R Murali Mohan Fan club

Call Directions

R Murali Mohan Fan club always for the people

ବ୍ରହ୍ମପୁର ମହାନଗର ସ୍ଥିତ କଂସାରୀ ସାହି ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କାର୍...
22/09/2026

ବ୍ରହ୍ମପୁର ମହାନଗର ସ୍ଥିତ କଂସାରୀ ସାହି ଗଣେଶ ପୂଜା କମିଟି ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ନିୟୋଜିତ କରିଥିଲୁ। ଏହି ଅବସରରେ ମୋ ସହ ସମାଜସେବୀ ଶ୍ରୀ ଅରକ୍ଷିତ ଜେନା, ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ମହାନଗର ନିଗମର ବହୁ କର୍ପୋରେଟର ଯୋଗଦାନ କରିଥିଲେ।

 #ମା_ଭଙ୍ଗେଇଶୁଣୀ_ମନ୍ଦିର_ପ୍ରତିଷ୍ଠା #ଭାବିନିପୁର_ଗ୍ରାମ_ନିକଟସ୍ଥ_ଜେନାବନ୍ଧ_ଠାରେ_ମା_ଭଙ୍ଗେଇଶୁଣୀ_ମନ୍ଦିର_ପ୍ରତିଷ୍ଠାରେ_ଯୋଗଦେବା_ଅବସରର_କ...
22/09/2026

#ମା_ଭଙ୍ଗେଇଶୁଣୀ_ମନ୍ଦିର_ପ୍ରତିଷ୍ଠା
#ଭାବିନିପୁର_ଗ୍ରାମ_ନିକଟସ୍ଥ_ଜେନାବନ୍ଧ_ଠାରେ_ମା_ଭଙ୍ଗେଇଶୁଣୀ_ମନ୍ଦିର_ପ୍ରତିଷ୍ଠାରେ_ଯୋଗଦେବା_ଅବସରର_କିଛି_ମୁହୂର୍ତ୍ତ

ବ୍ରହ୍ମପୁର ମହାନଗର ସ୍ଥିତ କେନାଲ ସାହି ଗଣେଶ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରୁଛି।ଏବଂ ଗଣପତି ବାପ୍ପାଙ୍କ ...
22/09/2026

ବ୍ରହ୍ମପୁର ମହାନଗର ସ୍ଥିତ କେନାଲ ସାହି ଗଣେଶ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରୁଛି।ଏବଂ ଗଣପତି ବାପ୍ପାଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ।


ବ୍ରହ୍ମପୁର ସ୍ବର୍ଣ୍ଣକାର ସଂଘ ପକ୍ଷରୁ ଆୟୋଜିତ ବିଶ୍ଵକର୍ମା ପୂଜାରେ ଯୋଗଦାନ କରି ବିଶ୍ୱକର୍ମାଙ୍କ ନିକଟରେ ସମସ୍ତ ସ୍ୱର୍ଣ୍ଣକାର ସଙ୍ଘ ଭାଇ ମାନ...
21/09/2026

ବ୍ରହ୍ମପୁର ସ୍ବର୍ଣ୍ଣକାର ସଂଘ ପକ୍ଷରୁ ଆୟୋଜିତ ବିଶ୍ଵକର୍ମା ପୂଜାରେ ଯୋଗଦାନ କରି ବିଶ୍ୱକର୍ମାଙ୍କ ନିକଟରେ ସମସ୍ତ ସ୍ୱର୍ଣ୍ଣକାର ସଙ୍ଘ ଭାଇ ମାନଙ୍କ ଉନ୍ନତି କାମନା ପୂଜାର୍ଚ୍ଚନା କରିଥିଲି। ଏହି ଅବସରରେ ସ୍ୱର୍ଣ୍ଣକାର ସଙ୍ଘର ନିମନ୍ତ୍ରଣ ରକ୍ଷା କରି ମୋ ଯୋଗଦାନ ସହ ମହାନଗର ନିଗମର କମିଶନର ମହୋଦୟା ଓ ବ୍ରହ୍ମପୁର ମେୟର ସହ ବହୁ କର୍ପୋରେଟର ମାନେ ପୂଜାର୍ଚ୍ଚନାରେ ଅଂଶ ଗ୍ରହଣ କରିଥିଲୁ।

