BJYM Simulia

Call Directions

BJYM Simulia ଅଫିସିଆଲ ଫଂସବୂକ ପେଜ ବିଜେପି ଯୁବମୋର୍ଚ୍ଚା ସିମୁଳିଆ

07/10/2026
Your Dreams, Our Drive Join   Akhil Bharatiya Vidyarthi Parishad (ABVP) ABVP
07/10/2026

Your Dreams, Our Drive
Join
Akhil Bharatiya Vidyarthi Parishad (ABVP) ABVP

ଏବିଭିପି ସିମୁଳିଆ
07/10/2026

ଏବିଭିପି ସିମୁଳିଆ

ଏବିଭିପିର ସଂଘର୍ଷ - ଛାତ୍ରଛାତ୍ରୀଙ୍କର ସଫଳତା!ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ!ପୂର୍ବ ସରକାର...
05/10/2026

ଏବିଭିପିର ସଂଘର୍ଷ - ଛାତ୍ରଛାତ୍ରୀଙ୍କର ସଫଳତା!
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ!

ପୂର୍ବ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର ଓ ଛାତ୍ରନେତୃତ୍ୱର ସ୍ୱରକୁ ଦବାଇବା ବିରୋଧରେ ତଥା ଛାତ୍ର ସଂସଦ ନିର୍ବାଚନ ଘୋଷଣା ଦାବିରେ ଏବିଭିପିର ଦୀର୍ଘଦିନର ଲଢ଼େଇ ଏବଂ ଛାତ୍ର ସମାଜର ବହୁ ପ୍ରତୀକ୍ଷିତ ଦାବି ଆଜି ସାକାର ହେବାକୁ ଯାଉଛି।

ନେତୃତ୍ୱ ବିକାଶର ମାର୍ଗ ଖୋଲି ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ରାଜ୍ୟ ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଏବିଭିପି ପକ୍ଷରୁ ଅଶେଷ ଧନ୍ୟବାଦ।


25/09/2026

Address

Baleshwar, OD
Balasore
756001

Telephone

+917749980198

Website

Alerts

Be the first to know and let us send you an email when BJYM Simulia posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share