Brahmapur Municipal Corporation

Call Directions Website Contact the organization

Brahmapur Municipal Corporation Hello Everyone! It's official page of BeMC Brahmapur.

30/08/2026

#ସ୍ୱାୟତଶାସନଦିବସ

30/08/2026

#ସ୍ୱାୟତଶାସନଦିବସ

         #ସ୍ୱାୟତଶାସନଦିବସ
29/08/2026

#ସ୍ୱାୟତଶାସନଦିବସ

          #ସ୍ୱାୟତଶାସନଦିବସ
29/08/2026

#ସ୍ୱାୟତଶାସନଦିବସ

Water saved today is life secured tomorrow. Install rainwater harvesting systems, keep water bodies clean, and be a part...
11/07/2026

Water saved today is life secured tomorrow. Install rainwater harvesting systems, keep water bodies clean, and be a part of the movement. 💧🌍

ଘରୁ ହିଁ ସଠିକ୍ ଭାବେ ୪ ପ୍ରକାର ବର୍ଜ୍ୟବସ୍ତୁ ପୃଥକ କରନ୍ତୁ; ଆମ ସହରକୁ ସ୍ୱଚ୍ଛ, ସୁସ୍ଥ ଭାବେ ଗଢ଼ିବାରେ ସହଭାଗୀ ହୁଅନ୍ତୁ!District Admini...
29/06/2026

ଘରୁ ହିଁ ସଠିକ୍ ଭାବେ ୪ ପ୍ରକାର ବର୍ଜ୍ୟବସ୍ତୁ ପୃଥକ କରନ୍ତୁ; ଆମ ସହରକୁ ସ୍ୱଚ୍ଛ, ସୁସ୍ଥ ଭାବେ ଗଢ଼ିବାରେ ସହଭାଗୀ ହୁଅନ୍ତୁ!
District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ – ମିଶନ ଜିରୋ ପ୍ଲାଷ୍ଟିକ ଆଜି ୩୩ ନଂ ୱାର୍ଡର କମାପଲ୍ଲୀ ମାର୍କେଟ ଠାରେ ଏକ ବ୍ୟାପକ ସଫେଇ ଅଭିଯାନ ଓ ସଚେତନତା କାର...
23/06/2026

ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ – ମିଶନ ଜିରୋ ପ୍ଲାଷ୍ଟିକ
ଆଜି ୩୩ ନଂ ୱାର୍ଡର କମାପଲ୍ଲୀ ମାର୍କେଟ ଠାରେ ଏକ ବ୍ୟାପକ ସଫେଇ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅଭିଯାନରେ ଜନସାଧାରଣଙ୍କୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ ବ୍ୟବହାର ନ କରି କପଡ଼ା କିମ୍ବା ପୁନଃବ୍ୟବହାରଯୋଗ୍ୟ ବ୍ୟାଗ ବ୍ୟବହାର କରିବାକୁ ସଚେତନ କରାଯାଇଥିଲା। ଏହା ସହ ସ୍ୱଚ୍ଛତା ଓ ପ୍ଲାଷ୍ଟିକମୁକ୍ତ ପରିବେଶ ଗଠନ ପାଇଁ ସମସ୍ତଙ୍କୁ ସ୍ୱଚ୍ଛତା ଶପଥ ମଧ୍ୟ ପାଠ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ମାନ୍ୟବର ମେୟର, ମାନ୍ୟବର ସାଂସଦଙ୍କ ପ୍ରତିନିଧି, କମିଶନର,ଉପ କମିଶନର (ସାନିଟେସନ୍), SHG ସଦସ୍ୟା, ସାନିଟେସନ୍ ଇନ୍ସପେକ୍ଟର, ସାନିଟେସନ୍ ଏକ୍ସପର୍ଟ, କମ୍ୟୁନିଟି ଅର୍ଗାନାଇଜର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟେସନ୍ କର୍ମଚାରୀ ଏବଂ ବହୁ ସଂଖ୍ୟକ ସାଧାରଣ ଜନସାଧାରଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ଆସନ୍ତୁ, ସମସ୍ତେ ମିଶି "ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ – ମିଶନ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି"କୁ ସଫଳ କରି ଏକ ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକମୁକ୍ତ ଗଞ୍ଜାମ ଗଢ଼ିବା #ଆମଗଞ୍ଜାମସ୍ୱଚ୍ଛଗଞ୍ଜାମ
District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ଅଳିଆ ପକାଇବାର ସଠିକ୍ ସ୍ଥାନ ଡଷ୍ଟବିନ୍, ନାଳ-ନର୍ଦ୍ଦମା ନୁହେଁ; ଆସନ୍ତୁ ସଚେତନ ହେବା ସହ ସହରକୁ ସ୍ୱଚ୍ଛ ରଖିବା!      District Administra...
20/06/2026

ଅଳିଆ ପକାଇବାର ସଠିକ୍ ସ୍ଥାନ ଡଷ୍ଟବିନ୍, ନାଳ-ନର୍ଦ୍ଦମା ନୁହେଁ; ଆସନ୍ତୁ ସଚେତନ ହେବା ସହ ସହରକୁ ସ୍ୱଚ୍ଛ ରଖିବା!

District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

ସେପ୍ଟିକ୍ ଟାଙ୍କି ସଫେଇରେ ନିୟୋଜିତ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ଯାନ୍ତ୍ରିକ ଉପାୟରେ ସଫେଇ ସୁନିଶ୍ଚିତ କରିବା ନିମନ୍ତେ କେବଳ B...
18/06/2026

ସେପ୍ଟିକ୍ ଟାଙ୍କି ସଫେଇରେ ନିୟୋଜିତ ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ଯାନ୍ତ୍ରିକ ଉପାୟରେ ସଫେଇ ସୁନିଶ୍ଚିତ କରିବା ନିମନ୍ତେ କେବଳ BeMC ସେସ୍‌ପୁଲ୍ ଗାଡ଼ିର ସହାୟତାରେ ହିଁ ସଫେଇ କରନ୍ତୁ।

🔗 ମତାମତ ଲିଙ୍କ୍: https://cf.sbmurban.org/


District Administration, Ganjam Housing & Urban Development Department, Govt. of Odisha Ministry of Housing and Urban Affairs Swachh Bharat Mission - Urban Swachh Survekshan

Address

Berhampur, Odisha
Berhampur
760002

Alerts

Be the first to know and let us send you an email when Brahmapur Municipal Corporation posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Brahmapur Municipal Corporation:

Shortcuts

Share