Congress block president, Banarpal

Congress block president, Banarpal

Share

Make a new india

Photos from Congress block president, Banarpal's post 13/12/2021

ଆଜି ଆମ ବନରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ ପଂଚାୟତର ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଆଦିକନ୍ଦ ସାମଲଙ୍କ ଝିଅ ବାହାଘର ଅବସରରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା ମହୋଦୟଙ୍କ ସହ ବ୍ଲକ ସଭାପତି ଶ୍ରୀଯୁକ୍ତ ବିନୋଦ କୁମାର ମାଝୀ ଯୋଗଦେଇଥିଲେ l ଉକ୍ତ ଅବସରରେ,28 ନମ୍ବର ଜୋନ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ, ବଉଳିଗଡ ପଂଚାୟତର ସଭାପତି ଶ୍ରୀଯୁକ୍ତ ପବିତ୍ର ଭୁକ୍ତା,କୁନା ବାରିକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶ୍ରୀଯୁକ୍ତ ସାମଲଙ୍କ ଝିଅକୁ ଆଶୀର୍ବାଦ କରିଥିଲେ l

Nalco, Angul : ନାଲକୋ: 27 ନମ୍ବର ଜୋନର ନୂତନ ପର୍ଯ୍ୟବେକ୍ଷକଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରେ କଂଗ୍ରେସ କମିଟି କମିଟି ପକ୍ଷ 09/12/2021

https://publicapp.co.in/video/sp_3dgl8ytqum986?share=true

Nalco, Angul : ନାଲକୋ: 27 ନମ୍ବର ଜୋନର ନୂତନ ପର୍ଯ୍ୟବେକ୍ଷକଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରେ କଂଗ୍ରେସ କମିଟି କମିଟି ପକ୍ଷ Nalco, Angul : ନାଲକୋ: 27 ନମ୍ବର ଜୋନର ନୂତନ ପର୍ଯ୍ୟବେକ୍ଷକଙ୍କୁ ବ୍ଲକ କାର୍ଯ୍ୟାଳୟ ଠାରେ କଂଗ୍ରେସ କମିଟି କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ର....

09/12/2021

ଜନ୍ମଦିନର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ✋️
ଆଜି ଅଖିଳ ଭାରତ କଂଗ୍ରେସ କମିଟିର ରାଷ୍ଟ୍ରୀୟ ଅଧକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ 75ତମ ଜନ୍ମଦିନରେ ତାଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା,ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଚଲାପଥ କୁସୁମିତ କରନ୍ତୁ l

Nalco, Angul : ନାଲକୋ: ନଳଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ନିମନ୍ତେ 08/12/2021

https://publicapp.co.in/video/sp_7udi626hftl8v?share=true

Nalco, Angul : ନାଲକୋ: ନଳଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ନିମନ୍ତେ Nalco, Angul : ନାଲକୋ: ନଳଚନ୍ଦ୍ରପୁରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସହାୟତା ନିମନ୍ତେ ଜିଲ୍ଲା କଂଗ୍ରେସ ମିଡ.....

