Harekrushna Pradhan

Call Directions Contact the organization

Harekrushna Pradhan Leader, Balasore Chatra BJD
"An initiative aimed at bringing about change in society."

02/09/2026
ସାଧାରଣ ଶିକ୍ଷକ ପରିବାରର ଝିଅରୁ ରାଜ୍ୟ ଛାତ୍ର ନେତୃତ୍ୱର ଏକ ବର୍ଷର ଯାତ୍ରା ✊🔥ନବୀନ ବାବୁଙ୍କ ଆଶୀର୍ବାଦରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭା...
26/08/2026

ସାଧାରଣ ଶିକ୍ଷକ ପରିବାରର ଝିଅରୁ ରାଜ୍ୟ ଛାତ୍ର ନେତୃତ୍ୱର ଏକ ବର୍ଷର ଯାତ୍ରା ✊🔥

ନବୀନ ବାବୁଙ୍କ ଆଶୀର୍ବାଦରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଭାବେ ଏକ ବର୍ଷ ପୂର୍ଣ୍ଣ।
ସଂଘର୍ଷ, ସଂଗଠନ ଓ ଛାତ୍ର ସ୍ୱାର୍ଥ ପାଇଁ ନିରନ୍ତର ଲଢ଼େଇର ଏହି ଯାତ୍ରା ଆଗକୁ ଆହୁରି ଶକ୍ତିଶାଳୀ ହେଉ। 🔥✊

ଏକ ବର୍ଷ ପୂର୍ଣ୍ଣ — ସଂକଳ୍ପ ଆହୁରି ଦୃଢ଼।

ସମସ୍ତ ରକ୍ତଦାତା ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ ବହୁତ ସାରା ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରୁଛୁ 🙏🙏Naveen Patnaik Biju Janata Dal Odisha...
08/08/2026

ସମସ୍ତ ରକ୍ତଦାତା ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ ବହୁତ ସାରା ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରୁଛୁ 🙏🙏

Naveen Patnaik
Biju Janata Dal Odisha

Ipsh*taa Sahoo
Bcjd Balasore

 #ସାମ୍ସ ଜରିଆରେ  #ଯୁକ୍ତ_୩ରେ ଆଡ଼ମିଶନ ନେଇ  #ଉଚ୍ଚଶିକ୍ଷା_ବିଭାଗ ପକ୍ଷରୁ  #ଅଫିସିଆଲ_ବିଜ୍ଞପ୍ତି | ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ......
26/05/2026

#ସାମ୍ସ ଜରିଆରେ #ଯୁକ୍ତ_୩ରେ ଆଡ଼ମିଶନ ନେଇ #ଉଚ୍ଚଶିକ୍ଷା_ବିଭାଗ ପକ୍ଷରୁ #ଅଫିସିଆଲ_ବିଜ୍ଞପ୍ତି | ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ...

ହରେକୃଷ୍ଣ ପ୍ରଧାନ
ପୂର୍ବତନ ଛାତ୍ର ସଂସଦ ସଭାପତି, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ
ମୋବାଇଲ: 7008991927 / 9237124574 (ହ୍ୱାଟ୍ସଆପ)

ଧନ୍ୟବାଦ  #ପ୍ରମେୟ, ପ୍ରତିନିଧି ଭଉଣୀ  #ଗୀତାଞ୍ଜଳୀ ଓ ଟିମ୍ |  #ଛାତ୍ର_ନିର୍ବାଚନ ଓ  #ଆଦର୍ଶ_ଆଚରଣ_ବିଧି ସମ୍ପର୍କିତ ଏକ ପ୍ରମୁଖ ପ୍ରସଙ୍ଗକୁ...
15/04/2026

ଧନ୍ୟବାଦ #ପ୍ରମେୟ, ପ୍ରତିନିଧି ଭଉଣୀ #ଗୀତାଞ୍ଜଳୀ ଓ ଟିମ୍ | #ଛାତ୍ର_ନିର୍ବାଚନ ଓ #ଆଦର୍ଶ_ଆଚରଣ_ବିଧି ସମ୍ପର୍କିତ ଏକ ପ୍ରମୁଖ ପ୍ରସଙ୍ଗକୁ ଉତ୍ଥାପନ କରିଥିବାରୁ ଏବଂ ଏଥିପାଇଁ ମୋର ମତାମତକୁ ସ୍ଥାନ ଦେଇଥିବାରୁ |

#ସଂକ୍ଷିପ୍ତରେ_ମତ....
ଛାତ୍ର ବିଜେଡି ସର୍ବଦା ବିଦ୍ୟାର୍ଥୀଙ୍କ ବ୍ୟକ୍ତିଗତ ଓ ଶିକ୍ଷାନୁଷ୍ଠାନ ସ୍ତରୀୟ ସମସ୍ୟା ସହ ଦୃଢ଼ ଭାବେ ଛିଡ଼ା ହୋଇଛି | ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନର ବିକାଶ ସହ ବାଲେଶ୍ଵର ଜିଲ୍ଲାର ପ୍ରମୁଖ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ନବୀନ ସରକାର ବିଗତ ଦିନରେ ସହସ୍ରାଧିକ କୋଟିର ପାଣ୍ଠି ଖର୍ଚ୍ଚ କରିଛନ୍ତି | ଶୈକ୍ଷିକ ବାତାବରଣରେ ବିକାଶ ଆଣିବା ପାଇଁ "୫-ଟି" ଏବଂ "ନୂଆ-ଓ" ମେଧାବୃତ୍ତି ପରି ଦୂରଦର୍ଶୀ ଯୋଜନା ଆଣିଥିଲେ | ଏସବୁ କାରଣରୁ ଛାତ୍ର ଗୋଷ୍ଠୀ ସର୍ବଦା ଛାତ୍ର ବିଜେଡି ସହ ରହିଛନ୍ତି | ଫଳରେ ନିଜ ଛାତ୍ର ସଂଗଠନର ପରାଜୟ ଆକଳନ କରି ବର୍ତ୍ତମାନର ବିଜେପି ସରକାର କଲେଜ ନିର୍ବାଚନ କରାଇବାକୁ ଡରୁଛନ୍ତି | ଗତ ବର୍ଷ ବଡ଼ ବଡ଼ ବାହାସ୍ଫୋଟ ମାରି ସରକାର ପଛଘୁଞ୍ଚା ଦେଇଥିବା ବେଳେ ଚଳିତ ଥର "ଆଦର୍ଶ ଆଚରଣ ବିଧି" ପାଇଁ ମାର୍ଗଦର୍ଶିକା ଜାରି କରି ଗଣତନ୍ତ୍ରର ଧାରା ୧୯ (୧)(କ) କୁ ଉଲଘଂନ କରିବାର ଅପଚେଷ୍ଟା କରିଛନ୍ତି | ତେବେ ଆମେ ବିଦ୍ୟାର୍ଥୀଙ୍କ ସହ ରହିଛୁ ଏବଂ ଚଳିତ ଶିକ୍ଷା ବର୍ଷରେ ଛାତ୍ର ନିର୍ବାଚନ କରାଇବା ନିମନ୍ତେ ଦୃଢ଼ ଦାବି କରୁଛୁ |

Harekrushna Pradhan
ପୂର୍ବତନ ଛାତ୍ର ସଂସଦ ସଭାପତି,
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ

Address

Balasore
756081

Telephone

+917008991927

Website

Alerts

Be the first to know and let us send you an email when Harekrushna Pradhan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Harekrushna Pradhan:

Shortcuts

Share

Category