I Support Prasant Kumar Jagadev

Directions

I Support Prasant Kumar Jagadev We all are Supporting to Prasant Kumar Jagadev

04/10/2026

ବେଗୁନିଆ ଟାଉନ୍ ହଲକୁ ଜଣେ ବିକାଶ ପୁରୁଷ କରିଥିଲେ ଯେ ତାଙ୍କ ପରେ କେହି ଆଉ ସେ ଯାଗାକୁ ଉନ୍ନତି କରିବା ପାଇଁ ମୁଣ୍ଡ ପୁରାଉ ନାହାନ୍ତି।
Prasant Kumar Jagadev

04/10/2026

The Visionary Man who work for people.
Prasant Kumar Jagadev

ବେଗୁନିଆ ବିକାଶ କଥା ଉଠିବ ସେଠି ପ୍ରଶାନ୍ତ ଜଗଦ୍ଦେବ ନଥିବେ ସେଇଟା ଅସମ୍ଭବ।

ସମସ୍ତ ବେଗୁନିଆ ବୋଲଗଡ଼ ବାସୀ ଜାଣିଛନ୍ତି ଅଟ୍ରି ଉଷ୍ମ ପ୍ରସ୍ରବଣ ଓ ହଟ୍ଟକେଶ୍ୱର ମନ୍ଦିର ର ବିକାଶ କାହା ସମୟରେ ହେଇଛି ଓ କାହା ପ୍ରଚେଷ୍ଟାରେ ହେଇଛି। ଏବେ ବି ସେହି ପ୍ରଚେଷ୍ଟା ଜାରି ରହିଛି। ସତ କହିଲେ ବାଧୁଛି।

ଆଉ ବିରୋଧୀ ପ୍ରଶ୍ନ କରୁଛନ୍ତି ଯେ ଖୋରଧା ବିଧାୟକ କଣ ପାଇଁ ବେଗୁନିଆ ଅଟ୍ରିକୁ ଆସିଥିଲେ। ଜାଣି ରଖିବା ଦରକାର ଯେ ସେ ହେଉଛନ୍ତି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ। ସେ ଜିଲ୍ଲା ଭିତରେ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ ରହି ପାରିବେ। ଆଉ ରାଜ୍ୟପାଳ ଉଷ୍ମ ପ୍ରସ୍ରବଣ ଓ ହଟ୍ଟକେଶ୍ୱର ମନ୍ଦିର ପରିଦର୍ଶନ କରିବା ପାଇଁ ନିଜ ଆଡ଼ୁ ଇଚ୍ଛା ପ୍ରକାଶ କଲା ପରେ ରାଜ୍ୟପାଳ ନିଜେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଜଣାଇଥିଲେ ଓ ତାଙ୍କ ସହ ଯିବା ପାଇଁ ନିମନ୍ତ୍ରଣ କରିଥିଲେ।

22/08/2026

Bhai Prasant Kumar Jagadev 🙏


03/08/2026

Bhai Prasant Kumar Jagadev 🙏

31/07/2026
ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନି ଠାକୁରଙ୍କ ରଥରେ ଲାଗୁଥିବା "ସୋଲ ଫୁଲ" କାରିଗର ଯିଏ କି ଖୋ...
15/07/2026

ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ତିନି ଠାକୁରଙ୍କ ରଥରେ ଲାଗୁଥିବା "ସୋଲ ଫୁଲ" କାରିଗର ଯିଏ କି ଖୋରଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ, ଭୋଇ ସାହିର ବୀରକିଶୋର ନାୟକ। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଖୋରଧା ଶ୍ରୀ Prasant Kumar Jagadev ଙ୍କ ପକ୍ଷରୁ ଆଜି କାରିଗରୀ ପରିବାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଜୟ ଶ୍ରୀ ଜଗନ୍ନାଥ 🙏

ସଂକଳ୍ପ ରୁ ସିଦ୍ଧିସ୍ୱପ୍ନ ରୁ ବାସ୍ତବତାବିକଶିତ ଖୋରଧା ପଥେ ଆଉ ଏକ ପାଦ 🙏ଖୋରଧା ନୂଆ ବସ୍ ଷ୍ଟାଣ୍ଡ ପାଇବ ନୂଆ ରୂପ...ସରକାରଙ୍କ ୨ ବର୍ଷ ପୂର୍ତ...
05/06/2026

ସଂକଳ୍ପ ରୁ ସିଦ୍ଧି
ସ୍ୱପ୍ନ ରୁ ବାସ୍ତବତା
ବିକଶିତ ଖୋରଧା ପଥେ ଆଉ ଏକ ପାଦ 🙏

ଖୋରଧା ନୂଆ ବସ୍ ଷ୍ଟାଣ୍ଡ ପାଇବ ନୂଆ ରୂପ...