Photos from Congress block president, Banarpal's post 08/12/2021

ଜୟ କଂଗ୍ରେସ ✋️✋️✋️✋️ଜୟ କଂଗ୍ରେସ
ହାତୀ ଉପଦ୍ରବକୁ ନେଇ ଜିଲ୍ଲାପାଳଙ୍କୁ ବ୍ଲକ ସଭାପତି ଶ୍ରୀଯୁକ୍ତ ବିନୋଦ କୁମାର ମାଝୀଙ୍କ ଦାବିପତ୍ର ପ୍ରଦାନ l
ଆଜି ଆମ ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ବ୍ଲକ ସଭାପତି ଶ୍ରୀଯୁକ୍ତ ମାଝୀ ଏକା ଦାବିପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବିପତ୍ରର ମୁଖ୍ୟ ଦାବି ଗୁଡିକ ହେଲା
*ସୁଚାରରୂପେ ହାତୀ ଘଉଡ଼ାଇବା
*ଅଂଚଳବାସୀଙ୍କ ଧନଜୀବନ କ୍ଷୟକ୍ଷତିର ଆକଳନ
*ମୃତ ବ୍ୟକ୍ତିଙ୍କ ପରିବାରକୁ 20ଲକ୍ଷ ଟଙ୍କାର କ୍ଷତିପୂରଣ
*ହାତୀ ଦ୍ୱାରା ଧାନ ଫସଲ ଓ ପନିପରିବା ନଷ୍ଟର ଉଚିତ କ୍ଷତିପୂରଣ
ଏସବୁ ଦାବିଗୁଡିକ ଉପରେ ଜିଲ୍ଲାପାଳ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ଶ୍ରୀଯୁକ୍ତ ମାଝୀ ଓ ତାଙ୍କ ସହ ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀ ରାକେଶ କୁମାର ସାହୁ,27 ନୁମ୍ବର ଜୋନ ପର୍ଯ୍ୟବେକ୍ଷକ ଶ୍ରୀ ରାକେଶ ମିଶ୍ର, ଜିଲ୍ଲା କଂଗ୍ରେସ କମିଟି ମୁଖପାତ୍ର ଓ ମିଡ଼ିଆ ସେଲ ଅଧକ୍ଷ ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ନାଥ,ଅନୁଗୁଳ ବ୍ଲକ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ ବେହେରା,ବ୍ଲକ ଯୁବ କଂଗ୍ରେସ ସମ୍ପାଦକ ଶ୍ରୀଯୁକ୍ତ ଦୀନେଶ କୁମାର ନାୟକ ଉପସ୍ଥିତ ଥିଲେ

04/12/2021

✋️ ଜୟ କଂଗ୍ରେସ ✋️
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ବନରପାଳ ବ୍ଲକ ଅନ୍ତର୍ଗତ 27 ନମ୍ବର ଜୋନର ନୂତନ ଭାବେ ପର୍ଯ୍ୟବେକ୍ଷକର ଦାଇତ୍ୱଭାର ଗ୍ରହଣ କଲେ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରାକେଶ ମିଶ୍ର l ଜିଲ୍ଲା କମିଟିର ଏ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ l ଶ୍ରୀ ମିଶ୍ରଙ୍କୁ ଆମ ବ୍ଲକ କଂଗ୍ରେସ ପରିବାର ତରଫରୁ ସ୍ୱାଗତ l

04/12/2021

✋️ଜୟ କଂଗ୍ରେସ ✋️
ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା କଂଗ୍ରେସ କମିଟି ତରଫରୁ ବ୍ଲକ କଂଗ୍ରେସର ନିର୍ବାଚନୀ କାର୍ଯ୍ୟ ସୁଚାର ରୂପେ ସମ୍ପାଦିତ କରିବା ନିମନ୍ତେ ନୂତନ ଭାବେ ପର୍ଯ୍ୟବେକ୍ଷକ ଦାଇତ୍ୱଭାର ଉଠାଇଲେ ଓକିଲ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାଏକ l ଶ୍ରୀଯୁକ୍ତ ନାଏକଙ୍କୁ ବନରପାଳ ବ୍ଲକର ନୂତନ ପର୍ଯ୍ୟବେକ୍ଷକ ଭାବେ ଦାଇତ୍ୱ ଦେଇଥିବାରୁ ଆମେ ଜିଲ୍ଲା ସଭାପତିଙ୍କ ନିକଟରେ ଧନ୍ୟବାଦ ଜ୍ଞାପନ କରୁଛୁ ଏବଂ ଶ୍ରୀଯୁକ୍ତ ନାଏକଙ୍କୁ ବନରପାଳ ବ୍ଲକ କଂଗ୍ରେସ ପରିବାର ତରଫରୁ ସ୍ୱାଗତ ଜଣାଉଛୁ l

ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ଉତ୍ସବ ସହ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। 04/12/2021

https://youtu.be/XR_TywatZ-E

ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ଉତ୍ସବ ସହ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଆଜି ପୂର୍ବାହ୍ନରେ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟିର ସମ୍ବର୍ଦ୍ଧନା ଉତ୍ସବ ସହ ଜିଲ୍ଲା କାର୍ଯ୍ୟକାରି.....

