BJP Ganjam

Call Directions Website Contact the organization

BJP Ganjam Copyright © 2014 Bharatiya Janata Party | Privacy Policy | Sitemap All Rights Reserved Bharatiya Janata Party, Odisha.

Quater No # 4R-3/2, Unit-3, Janpath, Bhubaneswar-751001, India

ଆଜି ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲାର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ଅଧ୍ୟକ୍ଷତାରେ...
08/10/2026

ଆଜି ଭାରତୀୟ ଜନତା ପାର୍ଟି, ଗଞ୍ଜାମ ଜିଲ୍ଲାର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ରାଜ୍ଯ ସାଧାରଣ ସଂପାଦକ ସାରଦା ଶତପଥି ଏବଂ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ଜିଲ୍ଲା ର ସାଧାରଣ ସମ୍ପାଦକ ଓ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିଥିଲେ।

08/10/2026
ରାଜ୍ୟବାସୀ ଖାଇଲେ ଧୁଳି ଧୂଆଁ, ବିଜେଡି ଖାଇଲା ଲୋକଙ୍କ ଉନ୍ନତି ପାଇଁ ଆସିଥିବା ଟଙ୍କା ।
05/10/2026

ରାଜ୍ୟବାସୀ ଖାଇଲେ ଧୁଳି ଧୂଆଁ, ବିଜେଡି ଖାଇଲା ଲୋକଙ୍କ ଉନ୍ନତି ପାଇଁ ଆସିଥିବା ଟଙ୍କା ।

CAG ଅଡିଟରେ ସାମ୍ନାକୁ ଆସିଲା DMF ଅର୍ଥର ଅନିୟମିତତା । ବିଜେଡିର ଗୁମର ଖୋଲିଲା CAG ରିପୋର୍ଟ ।
02/10/2026

CAG ଅଡିଟରେ ସାମ୍ନାକୁ ଆସିଲା DMF ଅର୍ଥର ଅନିୟମିତତା । ବିଜେଡିର ଗୁମର ଖୋଲିଲା CAG ରିପୋର୍ଟ ।

The moment dead, duplicate and ineligible names start disappearing from the voter list, the opposition suddenly discover...
02/10/2026

The moment dead, duplicate and ineligible names start disappearing from the voter list, the opposition suddenly discovers "democracy is in danger." Coincidence?

02/10/2026
ସ୍ୱାଧୀନତା ଆନ୍ଦୋଳନର ପୁରୋଧା ତଥା ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
02/10/2026

ସ୍ୱାଧୀନତା ଆନ୍ଦୋଳନର ପୁରୋଧା ତଥା ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
02/10/2026

ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।

Address

Berhampur

Opening Hours

9am - 5pm

Telephone

+917539854474

Alerts

Be the first to know and let us send you an email when BJP Ganjam posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to BJP Ganjam:

Shortcuts

Share