ସ୍ୱାଭିମାନୀ ଭଣ୍ଡାରିପୋଖରୀ

ସ୍ୱାଭିମାନୀ ଭଣ୍ଡାରିପୋଖରୀ

Share

ସଂକଳ୍ପ ଭଣ୍ଡାରିପୋଖରୀ ବିକାଶ

12/04/2026

🚀 ଆନ୍ତର୍ଜାତୀୟ ମାନବ ଅନ୍ତରିକ୍ଷ ଉଡାଣ ଦିବସର ଅଭିନନ୍ଦନ! 🌌
ଆଜିର ଦିନ ମାନବଜାତିର ସାହସ, ସ୍ୱପ୍ନ ଓ ବିଜ୍ଞାନର ବିଜୟର ପ୍ରତୀକ ✨
ପୃଥିବୀର ସୀମା ଛାଡି ଅନ୍ତରିକ୍ଷକୁ ପହଞ୍ଚିବା—ଏକ ଅସାଧାରଣ ସଫଳତା 🚀
🌍 ଆସନ୍ତୁ, ଆମେ ମଧ୍ୟ ବଡ଼ ସ୍ୱପ୍ନ ଦେଖିବା
💡 ନୂତନ ଆବିଷ୍କାର ପାଇଁ ପ୍ରେରଣା ନିଅବା
🚀 ଏବଂ ଆଗକୁ ବଢ଼ିବାର ଆତ୍ମବିଶ୍ୱାସ ଗଢ଼ିବା
“ସ୍ୱପ୍ନ ଯେତେ ବଡ଼, ସଫଳତା ସେତେ ଉଚ୍ଚ!” ✨
🚀

11/04/2026

🎉 ଶୁଭ ଜନ୍ମଦିନ ସଞ୍ଜୀବ ମଲ୍ଲିକ ସାର୍
🙏 ଭଣ୍ଡାରିପୋଖରୀର ଲୋକମାନଙ୍କ ପକ୍ଷରୁ ଅନେକ ଶୁଭେଚ୍ଛା

31/01/2026

ନାମସ୍କାର
ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଭିଙ୍କ ଅବଗତି ନିମନ୍ତେ ଜଣାଇ ଦେବାକୁ ଚାହୁଁ କି ବିଜୁ ଜନତା ଦଳ ତଥା (ବିଜେଡ଼ି) ଭଣ୍ଡାରିପୋଖରୀ କୁ ବଦନାମ କରିବା ପାଇଁ କିଛି କୁଚକ୍ରୀ ଓ ଖଳ ପ୍ରକୃତିର ଲୋକ ଫେକ୍ (ଆଇ.ଡି) କରି ଏହି ପରି ଉପସ୍ଥାପନା କରି ଏକ ବିଭ୍ରାନ୍ତିକର ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିବା ପାଇଁ ଯୋଜନା କରୁଛନ୍ତି (ଭଣ୍ଡାରିପୋଖରୀ ବିଜେଡ଼ି) ର ସମସ୍ତ ସାମାଜିକ ଗଣମାଧ୍ୟମ ର କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କି ଏହି ପରି ଫେକ୍ ଉପସ୍ଥାପନା ଠାରୁ ଦୂରରେ ରୁହନ୍ତୁ...ଯେତେ ପାରିବେ ସମସ୍ତେ ଏହି (ଆଇ.ଡି) କୁ ରିପୋର୍ଟ ମାରନ୍ତୁ..!!

08/10/2025

🌹 ଶ୍ରଦ୍ଧାଞ୍ଜଳି ଜଣାଉଛୁଁ ଏକ ମହାନ ଆତ୍ମାଙ୍କୁ 🌹

ଆଜି ଆମେ ସ୍ମରଣ କରୁଛୁଁ ମାନସ ରଞ୍ଜନ ମଲ୍ଲିକଙ୍କୁ — ଜଣେ ଦୃଷ୍ଟିଶାଳୀ, ସହଯୋଗୀ ଏବଂ ମାନବତାପରାୟଣ ବ୍ୟକ୍ତିତ୍ୱ।
ତାଙ୍କ ଜୀବନ ଥିଲା ସେବା, ସମର୍ପଣ ଓ ପ୍ରେରଣାର ଉଦାହରଣ।

ତାଙ୍କ ସ୍ମୃତି ଓ ଆଦର୍ଶ ସଦା ଆମ ହୃଦୟରେ ଅବିଚଳ ରହିବ।
ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। 🙏

26/06/2025
Photos from ସ୍ୱାଭିମାନୀ ଭଣ୍ଡାରିପୋଖରୀ's post 22/06/2025

ଓଡ଼ିଶାବାସୀଙ୍କ ପ୍ରିୟ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ଶ୍ରୀଯୁକ୍ତ Naveen Patnaik ଙ୍କ ଆଶୁ ଆରୋଗ୍ୟ କାମନା କରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଧାୟକ Sanjib Kumar Mallick ଙ୍କ ନେତୃତ୍ବରେ ବ୍ଲକ ଛକ ଶନି ଦେବଙ୍କ ମନ୍ଦୀର ଠାରେ ସମୂହ ଦୀପଦାନ ସହିତ ପୂଜା ଅର୍ଚ୍ଚନା କରାଯାଇଛି।
Biju Janata Dal Odisha

22/06/2025

ମହାପ୍ରଭୁ ମୋ ନେତାଙ୍କୁ ସୁସ୍ଥ କରିଦୀୟନ୍ତୁ 👏

01/05/2025

ଶ୍ରମିକ ମାନେ ହେଉଛନ୍ତି ଦେଶର ଶକ୍ତି,ବିକାଶର ମେରୁଦଣ୍ଡ ସେମାନଙ୍କ ତ୍ୟାଗ ଓ ପରିଶ୍ରମ ଅମୂଲ୍ୟ ଶ୍ରମିକ ଭାଇ,ଭଉଣୀ ମାନଙ୍କ ସୁରକ୍ଷା ଓ ସ୍ବାର୍ଥ କୁ ନଜରରେ ରଖି ବିଜୁ ଜନତା ଦଳର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଅନେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯାଇଛି ଏହି ଧାରାକୁ ମଜଭୁତ କରିବା ସହ ଆସନ୍ତୁ ଶ୍ରମିକମାନଙ୍କ ସୁରକ୍ଷା ଉନ୍ନତି କୁ ସୁନିଶ୍ଚିତ କରିବା ପାଇଁ ପାଦେ ଆଗେଇବା...ସମସ୍ତ ଶ୍ରମିକ ବନ୍ଧୁ ମାନଙ୍କୁ ଶ୍ରମିକ ଦିବସରେ ଶୁଭେଚ୍ଛା ଓ ଅଭିନନ୍ଦନ...!!
ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ, ବିଧାୟକ, ଭଣ୍ଡାରିପୋଖରୀ...!!

31/03/2025

Sanjib Kumar Mallick

29/03/2025

ବିଧାନସଭାରେ ଭଣ୍ଡାରିପୋଖରୀ ର ସ୍ୱୋର♥️👀♥️

Want your business to be the top-listed Government Service in Bhadrak?

Click here to claim your Sponsored Listing.

Location

Category

Telephone

Website

Address


Jagannathpur, Newcolony
Bhadrak
756100