Rajashree Swain

Directions

Rajashree Swain Contact information, map and directions, contact form, opening hours, services, ratings, photos, videos and announcements from Rajashree Swain, Social service, Bhadrak.

05/02/2026

Celebrating my 4th year on Facebook. Thank you for your continuing support. I could never have made it without you. 🙏🤗🎉

Shout out to my newest followers! Excited to have you onboard! Sasmita Behera, Bijayalaxmi Dass, Sk Sarfaraj, Er Soumyar...
05/02/2026

Shout out to my newest followers! Excited to have you onboard! Sasmita Behera, Bijayalaxmi Dass, Sk Sarfaraj, Er Soumyaranjan Rout, Guddy Samal, Smruti Behera, Manas Panigrahy

ଆପଣମାନେ ଦେଇଥିବା ଭଲପାଇବା ଓ ସମର୍ଥନ ନିକଟରେ ମୁଁ ସବୁବେଳେ ଋଣୀ।ନିର୍ବାଚନରେ ଜିତିବା, ହାରିବା ଗୋଟେ ପ୍ରକ୍ରିୟା। ଆଗାମୀ ଦିନରେ ଏ ସମ୍ପର୍କ ...
28/02/2022

ଆପଣମାନେ ଦେଇଥିବା ଭଲପାଇବା ଓ ସମର୍ଥନ ନିକଟରେ ମୁଁ ସବୁବେଳେ ଋଣୀ।

ନିର୍ବାଚନରେ ଜିତିବା, ହାରିବା ଗୋଟେ ପ୍ରକ୍ରିୟା। ଆଗାମୀ ଦିନରେ ଏ ସମ୍ପର୍କ ଆହୁରି ନିବିଡ଼ ହେବ। ଆପଣମାନଙ୍କ ହକ୍ ଓ ଅଧିକାରର ଲଢେଇ ଆହୁରି ଜୋରଦାର ହେବ।

ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ। ଆପଣଙ୍କ ହକ୍ ଓ ଅଧିକାର ପାଇଁ ଭୋଟ୍ ଦିଅନ୍ତୁ, ପରିବର୍ତ୍ତନ ପାଇଁ ଭୋଟ୍ ଦିଅନ୍ତୁନିଜେ ଭୋ...
16/02/2022

ଗଣତନ୍ତ୍ରର ଏହି ମହାପର୍ବରେ ସମସ୍ତେ ସାମିଲ ହୁଅନ୍ତୁ। ଆପଣଙ୍କ ହକ୍ ଓ ଅଧିକାର ପାଇଁ ଭୋଟ୍ ଦିଅନ୍ତୁ, ପରିବର୍ତ୍ତନ ପାଇଁ ଭୋଟ୍ ଦିଅନ୍ତୁ

ନିଜେ ଭୋଟ୍ ଦିଅନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଭୋଟ୍ ଦେବା ପାଇଁ କୁହନ୍ତୁ 🙏

କଥା ଆମ ପଞ୍ଚାୟତର, କଥା ଆମ ଭବିଷ୍ୟତର। ଆଜି ସନ୍ଧ୍ୟା ୫.୧୫ ମିନିଟରେ ଫେସବୁକ୍ ଲାଇଭ୍
14/02/2022

କଥା ଆମ ପଞ୍ଚାୟତର, କଥା ଆମ ଭବିଷ୍ୟତର। ଆଜି ସନ୍ଧ୍ୟା ୫.୧୫ ମିନିଟରେ ଫେସବୁକ୍ ଲାଇଭ୍

ପରିବର୍ତ୍ତନରୁ ହିଁ ସମ୍ଭବ ହେବ ଆପଣଙ୍କର ଉନ୍ନତି, ସମୃଦ୍ଧି ଓ ବିକାଶ..ମୋତେ ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ 'ଖୋଲା ବହି 📖' ଓ...
14/02/2022

ପରିବର୍ତ୍ତନରୁ ହିଁ ସମ୍ଭବ ହେବ ଆପଣଙ୍କର ଉନ୍ନତି, ସମୃଦ୍ଧି ଓ ବିକାଶ..

