31/08/2026
🇮🇳🌿 ଅଖିଳ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ–୨୦୨୬ 🌿🇮🇳
ଜନତା ହେଉଛନ୍ତି ଗଣତନ୍ତ୍ରର ଶକ୍ତି, ଜନସେବା ହେଉଛି ଆମର ସଂକଳ୍ପ।
ସ୍ଥାନୀୟ ସ୍ୱାୟତ୍ତ ଶାସନ କେବଳ ପ୍ରଶାସନର ଏକ ବ୍ୟବସ୍ଥା ନୁହେଁ, ଏହା ଜନସାଧାରଣଙ୍କ ଅଧିକାର, ଅଂଶଗ୍ରହଣ ଓ ବିକାଶର ମୂଳ ଆଧାର।
ଆଜିର ଏହି ପବିତ୍ର ଦିବସରେ ବେଲପାହାଡ଼ ପୌର ପରିଷଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ଜନସେବା ପ୍ରତି ଆମର ଦାୟିତ୍ୱ ଓ ସଂକଳ୍ପକୁ ପୁନଃ ଦୃଢ଼ କରାଗଲା।
ଜନତାଙ୍କ ସ୍ୱର • ଜନତାଙ୍କ ଅଧିକାର • ଜନତାଙ୍କ ବିକାଶ
ଆସନ୍ତୁ, ଦଳ-ମତ-ନିର୍ବିଶେଷରେ ଏକାଠି ହୋଇ ଏକ ସ୍ୱଚ୍ଛ, ସବୁଜ, ସୁନ୍ଦର ଓ ସମୃଦ୍ଧ ବେଲପାହାଡ଼ ଗଢ଼ିବା।
🙏 ସମସ୍ତଙ୍କୁ ସ୍ୱାୟତ୍ତ ଶାସନ ଦିବସ–୨୦୨୬ର ହାର୍ଦ୍ଧିକ ଶୁଭେଚ୍ଛା। 🙏
#ସ୍ୱାୟତ୍ତଶାସନଦିବସ #ଜନସେବା #ଜନଅଧିକାର #ଜନଭାଗିଦାରୀ #ଜନକଲ୍ୟାଣ #ବେଲପାହାଡ଼