04/09/2026
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନଗର ତରଫରୁ ପବିତ୍ର ରାକ୍ଷୀ ଦିବସ ଅବସରରେ ପୋଲିସଷ୍ଟେସନ, ମେଡିକାଲ, ଉପ-ଜିଲ୍ଲାପାଳଙ୍କ ଅଫିସ, ବିଡ଼ିଓ ଅଫିସ, ଦମକଳ ଅଫିସ ମାନଙ୍କୁ ଭେଟି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପାଳନ କରାଯାଇଛି l