ମୋତେ ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

ଆମ ପଞ୍ଚାୟତର ଗୁରୁଜନ ଓ ବୟସ୍କଙ୍କଠୁ ଆଶୀର୍ବାଦ ନେବା ଅବସରରେ.. ଆପଣମାନଙ୍କ ଭଲପାଇବାକୁ କେବେ ଭୁଲିବି ନାହିଁ।ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍...
13/02/2022

ଆମ ପଞ୍ଚାୟତର ଗୁରୁଜନ ଓ ବୟସ୍କଙ୍କଠୁ ଆଶୀର୍ବାଦ ନେବା ଅବସରରେ.. ଆପଣମାନଙ୍କ ଭଲପାଇବାକୁ କେବେ ଭୁଲିବି ନାହିଁ।

ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

ଆମେ ଗଢିବା ଆମ ବହୁଦରଡ଼ା ପଞ୍ଚାୟତ। ସମସ୍ତଙ୍କୁ ସାଥିରେ ନେଇ ହେବ ଆମ ପଞ୍ଚାୟତର ବିକାଶ।ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ ...
13/02/2022

ଆମେ ଗଢିବା ଆମ ବହୁଦରଡ଼ା ପଞ୍ଚାୟତ। ସମସ୍ତଙ୍କୁ ସାଥିରେ ନେଇ ହେବ ଆମ ପଞ୍ଚାୟତର ବିକାଶ।

ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

ସମସ୍ତଙ୍କୁ ସମ୍ମାନ, ସମସ୍ତଙ୍କୁ ସମାନ ଅଧିକାର - ଆମ ସଙ୍କଳ୍ପ ✊ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି...
11/02/2022

ସମସ୍ତଙ୍କୁ ସମ୍ମାନ, ସମସ୍ତଙ୍କୁ ସମାନ ଅଧିକାର - ଆମ ସଙ୍କଳ୍ପ ✊

ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

ଆମେ ଅଛୁ ଆପଣଙ୍କ ସହ ଓ ଆପଣଙ୍କ ସାଥିରେ..ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀ...
10/02/2022

ଆମେ ଅଛୁ ଆପଣଙ୍କ ସହ ଓ ଆପଣଙ୍କ ସାଥିରେ..

ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

ନା' ଆମ ପଞ୍ଚାୟତରେ ସରକାରୀ ସୁବିଧାରେ ହେବ ପାତରଅନ୍ତର, ନା ହେବ ହୀନ ରାଜନୀତି। ଆପଣମାନଙ୍କ ଆଶୀର୍ବାଦରେ ବଦଳିବ ଆମ ପଞ୍ଚାୟତର ଭବିଷ୍ୟତ। 🙏 ବହ...
09/02/2022

ନା' ଆମ ପଞ୍ଚାୟତରେ ସରକାରୀ ସୁବିଧାରେ ହେବ ପାତରଅନ୍ତର, ନା ହେବ ହୀନ ରାଜନୀତି। ଆପଣମାନଙ୍କ ଆଶୀର୍ବାଦରେ ବଦଳିବ ଆମ ପଞ୍ଚାୟତର ଭବିଷ୍ୟତ। 🙏

ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

ପଞ୍ଚାୟତରେ ଆଉ ରାଜନୀତି ନୁହେଁ, ଆପଣମାନଙ୍କ ଆଶୀର୍ବାଦରେ କାମ କରିବ ଲୋକଙ୍କ ନୀତି 🙏ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋ...
09/02/2022

ପଞ୍ଚାୟତରେ ଆଉ ରାଜନୀତି ନୁହେଁ, ଆପଣମାନଙ୍କ ଆଶୀର୍ବାଦରେ କାମ କରିବ ଲୋକଙ୍କ ନୀତି 🙏

ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଭାବେ ମୋତେ 'ଖୋଲା ବହି 📖' ଓ ସମିତି ସଭ୍ୟ ପ୍ରାର୍ଥୀ ରଜନୀକାନ୍ତ ଦାସ (କହ୍ନେଇ)ଙ୍କୁ 'ଷ୍ଟୁଲ୍🪑' ଚିହ୍ନରେ ଭୋଟ୍ ଦେଇ ଆଶୀର୍ବାଦ କରନ୍ତୁ। 🙏

Address

Bhadrak
756112

Website

Alerts

Be the first to know and let us send you an email when Rajashree Swain posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category