Chhatrapati Sena Odisha - CSO

Chhatrapati Sena Odisha - CSO

Share

Chhatrapati sena Odisha is a complete social service organization which don't includes any type of political activity. GOVT.REGD no-3983/2020

Photos from Chhatrapati Sena Odisha - CSO's post 01/07/2024

Dt-30-05-2024, (RDS) ଆର.ଡି.ଏସ ସ୍କୁଲ ତରଫରୁ ଛତ୍ରପତି ସେନା ଓଡିଶା ପରିବାର କୁ ସମ୍ମାନୀତ କରିଥିବାରୁ ତାଙ୍କୁ ଆମ ତରଫରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ।

#ଛତ୍ରପତି_ସେନା_ଓଡିଶା #ଆପଣଙ୍କର_ସଂଘର୍ଷମୟ_ଜୀବନର_ସାଥିଟିଏ

14/06/2024

ପହିଲି ରଜ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ

14/06/2024

ରକ୍ତ ଦାନ, ଜୀବନ ଦାନ। ଲୋକଙ୍କ ବହୁମୂଲ୍ୟ ଜୀବନ ରକ୍ଷା ପାଇଁ ରକ୍ତଦାନ ମାନବୀୟ କାର୍ଯ୍ୟର ମହନୀୟ ଉଦାହରଣ। ବିଶ୍ୱ ରକ୍ତଦାତା ଦିବସରେ ଆସନ୍ତୁ ନିୟମିତ ରକ୍ତଦାନର ବାର୍ତ୍ତାକୁ ଆହୁରି ବ୍ୟାପକ କରିବା। ରକ୍ତଦାତାଙ୍କ ମହତ କାର୍ଯ୍ୟକୁ ସମ୍ମାନ ଜଣାଇବା, ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବା।

06/06/2023

ଅଶେଷ ଅଶେଷ ଧନ୍ୟବାଦ୍ ଆମର ପ୍ରିୟ Chhatrapati Sena Odisha - CSO ସଭାପତି ରଶ୍ମୀ ଭାଇଙ୍କୁ ବାହାନଗା ଟ୍ରେନ ଦୁର୍ଘଟଣା ଜାଣିବା ପରେ ଭଦ୍ରକ ମେଡିକାଲ୍ ବ୍ଲଡ଼ ବ୍ୟବସ୍ଥା କରାଇବାରେ ଜଣେ ସୈନିକ ଭାବେ ନିୟୋଜିତ କରିଥିଲେ ।

Photos from Chhatrapati Sena Odisha - CSO's post 06/06/2023

ଧନ୍ୟବାଦ୍ ର ପାତ୍ର ବାଲେଶ୍ୱର ମଇତାପୂର୍ ନିବାସୀ ଛତ୍ରପତି ସେନା ଓଡିଶାର Chhatrapati Sena Odisha - CSO ନୂତନ ସଦସ୍ୟ ଆମ ପ୍ରିୟ ଅକ୍ଷୟ ଭାଈ। ଶାରୀରିକ ଅକ୍ଷମ ହୋଈ ମଧ୍ୟ ମଇତାପୁର ରୁ ସୋର୍ ମେଡିକାଲ୍ ଯାଈ। ବାହାନଗା ଟ୍ରେନ ଦୁର୍ଘଟଣାଗସ୍ତ ଯାତ୍ରା ଙ୍କୁ ପଟି ଠୁଁ ବେଣ୍ଡେଜ କରିବା ସହ ନିଜ ସକ୍ଷମ ଅନୁଯାୟୀ ସମସ୍ତ ସାହାଯ୍ୟ କରିଥିଲେ ।
ସବୁବେଳେ ନିଜ ସାମାଜିକ କାର୍ଯ୍ୟ ପାଇଁ ଖାଲି ମଇତାପୂର କି ସିମୁଳିଆ ଅଞ୍ଚଳରେ ନୁହେଁ ଭଦ୍ରକ ବାଲେଶ୍ଵର ସବୁବେଳେ ପ୍ରଶଂସା ର ପାତ୍ର ହୋଇଛନ୍ତି ଅକ୍ଷୟ ଭାଈ।

Photos from Chhatrapati Sena Odisha - CSO's post 22/09/2022

ଛତ୍ରପତି ସେନା ଓଡ଼ିଶାର ସାଧାରଣ ସମ୍ପlଦକ ଦେବାଶିଷ ମହାପାତ୍ର - ଦେବାଙ୍କୁ ପୁରା CSO ପରିବାର ତରଫରୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ । ଜୟ ଭବାନୀ ...ଜୟ ଶିବାଜୀ

15/09/2022

ଆଜି ଭଦ୍ରକ ପାଢ଼ୀ କ୍ଲିନିକ୍ ରେ ଜଣେ ମହିଳା ଙ୍କୁ AB+ blood ଦରକାର ଥିଲା। ଖବର ପାଇଲା ପରେ ଆମ ସଂଗଠନ ର ୨ ଜଣ କାର୍ଯ୍ୟକର୍ତ୍ତା ୨ ୟୁନିଟ blood ଦେଇଥିଲେ।

#ଛତ୍ରପତି_ସେନା_ଓଡିଶା #ଆପଣଙ୍କର_ସଂଘର୍ଷମୟ_ଜୀବନର_ସାଥିଟିଏ

09/07/2022

ହୃଦାନନ୍ଦ କନ୍ଦମ ନିଖିଲ ଜଗତପତି ଅଖିଲ ସୁନ୍ଦରମ, ନୀଳାଦ୍ରି ନାଥୋ ପରମ ବ୍ରହ୍ମ ପରମଂ, ଶ୍ରୀ ଜଗନ୍ନାଥ ନମସ୍ତୁତେ।

ପବିତ୍ର ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ଅବସରରେ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଚତୁର୍ଦ୍ଧାମୂର୍ତ୍ତିଙ୍କ କୃପା ସମସ୍ତଙ୍କ ଉପରେ ରହୁ ଏତିକି ଆମର କାମନା ।


01/07/2022

ଜଗା ଆସିଛି ବୋଲି...
ଭାବର ବଡଦାଣ୍ଡେ ଏକାକାର ହୋଇଛି ଭକ୍ତ- ଭଗବାନ। ଜନ ସମୁଦ୍ରରେ ମାଡିଛି ଭକ୍ତିର ଜୁଆର...
ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ

Want your business to be the top-listed Government Service in Bhadrak?

Click here to claim your Sponsored Listing.

Location

Category

Website

Address


Bhadrak
756100