15/08/2022
Banarpal ବିଦ୍ୟୁତ୍ ସେକ୍ସନ୍ ଅଫିସ୍ ରେ ସ୍ୱାଧୀନତା ଦିବସ ର 75 ତମ ଦିବସ ପାଳନ 🙏
Electricity
15/08/2022
Banarpal ବିଦ୍ୟୁତ୍ ସେକ୍ସନ୍ ଅଫିସ୍ ରେ ସ୍ୱାଧୀନତା ଦିବସ ର 75 ତମ ଦିବସ ପାଳନ 🙏
05/08/2022
TPCODL Banarpal Commercial JE ଙ୍କ ବଦଳି ରେ ବିଦାୟୀ କାଳୀନ ସମ୍ଭର୍ଦ୍ଧନା
05/08/2022
15/07/2022
ଦୀର୍ଘ ୧୨ ଘଣ୍ଟା ର ଅକ୍ଲାନ୍ତ ପରିଶ୍ରମ ଏବଂ ଆପଣ ମାନଙ୍କ ଅକୁଣ୍ଠ ସହଯୋଗ ସମର୍ଥନ ରେ ଗୋବର୍ଦ୍ଧନ ନଗର ଠାରୁ କୁଲାଡ ଗିରାଙ୍ଗ ବିଦ୍ୟୁତ୍ ସଂଯୋଗ ହୋଇପାରିଲା 🙏🙏
say no to meter tamper
06/07/2022
ବର୍ଷା ଦିନ ଆସିଯାଇଥିବାରୁ, ପ୍ରତ୍ୟେକ ଲୁହା ଖୁଣ୍ଟ ରେ ବିଦ୍ୟୁତ୍ ଯାଞ୍ଚ କରାଯାଉଛି , ଆପଣଂକ ସୁରକ୍ଷା ଆମ ଦାୟିତ୍ଵ 🙏
01/07/2022
Banarpal ରଥଯାତ୍ରା ରେ ଆପଣ ମାନଙ୍କ ସେବା ରେ
22/06/2022
ଆସନ୍ତା 23.06.2022 ରିଖ ଦିବା 10.00AM ଘଟିକା ରେ Enforcement ହେଇଥିବା ଉପଭୋକ୍ତା ଗଣଙ୍କୁ ଚାଇଁପାଳ ଓଭର ବ୍ରିଜ ନିକଟସ୍ଥ ସବ ଡିଭିଜନ ଅଫିସ କୁ ଆସିବାକୁ ଅନୁରୋଧ ସେଠାରେ ଅଳ୍ପ ମାତ୍ରା ରେ ପଇସା ପୈଠ କରି ନିଜକୁ ଜରିମାନା ମୁକ୍ତ କରନ୍ତୁ
ଆପଣଙ୍କ ସେବାରେ TPCODL
Say no to meter tamper
14/04/2022
ମହାବିଷୁବ ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ 🙏
ତାଳଚେର ବନରପାଳ ରେ TPCODL ତରଫରୁ ଉଦ୍ଘାଟନ ହେବ ସର୍ବ ବୃହତ ଷ୍ଟୋର
ଢେଙ୍କାନାଳ ଅନୁଗୁଳ ଏବଂ ତାଳଚେର ବିଦ୍ୟୁତ ଉପଭୋକ୍ତା ଙ୍କ ସୁବିଧା ଏବଂ ନିରନ୍ତର ସେବା ଯୋଗାଇବା ନିମନ୍ତେ TPCODL ତରଫରୁ ବନରପାଳ ରେ ସର୍ବ ବୃହତ ଷ୍ଟୋର ଉଦଘାଟନ ଆସନ୍ତା 08.04.2022 ସମୟ 10AM ରେ ଅନୁଗୁଳ ଜିଲ୍ଲାପାଳଙ୍କ କର କମଣ୍ଡଳ ରେ ଶୁଭ ଉଦ୍ଘାଟନ ହେବାକୁ ଯାଉ ଅଛି I