24/10/2024
ବାତ୍ୟା ଦାନା ଦ୍ବାରା ପ୍ରଭାବିତ ଧାମରା ଅଞ୍ଚଳର ଜନସାଧାରଣଙ୍କୁ ଆମ୍ ଆଦ୍ମୀ ପାର୍ଟି ତରଫରୁ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ୍ ପାଣିଗ୍ରାହୀଙ୍କ ନେତୃତ୍ତ୍ୱରେ ବିତରଣ କରିବାକୁ ଥିବା ଶୁଖିଲା ଖାଦ୍ୟକୁ ପ୍ରସ୍ତୁତ କରାଗଲା।
Official Aam Aadmi Party, Bhadrak district Page. AAP Bhadrak is a political wing of the Aam Aadmi Pa
24/10/2024
ବାତ୍ୟା ଦାନା ଦ୍ବାରା ପ୍ରଭାବିତ ଧାମରା ଅଞ୍ଚଳର ଜନସାଧାରଣଙ୍କୁ ଆମ୍ ଆଦ୍ମୀ ପାର୍ଟି ତରଫରୁ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ୍ ପାଣିଗ୍ରାହୀଙ୍କ ନେତୃତ୍ତ୍ୱରେ ବିତରଣ କରିବାକୁ ଥିବା ଶୁଖିଲା ଖାଦ୍ୟକୁ ପ୍ରସ୍ତୁତ କରାଗଲା।
24/10/2024
ପଞ୍ଜାବର AAP ସରକାର ଆଣିଲେ ପଞ୍ଜାବର ଶିକ୍ଷା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ‼️🔥
30/08/2024
“ମୁଁ ସଚ୍ଚୋଟ ରାଜନୀତି କରିବାକୁ ଆସିଥିଲି ଏବଂ ଆଜି ମଧ୍ଯ ସଚ୍ଚୋଟ ରାଜନୀତି କରୁଛି । ମୁଁ BJP ର ଆଖିରେ ଆଖି ମିଶାଇ କହିବି, ଖୋଜିକି ବାହାର କର ଯଦି ମୁଁ ଗୋଟିଏ ଟଙ୍କା ମଧ୍ୟ ଭ୍ରଷ୍ଟାଚାର କରିଛି ।”
#मनीष_सिसोदिया_आ_गये
06/07/2024
Happy Rathyatra
29/05/2024
ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଏବଂ ରୋଜଗାର ର ରାଜନୀତିକୁ ସଫଳ କରିବା ପାଇଁ ଆପ୍ ପ୍ରାର୍ଥୀ ଶ୍ରୀ ଦେବାଶିଷ ପାଣିଗ୍ରାହୀ ଙ୍କୁ ଝାଡୁ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ 🔥
Aam Aadmi Party
Arvind Kejriwal
Virender Singh Kadian
Nishikanta Mohapatra
01/05/2024
ଅଭୂତ ପୂର୍ବ 🔥
🚨ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା🚨
28/03/2024
ଅନ୍ୟାୟ ପୂର୍ଣ୍ଣ ଭାବେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିବା ପ୍ରତିବାଦରେ ଏବଂ ସମ୍ବିଧାନ ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ଆପ୍ ଓଡ଼ିଶା ର ବିଭିନ୍ନ ଜିଲ୍ଲାରେ ଏକ ଦିବସୀୟ ସାମୁହିକ ଉପବାସ ।
#भाजपा_का_शराब_घोटाला
26/01/2024
୭୫ ତମ ଗଣତନ୍ତ୍ର ଦିବସ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ତ୍ଵରେ ମହାସମାରୋହରେ ପାଳନ କରାଯାଇଅଛି।
26/01/2024
୭୫ ତମ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଏବଂ ଅଭିନନ୍ଦନ 🙏