Photos from Congress block president, Banarpal's post 03/12/2021

ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ଭବନ ଠାରେ ଏକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା ମହୋଦୟଙ୍କ ସଭାପତିତ୍ୱରେ ସମସ୍ତ ନବ ନିଯୁକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ବ୍ଲକ ପର୍ଯବେକ୍ଷକ ଓ ବ୍ଲକ ନିର୍ବାଚନ କମିଟି ଅଧକ୍ଷ ମାନଙ୍କୁ ନିର୍ବାଚିତ କରାଯାଇଥିଲା l ଜିଲ୍ଲାର ନୂତନ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ବିଶ୍ୱଭୂଷଣ ଦାସ ଓ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ନିଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦିକା ଶ୍ରୀମତୀ ସସ୍ମିତା ବେହେରା, ପିସିସି ଓବିସି ସେଲର ଅଧକ୍ଷ ଶ୍ରୀଯୁକ୍ତ ଜ୍ଞାନଦେବ ବେହୁରିଆ ଓ ବନରପାଳ ବ୍ଲକର ପର୍ଯ୍ୟବେକ୍ଷକ ଭାବେ ଓକିଲ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନାଏକ, ବ୍ଲକ ନିର୍ବାଚନ କମିଟି ଅଧକ୍ଷ ଭାବେ ଶ୍ରୀଯୁକ୍ତ ତପନ କୁମାର ପ୍ରଧାନ ଓ 27 ନମ୍ବର ଜୋନ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ରାକେଶ ମିଶ୍ର,28 ନମ୍ବର ଜୋନ ପର୍ଯ୍ୟବେକ୍ଷକ ଭାବେ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁଙ୍କୁ ନିୟଜିତ କରାଯାଇଛି l

Photos from Congress block president, Banarpal's post 26/11/2021

ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବଲବୀର ସିଂ ଗତକାଲି ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଶାନ୍ତି ଯଜ୍ଞ ଆୟୋଜନ କରିଥିଲେ l
ଆମ ମାନ୍ୟବର ଉପବାଚସ୍ପତିଙ୍କ ନବୀନ ପଟ୍ଟନାୟକଙ୍କୁ ତେଲ ମାଲିସର ଫଳ 4.5 କୋଟି ଲୋକଙ୍କୁ ଭୋଗିବାକୁ ନପଡୁ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବଲବୀର ସିଂ ଶାନ୍ତି ଯଜ୍ଞ କରିଛନ୍ତି l ଉକ୍ତ ଯଜ୍ଞରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିପ୍ଳବ ଜେନା ମହୋଦୟ ଉପସ୍ଥିତ ଥିଲେ ଓ ତାଙ୍କ ସହ ବନରପାଳ ବ୍ଲକ ସଭାପତି ଶ୍ରୀଯୁକ୍ତ ବିନୋଦ କୁମାର ମାଝୀ ଓ ଜିଲ୍ଲା କମିଟିର ସମସ୍ତ ସଦସ୍ୟ ଯଥା ଶ୍ରୀ ରାକେଶ କୁମାର ସାହୁ,ଶ୍ରୀ ରାକେଶ ମିଶ୍ର,ଚିତ୍ତରଞ୍ଜନ ନାଏକ, ଧର୍ମେନ୍ଦ୍ର ନାଥ ମିଶ୍ର,ଅମୁଲ୍ୟ ବେହେରା, ନୀଳକଣ୍ଠ ନାଏକ,ମହିଳା କଂଗ୍ରେସ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସର ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l
ଯଜ୍ଞ ଶେଷରେ ସମସ୍ତେ ଏକାସାଙ୍ଗେ ପ୍ରାର୍ଥନା କରିଥିଲେ କି ହେ ମହାପ୍ରଭୁ ବଡଦିଅଁ ଆମ ମାନ୍ୟବର ଉପବାଚସ୍ପତି ଦେଇଥିବା ଏ ନିର୍ବୋଧ ଓ କଟାକ୍ଷ ମନ୍ତବ୍ୟ ନିମନ୍ତେ ତାଙ୍କୁ କ୍ଷମା କର l

Want your business to be the top-listed Government Service in Anugul?

Click here to claim your Sponsored Listing.

Location

Website

Address


Anugul
759128