Sub-Collector Banki

Directions

Sub-Collector Banki Official Page Of Sub-Collector and Sub Divisional Magistrate,Banki

ଆଜି ବାଙ୍କୀ ଉପଜିଲ୍ଲାପାଳ ମହୋଦୟାଙ୍କ ଅଧ୍ୟକ୍ଷତାରେ ବାଙ୍କୀ ମହୋତ୍ସବ-୨୦୨୬ର ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ମହୋ...
06/10/2026

ଆଜି ବାଙ୍କୀ ଉପଜିଲ୍ଲାପାଳ ମହୋଦୟାଙ୍କ ଅଧ୍ୟକ୍ଷତାରେ ବାଙ୍କୀ ମହୋତ୍ସବ-୨୦୨୬ର ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବାଙ୍କୀ ମହୋତ୍ସବକୁ ସୁବ୍ୟବସ୍ଥିତ, ସୁରକ୍ଷିତ, ଶୃଙ୍ଖଳିତ, ଲୋକାଭିମୁଖୀ ଓ ଆକର୍ଷଣୀୟ ଭାବେ ଆୟୋଜନ କରିବା ନେଇ ବୈଠକରେ ବାଙ୍କୀ ସବଡିଭିଜନର ସମସ୍ତ ଅଧିକାରୀ ଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଯାଇଛି।

ଏଥିସହ ବାଙ୍କୀ ଜନସାଧାରଣଙ୍କ ସୁବିଧା, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ଆବଶ୍ୟକୀୟ ଭିତ୍ତିଭୂମି ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ
ଆଜି ବୈଠକରେ ଗୁରୁତ୍ୱ ଦିଆଯାଇଛି ।
Kataka District Administration

ଆଜି ବାଙ୍କୀ ଉପଜିଲ୍ଲାପାଳ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଭିତ୍ତ...
05/10/2026

ଆଜି ବାଙ୍କୀ ଉପଜିଲ୍ଲାପାଳ କଳାପଥର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା ଓ ଭିତ୍ତିଭୂମିର ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହ ପରିଦର୍ଶନ ସମୟରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହେବା ସହ ତ୍ଵରିତ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି।
CMO Odisha Kataka District Administration Health & Family Welfare Department, Government of Odisha

ଆଜି ବାଙ୍କୀ ଉପଜିଲ୍ଲାପାଳ ମହୋଦୟା ବାଙ୍କୀର ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କ ସୁର...
28/09/2026

ଆଜି ବାଙ୍କୀ ଉପଜିଲ୍ଲାପାଳ ମହୋଦୟା ବାଙ୍କୀର ବିଭିନ୍ନ ବନ୍ୟାପ୍ରବଣ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ସହ ଲୋକଙ୍କ ସୁରକ୍ଷା ଓ ଆବଶ୍ୟକ ସହାୟତା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।
CMO Odisha Kataka District Administration Odisha State Disaster Management Authority

Joint Grievance Hearing was conducted today  at Banki Block In the presence of ADM Kataka • SP Rural • CDO-cum-EO • Sub-...
28/09/2026

Joint Grievance Hearing was conducted today at Banki Block In the presence of ADM Kataka • SP Rural • CDO-cum-EO • Sub-Collector, Banki • BDO, Banki • Tahasildar, Banki.
Kataka District Administration CMO Odisha

Plantation under “Ek Ped Maa ke Naam” in presence of Collector,Kataka ,  Hon’ble MLA, Banki and SDM, Banki at Anahat Cav...
25/09/2026

Plantation under “Ek Ped Maa ke Naam” in presence of Collector,Kataka , Hon’ble MLA, Banki and SDM, Banki at Anahat Caves, Banki-Dampada block.
CMO Odisha Kataka District Administration

ଆଜି ବାଙ୍କୀ ଗହୀରିଗାଡ଼ିଆ ସ୍ଥିତ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ THR ଖାଦ୍ୟ ପ୍ଲାଣ୍ଟ ପରିଦର୍ଶନ କରି ଖାଦ୍ୟର ଗୁଣବତ୍ତା, ପ...
23/09/2026

