Sipra Bajpai

Call Directions Contact the organization

Sipra Bajpai Contact information, map and directions, contact form, opening hours, services, ratings, photos, videos and announcements from Sipra Bajpai, Social service, Balasore.

🙏💐 ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐🙏ରାଷ୍ଟ୍ର ସେବାରେ ସମର୍ପିତ, ଦେଶର ଲୋକପ୍ରିୟ ଗୃହ ଓ ସହକାରିତା ମନ୍ତ୍ରୀ, ବିଜେପିର ପୂର୍ବତ...
22/10/2026

🙏💐 ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐🙏

ରାଷ୍ଟ୍ର ସେବାରେ ସମର୍ପିତ, ଦେଶର ଲୋକପ୍ରିୟ ଗୃହ ଓ ସହକାରିତା ମନ୍ତ୍ରୀ, ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଜଣେ ଦକ୍ଷ ସଙ୍ଗଠକ, କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାସ୍ରୋତ ଆଦରଣୀୟ ଶ୍ରୀ ଅମିତ ଶାହ ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 💐🎂

ଏହି ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରୁଛି। ମହାପ୍ରଭୁଙ୍କ ଅସୀମ କୃପାରୁ ଆପଣ ଦେଶର ସେବାରେ ନିରନ୍ତର ସମର୍ପିତ ରହି ରାଷ୍ଟ୍ରର ପ୍ରଗତି ଓ ସମୃଦ୍ଧି ପାଇଁ କାର୍ଯ୍ୟ କରିଚାଲନ୍ତୁ—ଏହା ହିଁ ମୋର ପ୍ରାର୍ଥନା। 🙏🌺

ଜୟ ଶ୍ରୀ ଜଗନ୍ନାଥ 🙏
ଭାରତ ମାତା କୀ ଜୟ 🇮🇳

21/10/2026
21/10/2026

🙏🌺 ଜୟ ମା’ ଦୁର୍ଗା 🌺🙏ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ସୁଗୋ ଗ୍ରାମ ପଞ୍ଚାୟତର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରି ମା’ ଜଗତଜନନୀଙ୍କ ଦିବ୍ୟ ...
21/10/2026

🙏🌺 ଜୟ ମା’ ଦୁର୍ଗା 🌺🙏

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ସୁଗୋ ଗ୍ରାମ ପଞ୍ଚାୟତର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରି ମା’ ଜଗତଜନନୀଙ୍କ ଦିବ୍ୟ ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା।

ଏହି ପବିତ୍ର ଅବସରରେ ମା’ ଦୁର୍ଗାଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଜଳେଶ୍ୱର ଅଞ୍ଚଳର ମଙ୍ଗଳ, ସମୃଦ୍ଧି ଓ ସର୍ବାଙ୍ଗୀନ ପ୍ରଗତି ପାଇଁ ପ୍ରାର୍ଥନା କଲି। 🙏🌺

🚩 ଜୟ ମା’ ଦଶଭୁଜା! 🚩

#ଜୟମାଦୁର୍ଗା #ଶାରଦୀୟଦୁର୍ଗାପୂଜା #ଜଳେଶ୍ୱର #ସୁଗୋ

🙏🌺 ଜୟ ମା’ ଦୁର୍ଗା 🌺🙏ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ଗୋପୀମୋହନପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରି ମା’ ଜଗତଜନନୀଙ୍କ...
21/10/2026

🙏🌺 ଜୟ ମା’ ଦୁର୍ଗା 🌺🙏

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ଗୋପୀମୋହନପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରି ମା’ ଜଗତଜନନୀଙ୍କ ଦିବ୍ୟ ଦର୍ଶନ କରିବା ସହ ମା’ଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା।

ଏହି ପବିତ୍ର ଅବସରରେ ମା’ ଦୁର୍ଗାଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଜଳେଶ୍ୱର ଅଞ୍ଚଳର ମଙ୍ଗଳ ଓ ପ୍ରଗତି ପାଇଁ ପ୍ରାର୍ଥନା କଲି। 🙏🌺

ଜୟ ମା’ ଦଶଭୁଜା! 🚩

🙏🌺 ଜୟ ମା’ ଦୁର୍ଗା 🌺🙏ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଞ୍ଚାୟତରେ ମା’ ଦୁର୍ଗା ଦେବୀଙ୍କ ଦର୍ଶନ କରିବାର ସୌଭାଗ୍ୟ ଲା...
21/10/2026

🙏🌺 ଜୟ ମା’ ଦୁର୍ଗା 🌺🙏

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଞ୍ଚାୟତରେ ମା’ ଦୁର୍ଗା ଦେବୀଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି।

