍ଚାୟତ ର ସମସ୍ତ ସକ୍ରିୟ ବିଜୁ ଜନତା ଦଳର କର୍ମୀ ଙ୍କ ଉପସ୍ଥିତି ରେ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ ଓ ୱାର୍ଡ ସ୍ତର ରେ ସକ୍ରିୟ କରିବା ପାଇଁ ପଞ୍ଚାୟତ ସ୍ତରରେ ୱାର୍ଡ କମିଟି ଓ ବୁଥ୍ କମିଟି ପର୍ଯ୍ୟବେକ୍ଷକ ସତ୍ୟବାଦୀ ଙ୍କ ଉପସ୍ଥିତ ରେ ଗଠନ କରାଯାଇଅଛି

Photos from BJD Sakosingha 's post 07/08/2023

ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ଙ୍କ ଉପସ୍ଥିତ ରେ ପତ୍ରପଡା ସ୍ଥିତ ମା ବାୟାଣୀ ପୀଠ ନିକଟରେ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳ ର କର୍ମକର୍ତା ଙ୍କ ଉପସ୍ଥିତ ରେ ଏକ ବିଶାଳ ସାଙ୍ଗଠନିକ ସଭା ଆୟୋଜିତ ହୋଇଯାଇଅଛି, ଏହି ସଭାରେ ଆଗାମୀ ଦିନରେ କିଭଳି ସଂଗଠନ କୁ ଆହୁରି ମଜଭୁତ କରିବା ଓ ଲୋକଙ୍କୁ ସରକାର ଙ୍କ ଲୋକ ଆଭିମୁଖ୍ୟ କାର୍ଯ୍ୟକ୍ରମ ରେ ସାମିଲ କରିବା ସେବିଷୟରେ ଆଲୋଚନା କରାଗଲା 🙏🏻

Photos from BJD Sakosingha 's post 13/07/2023

Village kalyani mandap
Under construction ❤️❤️❤️❤️

Want your business to be the top-listed Government Service in Anugul?

Click here to claim your Sponsored Listing.

Location

Category

Website

Address


Sakosingha
Anugul
759123