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଖୋରଧା ବାସୀଙ୍କୁ ଉପହାର ଦେଲେ ରାଜ୍ୟ ସରକାର।

ଖୋରଧା ନୂଆ ବସ୍ ଷ୍ଟାଣ୍ଡକୁ ଅଟଳ ବସ୍ ଟର୍ମିନାଲରେ ରୂପାନ୍ତରିତ କରିବା ପାଇଁ ୧,୧୭,୭୭,୯୭,୬୫୪ କୋଟି ଟଙ୍କା ମଞ୍ଜୁରୀ ସହିତ ଟେଣ୍ଡର ପ୍ରକ୍ରିୟା ପାଇଁ ଆହ୍ୱାନ ଦେଇଥିବାରୁ ଖୋରଧା ବାସୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକ ଅନେକ କୃତଜ୍ଞତା।

Prasant Kumar Jagadev

ପ୍ରିୟ ଖୋରଧାବାସୀ,ଆଜି ଜୁନ୍ ୪ ତାରିଖ, ଖୋରଧା ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମା...
04/06/2026

ପ୍ରିୟ ଖୋରଧାବାସୀ,
ଆଜି ଜୁନ୍ ୪ ତାରିଖ, ଖୋରଧା ରାଜନୈତିକ ଇତିହାସରେ ଏକ ଯୁଗାନ୍ତକାରୀ ଓ ଗୌରବମୟ ଦିବସ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ଆପଣମାନେ ପରିବର୍ତ୍ତନର ସଂକଳ୍ପ ନେଇ ଭାରତୀୟ ଜନତା ପାର୍ଟି ସପକ୍ଷରେ ଏକ ଐତିହାସିକ ଓ ସ୍ପଷ୍ଟ ଜନମତ ପ୍ରଦାନ କରିଥିଲେ। ଏହି ଦୁଇ ବର୍ଷର ଯାତ୍ରା ମୋ ପାଇଁ କେବଳ ଏକ ଦାୟିତ୍ୱ ନୁହେଁ, ବରଂ ଖୋରଧାର ବିକାଶ, ଗୌରବ ଓ ଜନକଲ୍ୟାଣ ପ୍ରତି ଏକ ପବିତ୍ର ସଂକଳ୍ପ ରହିଛି।

ପ୍ରତ୍ୟେକ ପଦକ୍ଷେପରେ ଆପଣମାନଙ୍କ ସ୍ନେହ, ସହଯୋଗ ଓ ପ୍ରେରଣା ମୋତେ ଅଧିକ ଉତ୍ସାହିତ କରିଛି। ଏହି ଅବସରରେ ଖୋରଧାର ସମସ୍ତ ଜନସାଧାରଣଙ୍କ ପ୍ରତି ମୁଁ ହୃଦୟର ଗଭୀରତମ ପ୍ରଦେଶରୁ କୃତଜ୍ଞତା ଜ୍ଞାପନ କରୁଛି।

ଆପଣଙ୍କର ଅତୁଟ ବିଶ୍ୱାସ ଓ ଆସ୍ଥା ଆମ ସଂକଳ୍ପକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରିଛି। ସେବା ଏବଂ ବିକାଶ ମାଧ୍ୟମରେ ଖୋରଧାକୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢ଼ି ତୋଳିବା ଦିଗରେ ଆମେ ନିରନ୍ତର ଆଗେଇ ଚାଲିଛୁ। ଆସନ୍ତୁ, ଆମେ ସମସ୍ତେ ମିଳିତ ଭାବେ 'ବିକଶିତ ଓଡ଼ିଶା' ସହିତ 'ସମୃଦ୍ଧ ଖୋରଧା' ଗଠନର ଏହି ମହାଯଜ୍ଞରେ ସାମିଲ ହୋଇ ଆମ ପ୍ରିୟ ଖୋରଧାକୁ ସମୃଦ୍ଧିର ଶୀର୍ଷରେ ପହଞ୍ଚାଇବା।

ଖୋରଧାର ବିକାଶ, ଖୋରଧାବାସୀଙ୍କ ସମୃଦ୍ଧି ଏବଂ ଜନସେବା ପ୍ରତି ମୋର ସମର୍ପଣ ନିରନ୍ତର ରହିବ।

ବନ୍ଦେ ଖୋରଧା 🙏

 #କଥା_ଦେଇ_କଥା_ରଖିଲେ_ପ୍ରଶାନ୍ତ_ଜଗଦ୍ଦେବନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଆଜି କିଛି ମାତ୍ରାରେ ପୂରଣ କରିବାରେ ସଫଳ ହେଇଛନ୍ତି ମାନ୍ୟବର...
08/02/2026

#କଥା_ଦେଇ_କଥା_ରଖିଲେ_ପ୍ରଶାନ୍ତ_ଜଗଦ୍ଦେବ

ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଆଜି କିଛି ମାତ୍ରାରେ ପୂରଣ କରିବାରେ ସଫଳ ହେଇଛନ୍ତି ମାନ୍ୟବର ବିଧାୟକ ଖୋରଧା। ଟାଙ୍ଗୀ ବ୍ଲକ ଅନ୍ତର୍ଗତ କନ୍ତଳବାଇ ଗ୍ରାମ ପଞ୍ଚାୟତର ବଙ୍ଗୀୟ ବ୍ୟକ୍ତି ମାନଙ୍କର ଛଅ ଦଶକର ଦାବୀ ଆଜି ସଫଳ ହୋଇପାରିଛି।

କନ୍ତଳବାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନ୍ତଳବାଇ ଠାରେ ରହୁଥିବା ବଙ୍ଗୀୟ ଶରଣାର୍ଥୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ପଟ୍ଟା ବଣ୍ଟନ କରାଗଲା।

ଏହି ଅବସରରେ ଆମ ଗହଣରେ ମାନନୀୟା ସାଂସଦ ଶ୍ରୀମତୀ Aparajita Sarangi, ମାନ୍ୟବର ବିଧାୟକ ଖୋରଧା ଶ୍ରୀ Prasant Kumar Jagadev, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଟାଙ୍ଗୀ ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଗଣ ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।





Address

Begunia

Website

Alerts

Be the first to know and let us send you an email when I Support Prasant Kumar Jagadev posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share