ଏହି ପବିତ୍ର ଅବସରରେ ମା’ ଦଶଭୁଜାଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ଜଳେଶ୍ୱର ମାଟିର ପ୍ରଗତି ଓ ଜନକଲ୍ୟାଣ ପାଇଁ ପ୍ରାର୍ଥନା କଲି। ମା’ଙ୍କ ଅପାର କରୁଣା ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ। 🙏🌺

ଜୟ ମା’ ଦଶଭୁଜା 🙏 ଜୟ ମା’ ଦୁର୍ଗା 🚩

ଜଳେଶ୍ୱର ପୌର ପରିଷଦ ଅଧୀନ ବଡ଼ ବଜାର ଛକରେ ଅନୁଷ୍ଠିତ ମା ଦୁର୍ଗା ଦେବୀଙ୍କ ପୂଜା ମଣ୍ଡପ ବୁଲିବା ଅବସରରେ l
19/10/2026

ଜଳେଶ୍ୱର ପୌର ପରିଷଦ ଅଧୀନ ବଡ଼ ବଜାର ଛକରେ ଅନୁଷ୍ଠିତ ମା ଦୁର୍ଗା ଦେବୀଙ୍କ ପୂଜା ମଣ୍ଡପ ବୁଲିବା ଅବସରରେ l

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ବର୍ତ୍ତନା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ମା ଦୁର୍ଗା ଦେବୀଙ୍କ ଦର୍ଶନ କରିବାର ସଭାଗ୍ୟ ଲାଭ ପାଇଲି l
19/10/2026

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ବର୍ତ୍ତନା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ମା ଦୁର୍ଗା ଦେବୀଙ୍କ ଦର୍ଶନ କରିବାର ସଭାଗ୍ୟ ଲାଭ ପାଇଲି l

🙏🌺 ଜୟ ମା’ ଦଶଭୁଜା 🌺🙏ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ସନ୍ତୋଷପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ମା’ ଦୁର୍ଗା ଦେବୀଙ୍କର ଦିବ୍ୟ ଦର୍ଶନ ଲାଭ କ...
19/10/2026

🙏🌺 ଜୟ ମା’ ଦଶଭୁଜା 🌺🙏

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ସନ୍ତୋଷପୁର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ମା’ ଦୁର୍ଗା ଦେବୀଙ୍କର ଦିବ୍ୟ ଦର୍ଶନ ଲାଭ କରିବାର ସୌଭାଗ୍ୟ ଅର୍ଜନ କଲି। 🙏🌺

ଜଗତଜନନୀ ମା’ ଦଶଭୁଜାଙ୍କ ଅପାର କରୁଣା ଓ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ଭରିଯାଉ। ମା’ ସମସ୍ତଙ୍କ ମନୋବାଞ୍ଛା ପୂରଣ କରିବା ସହ ସମସ୍ତଙ୍କୁ ସୁସ୍ଥ, ନିରାମୟ ଓ ମଙ୍ଗଳମୟ ଜୀବନ ପ୍ରଦାନ କରନ୍ତୁ। 🙏🌺

ଜୟ ମା’ ଦଶଭୁଜା!
ଜୟ ମା’ ଦୁର୍ଗା! 🚩🙏

🙏🌺 ଜୟ ମା’ ଦଶଭୁଜା 🌺🙏ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ନାମ୍ପ ଗ୍ରାମ ପଞ୍ଚାୟତରେ ବିରାଜମାନ ମା’ ଦୁର୍ଗାଙ୍କର ଦିବ୍ୟ ଦର୍ଶନ କରିବାର ସୌଭାଗ୍ୟ...
19/10/2026

🙏🌺 ଜୟ ମା’ ଦଶଭୁଜା 🌺🙏

ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧୀନ ନାମ୍ପ ଗ୍ରାମ ପଞ୍ଚାୟତରେ ବିରାଜମାନ ମା’ ଦୁର୍ଗାଙ୍କର ଦିବ୍ୟ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କଲି।

ଜଗତଜନନୀ ମା’ ଦଶଭୁଜାଙ୍କ ଅପାର କରୁଣା ଓ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ଭରିଯାଉ। ମା’ ସମସ୍ତଙ୍କ ମନୋବାଞ୍ଛା ପୂରଣ କରିବା ସହ ସମସ୍ତଙ୍କୁ ସୁସ୍ଥ ଓ ମଙ୍ଗଳମୟ ଜୀବନ ପ୍ରଦାନ କରନ୍ତୁ।

ଜୟ ମା’ ଦଶଭୁଜା!
ଜୟ ମା’ ଦୁର୍ଗା! 🚩

Address

Balasore

Telephone

+919861106030

Website

Alerts

Be the first to know and let us send you an email when Sipra Bajpai posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Sipra Bajpai:

Shortcuts

Share

Category