26/02/2026
ଆଜି କଲେଇ ଗ୍ରାମପଞ୍ଚାୟତ #ସୁନ୍ଦରଗଢିଆ ଗ୍ରାମର #ପିତାମ୍ବର ମହାରଣା ଙ୍କ ଅଷ୍ଟପ୍ରହର ନାମ ଯଜ୍ଞ ରେ ଯୋଗଦେଲେ ଯୁବନେତା #ସୁନୀଲ କୁମାର ଲେଙ୍କା ( #ବଟୁ ଭାଇ), ଯୁବ ସମାଜସେବୀ #ମହେନ୍ଦ୍ର କୁମାର ମଲିକ ( #ମୁନା ଭାଇ)🙏
Contact information, map and directions, contact form, opening hours, services, ratings, photos, videos and announcements from BATU BHAI FAN CLUB, Social service, Bhadrak.
26/02/2026
ଆଜି କଲେଇ ଗ୍ରାମପଞ୍ଚାୟତ #ସୁନ୍ଦରଗଢିଆ ଗ୍ରାମର #ପିତାମ୍ବର ମହାରଣା ଙ୍କ ଅଷ୍ଟପ୍ରହର ନାମ ଯଜ୍ଞ ରେ ଯୋଗଦେଲେ ଯୁବନେତା #ସୁନୀଲ କୁମାର ଲେଙ୍କା ( #ବଟୁ ଭାଇ), ଯୁବ ସମାଜସେବୀ #ମହେନ୍ଦ୍ର କୁମାର ମଲିକ ( #ମୁନା ଭାଇ)🙏
15/02/2026
ପବିତ୍ର ମହାଶିବରାତ୍ରୀ ର ଶୁଭ ଅବସରରେ କଲେଇ ଗ୍ରାମପଞ୍ଚାୟତର ବଳାଜିତପଡା ଗ୍ରାମର ମହାଦେବଙ୍କ ଚରଣେ ଶ୍ରଦ୍ଧା ଓ ସମର୍ପଣ ଭାବରେ ପୂଜାର୍ଚ୍ଚନା କଲେ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁଭାଇ)
ହର ହର ମହାଦେବ! 🙏
12/02/2026
#ଗତ କାଲି ରାତି ରେ କଲେଇ ଗ୍ରାମପଞ୍ଚାୟତର #ଚୁନିଦା ଗ୍ରାମର #ଅଜୟ କୁମାର ଜେନା ଙ୍କ ମାତା ଙ୍କ ଦେହାନ୍ତ ଖବର ପାଇ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁଭାଇ), ସମାଜସେବୀ #ଦୀପକ କୁମାର ନାୟକ ଶେଷ ଦର୍ଶନ କରି ପବିତ୍ର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି🙏
07/02/2026
ଆମ ପ୍ରିୟ ନେତା #ବଟୁଭାଇ ଙ୍କ ଜନ୍ମଦିନରେ ଅନେକ ସାରା ଅଭିନନ୍ଦନ ଆଗାମୀ ଦିନରେ ତୁମ ଚଲାପଥ କୁସୁମିତ ହଉ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା ❤️❤️❤️💐💐💐
29/01/2026
ଆଜି କଲେଇ ଗ୍ରାମପଞ୍ଚାୟତ ଅଣସରପୁର ଗ୍ରାମ ର ସ୍ୱର୍ଗତ #ଶ୍ରୀମତୀ ଇଚ୍ଛାବତୀ ମଲିକ ଙ୍କ ଏକାଦଶାହ କ୍ରିୟା ରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କଲେ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁ ଭାଇ), ଯୁବ ସମାଜସେବୀ #ମହେନ୍ଦ୍ର କୁମାର ମଲିକ ( #ମୁନା ଭାଇ)
26/01/2026
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ କଲେଇ ଗ୍ରାମପଂଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଲେଙ୍କା ସ୍ମୃତି କମିଟି ତରଫ ରୁ ସମସ୍ତ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ🇮🇳🇮🇳🇮🇳🎉🎉👏🙏
18/01/2026
#ଆଜି କଲେଇ ଗ୍ରାମପଞ୍ଚାୟତର #ବଳାଜିତପଡ଼ା ଗ୍ରାମର ସ୍ବର୍ଗତ #ମାଗୁଣି ଚରଣ ଲେଙ୍କା ଙ୍କ ଦେହାନ୍ତ ଖବର ପାଇ ଯୁବନେତା #ସୁନୀଲ କୁମାର ଲେଙ୍କା( #ବଟୁ ଭାଇ)ଶେଷ ଦର୍ଶନ କରି ପବିତ୍ର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି!🙏🙏🙏
09/01/2026
ଆମର ପ୍ରିୟ ନେତା ବଟୁ ଭାଇ ନା ଅଛି କୌଣସି ପଦ ର ଲାଳସା, ନା ଅଛି ରାଜନୀତିରୁ ରୋଜଗାର କରି ଚଳିବା, ନା କୌଣସି ଦୁର୍ନୀତି ର ଦାଗ Reels Life ରେ ନୁହେଁ Real life ରେ Hero ଆମ ବଟୁ ଭାଇ ଜିନ୍ଦାବାଦ 👍👍👍
ନୀର କକା ଶ୍ରଦ୍ଧାଞ୍ଜଳି ସଭା 🙏🙏🙏💐💐💐
29/12/2025
ଆଜି ବିଷ୍ଣୁପୁର ବିନ୍ଧା ଗ୍ରାମପଞ୍ଚାୟତ ଅନନ୍ତପୁର ଗ୍ରାମର ସମାଜସେବୀ ସ୍ୱର୍ଗତ ନାରାୟଣ ଚନ୍ଦ୍ର ରାଉତ ଙ୍କ ଏକାଦଶାହ କ୍ରିୟା ରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କଲେ ଯୁବନେତା ସୁନୀଲ କୁମାର ଲେଙ୍କା (ବଟୁ ଭାଇ)
20/12/2025
କଲେଇ ଗ୍ରାମପଞ୍ଚାୟତ ର ବଳାଜିତପଡା ଗ୍ରାମର ବିଜେପିର ଯୁବନେତା #ସୁନୀଲ_କୁମାର_ଲେଙ୍କା ଙ୍କ ପିତା ତଥା ପୂର୍ବତନ ସରପଞ୍ଚ ସ୍ବର୍ଗତ #ନାରାୟଣ_ଚନ୍ଦ୍ର_ଲେଙ୍କା ଙ୍କ ଶ୍ରାଦ୍ଧ ବାର୍ଷିକ ରେ ଭାରତୀୟ ଜନତା ପାର୍ଟିର ସାତଭଉଣୀ ମଣ୍ଡଳ ସଭାପତି Sitaram Prasad ଏବଂ କଲେଇ ଗ୍ରାମପଞ୍ଚାୟତ ର ସରପଞ୍ଚ #ନିରଞ୍ଜନ ମଳିକ ଏବଂ କଲେଇ ଗ୍ରାମପଞ୍ଚାୟତ ର ସହପ୍ରମୁଖ #ଦୀପକ_କୁମାର_ନାୟକ ଓ ଯୁବନେତା Tapas Kumar Ray ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ 🙏