ତୁଳସୀ ନଗର ସ୍ଥିତ ସୂରଜ ବିହାର ୫ମ ଲାଇନର ନିବାସୀ ବି.ଶ୍ରୀନୁ ଙ୍କ ଝିଅ ବି. କ୍ରୀତିକା ପୁଷ୍ପବତି ହେବା ଅବସରରେ ଯୋଗଦାନ କରି ଆଶୀର୍ବାଦ ପ୍ରଦା...
21/09/2026

ତୁଳସୀ ନଗର ସ୍ଥିତ ସୂରଜ ବିହାର ୫ମ ଲାଇନର ନିବାସୀ ବି.ଶ୍ରୀନୁ ଙ୍କ ଝିଅ ବି. କ୍ରୀତିକା ପୁଷ୍ପବତି ହେବା ଅବସରରେ ଯୋଗଦାନ କରି ଆଶୀର୍ବାଦ ପ୍ରଦାନ କରିଲି।

21/09/2026
ବ୍ରହ୍ମପୁର ମହାନଗର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ସାହି ଗଣେଶ ପୂଜା ମଣ୍ଡପରେ ଯୋଗଦେବା ଅବସରରେ
21/09/2026

ବ୍ରହ୍ମପୁର ମହାନଗର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ସାହି ଗଣେଶ ପୂଜା ମଣ୍ଡପରେ ଯୋଗଦେବା ଅବସରରେ

ବ୍ରହ୍ମପୁର ସହର ସ୍ଥିତ ତୁଳସୀ ନଗର ଗଣେଶ ପୂଜା କମିଟିର ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପରେ ଆଳତି ହେବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା ପା...
20/09/2026

ବ୍ରହ୍ମପୁର ସହର ସ୍ଥିତ ତୁଳସୀ ନଗର ଗଣେଶ ପୂଜା କମିଟିର ପକ୍ଷରୁ ଆୟୋଜିତ ଗଣେଶ ପୂଜା ମଣ୍ଡପରେ ଆଳତି ହେବା ସହ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲୁ କମିଟି ବୃନ୍ଦ ଓ ମହାନଗର ନିଗମର ବହୁ କର୍ପୋରେଟର ଙ୍କ ଉପସ୍ଥିତରେ। ତତସହ କମିଟି ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ପ୍ରତ୍ୟେକ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲି। କମିଟି ପକ୍ଷରୁ ଆୟୋଜିତ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ରେ ଅଞ୍ଚଳ ବାସୀ ମାନେ ବହୁ ଆନନ୍ଦ ଓ ଶାନ୍ତି ଶୃଙ୍ଖଳାରେ ପ୍ରସାଦ ସେବନ କରିଥିଲେ।

ବ୍ରହ୍ମପୁର ମହାନଗର ସ୍ଥିତ ୨୧ ନଂ ୱାର୍ଡର ଭାପୁର ବଜାର ଅନ୍ତର୍ଗତ ଧୋବା ସାହି ଗଣେଶ ପୂଜା ମଣ୍ଡପରେ ଯୋଗଦେବା ଅବସରରେ
20/09/2026

ବ୍ରହ୍ମପୁର ମହାନଗର ସ୍ଥିତ ୨୧ ନଂ ୱାର୍ଡର ଭାପୁର ବଜାର ଅନ୍ତର୍ଗତ ଧୋବା ସାହି ଗଣେଶ ପୂଜା ମଣ୍ଡପରେ ଯୋଗଦେବା ଅବସରରେ

Address

Tulsi Nagar 2nd Line
Berhampur
760001

Telephone

+918280085000

Website

Alerts

Be the first to know and let us send you an email when R Murali Mohan Fan club posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share