ଆଜି ବାଙ୍କୀ ଗହୀରିଗାଡ଼ିଆ ସ୍ଥିତ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ THR ଖାଦ୍ୟ ପ୍ଲାଣ୍ଟ ପରିଦର୍ଶନ କରି ଖାଦ୍ୟର ଗୁଣବତ୍ତା, ପ୍ରସ୍ତୁତି ପ୍ରକ୍ରିୟା ଓ ସମଗ୍ର ପରିଚାଳନା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ବାଙ୍କୀ ଉପ-ଜିଲ୍ଲାପାଳ ମହୋଦୟା।
ପରିଦର୍ଶନ ସମୟରେ ପ୍ଲାଣ୍ଟର ପରିଚାଳନା ଓ ଖାଦ୍ୟ ପ୍ରସ୍ତୁତି ବ୍ୟବସ୍ଥାର ସମୀକ୍ଷା କରିବା ସହିତ ହିତାଧିକାରୀମାନଙ୍କୁ ନିୟମିତ ଭାବେ ପୁଷ୍ଟିକର, ସ୍ୱଚ୍ଛ ଓ ଉତ୍ତମ ମାନର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ଦିନରେ ଖାଦ୍ୟର ଗୁଣବତ୍ତା ଓ ନିର୍ଦ୍ଧାରିତ ପରିମାଣ ବଜାୟ ରଖିବା ସହିତ ହିତାଧିକାରୀଙ୍କ ନିକଟରେ ନିୟମିତ ଓ ସୁଚାର ଯୋଗାଣ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ମହୋଦୟା ନିର୍ଦ୍ଦେଶ ଦେଇଛନ୍ତି।
Kataka District Administration
CMO Odisha Women & Child Development, Government of Odisha

ମା’ ଚର୍ଚ୍ଚିକାଙ୍କ ପୀଠରେ ଆୟୋଜିତ ହେବାକୁ ଥିବା ମହାଷ୍ଟମୀ ପୂଜା, ଦଶହରା ଓ କୁମାର ପୂର୍ଣ୍ଣିମା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନିମନ୍ତ...
18/09/2026

ମା’ ଚର୍ଚ୍ଚିକାଙ୍କ ପୀଠରେ ଆୟୋଜିତ ହେବାକୁ ଥିବା ମହାଷ୍ଟମୀ ପୂଜା, ଦଶହରା ଓ କୁମାର ପୂର୍ଣ୍ଣିମା ପର୍ବକୁ ସୁଚାରୁରୂପେ ସମ୍ପନ୍ନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଆଇନଶୃଙ୍ଖଳା, ଭକ୍ତଙ୍କ ସୁରକ୍ଷା, ଯାତାୟାତ ଓ ପର୍ବ ପରିଚାଳନା ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା।
ଏଥିରେ ଆରକ୍ଷୀ ଅଧିକାରୀ, ତହସିଲଦାର, ନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ମା’ ଚର୍ଚ୍ଚିକା ମନ୍ଦିରର ସେବାୟତମାନେ ଉପସ୍ଥିତ ରହି ପର୍ବକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ନେଇ ଆବଶ୍ୟକ ଆଲୋଚନା କରିଥିଲେ।
Kataka District Administration

Sub-Collector & SDM, Banki, inspected Pandalam Ashram School in Banki Block to review the progress of ongoing infrastruc...
08/09/2026

Sub-Collector & SDM, Banki, inspected Pandalam Ashram School in Banki Block to review the progress of ongoing infrastructure works and assess health & hygiene, academic performance and attendance, student welfare, hostel facilities, and the overall living conditions of the hostel boarders.
Kataka District Administration ST & SC Development, Minorities & Backward Class Welfare Department, Odisha SME mass education odisha

A field visit was conducted by the Sub-Collector & SDM, Banki, to inspect the ongoing construction of the Adarsh Vidyala...
03/09/2026

A field visit was conducted by the Sub-Collector & SDM, Banki, to inspect the ongoing construction of the Adarsh Vidyalaya Hostel and review the progress and quality of work.
The concerned officials were directed to ensure strict quality control, expedite all pending works, and complete essential facilities including electrical, plumbing, sanitation, and water supply within the stipulated timeline, ensuring the hostel is ready for student use.
Kataka District Administration CMO Odisha OSEPA

Address

Banki
754008

Website

Alerts

Be the first to know and let us send you an email when Sub-Collector Banki posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share