BJYM BALASORE

Directions

BJYM BALASORE BJYM Balasore District
Committed to Youth & Nation Building

୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ-ନୂତନ ବିଶ୍ୱ ରେକର୍ଡ!ସେବା ଓ ସମର୍ପଣର ଏହି ମହା ଅଭିଯାନରେ ଓଡ଼ିଶାର ଯୁବଶକ୍ତି ଆଜି ଏକ ନୂତନ ଇତିହାସ ସୃଷ୍ଟି କରି...
18/09/2026

୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ-ନୂତନ ବିଶ୍ୱ ରେକର୍ଡ!

ସେବା ଓ ସମର୍ପଣର ଏହି ମହା ଅଭିଯାନରେ ଓଡ଼ିଶାର ଯୁବଶକ୍ତି ଆଜି ଏକ ନୂତନ ଇତିହାସ ସୃଷ୍ଟି କରିଛି। BJYM Odisha ପକ୍ଷରୁ ଆୟୋଜିତ ମେଗା ରକ୍ତଦାନ ଶିବିରରେ ଗୋଟିଏ ଦିନ, ଗୋଟିଏ ସ୍ଥାନ, ଗୋଟିଏ କ୍ୟାମ୍ପ ଓ ଗୋଟିଏ ସଂସ୍ଥା ଜରିଆରେ ୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ନୂତନ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଜନ୍ମଦିନ ଅବସରରେ ଏହା ଆମର ସେବା, ସମର୍ପଣ ଓ ମାନବିକତାର ଏକ ଅନନ୍ୟ ଉପହାର।

ସେବା ହିଁ ସମର୍ପଣ,
ସେବା ହିଁ ଆମର ପରିଚୟ।

BJP Odisha BJYM

#ରକ୍ତଦାନ_ମହାଦାନ

ବିକଶିତ ଭାରତର କର୍ଣ୍ଣଧାର, ବିଶ୍ୱର ଲୋକପ୍ରିୟ ନେତା, କୋଟି କୋଟି ଭାରତବାସୀଙ୍କ ଆଦର୍ଶ ତଥା ଆମ ସମସ୍ତଙ୍କ ପ୍ରିୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ର...
17/09/2026

ବିକଶିତ ଭାରତର କର୍ଣ୍ଣଧାର, ବିଶ୍ୱର ଲୋକପ୍ରିୟ ନେତା, କୋଟି କୋଟି ଭାରତବାସୀଙ୍କ ଆଦର୍ଶ ତଥା ଆମ ସମସ୍ତଙ୍କ ପ୍ରିୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।



ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି Avilash Panda ଙ୍କ ନେତୃତ୍ୱରେ ଭୁବନେଶ୍ୱ...
16/09/2026

ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି Avilash Panda ଙ୍କ ନେତୃତ୍ୱରେ ଭୁବନେଶ୍ୱର ଠାରେ ଆସନ୍ତାକାଲି ହେବାକୁ ଥିବା ଏକ ବିଶାଳ ରକ୍ତଦାନ ଶିବିରର ପ୍ରସ୍ତୁତି କାର୍ଯ୍ୟକ୍ରମରେ ରାଜ୍ୟ ନେତୃତ୍ଵଙ୍କ ସହ ବାଲେଶ୍ଵର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ Muna Mahanta ଯୋଗ ଦେଲେ।

BJYM Odisha BJP Odisha

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ Muna Mahanta ବିଭିନ୍ନ ମଣ୍ଡପ ଗ୍ରସ୍ତ କରି ପ୍ରଭୁ ଶ୍ରୀ ଗଜାନନଙ୍କ ଦର୍ଶ...
15/09/2026

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ Muna Mahanta ବିଭିନ୍ନ ମଣ୍ଡପ ଗ୍ରସ୍ତ କରି ପ୍ରଭୁ ଶ୍ରୀ ଗଜାନନଙ୍କ ଦର୍ଶନ କରିବା ସହିତ ଆଶୀର୍ବାଦ ଭିକ୍ଷା କରିଛନ୍ତି।


ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଗୋପନାରାୟଣ ଦାସଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ହରିପ୍ଲାଜା ମଣ୍ଡପରେ ଆୟୋଜିତ ସ୍ମୃତି ସଭାରେ ଜି...
15/09/2026

ବାଲେଶ୍ୱରର ପୂର୍ବତନ ବିଧାୟକ ସ୍ବର୍ଗତ ଗୋପନାରାୟଣ ଦାସଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ହରିପ୍ଲାଜା ମଣ୍ଡପରେ ଆୟୋଜିତ ସ୍ମୃତି ସଭାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ Muna Mahanta ଯୋଗ ଦେଇ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ।

ପବିତ୍ର ଗଣେଶ ଚତୁର୍ଥୀର ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।
14/09/2026

ପବିତ୍ର ଗଣେଶ ଚତୁର୍ଥୀର ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।


Address

Balasore
756001

Website

Alerts

Be the first to know and let us send you an email when BJYM BALASORE posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share