31/07/2026
ଅସହାୟ ପରିବାର କୁ ସହାୟତା ଆବଶ୍ୟକ
ରେମୁଣା ବ୍ଲକ ସୁନୀତା ଜେନା ଯିଏ କିଡ଼ନୀ ଦୁଇଟି ନଷ୍ଟ ଛୋଟ ଛୋଟ କୁନି କୁନି ପିଲା ଦୁଇଟି ଯାହାର ବୟସ 20 ମାସ ଆଉ ଜଣେ ତୃତୀୟ ଶ୍ରେଣୀ ବାପା ଦିନ ମଜୁରିଆ ଛୁଆ ଲକ୍ଟୋଜେନ ଖାଇବାକୁ ବି ଘରେ ବହୁତ ଅସୁବିଧା ହେଉଥିଲା ଆମ ସଂଗଠନ ଦାଇତ୍ୱ ନେଇଥିଲୁ ଛୁଆ ର ଲକ୍ଟୋଜେନ ଏବଂ ପ୍ରତେକ ମାସିକ ଖର୍ଚ୍ଚ ବୁଝିବୁ ଏହା ଆଜି ଚାରି ମାସ ହେବ ଦେଇଆସୁଛୁ ତଥାବି ବଡ ଝିଅ ର ସ୍କୁଲ ର ବହି ଖାତା କିଣିବାକୁ ବହୁତ ଅସୁବିଧା ହେଉଛି ଯଦି କୌଣସି ସୋହୂରଦ୍ୱୟ ବେକ୍ତି ସହଯୋଗ କରିବାକୁ ଚାହୁଁଛନ୍ତି ସହଯୋଗ କରିପାରିବେ🙏