Unscripted Bhadrak

Unscripted Bhadrak

Share

Contact information, map and directions, contact form, opening hours, services, ratings, photos, videos and announcements from Unscripted Bhadrak, Social service, Bhadrak.

30/08/2022

ଭଦ୍ରାମି ସିଷ୍ଠାଚାର କେହି ଏମାନଙ୍କ ଠାରୁ ଶିଖନ୍ତୁ ।
ଏଇଟା ଥରେ ନୁହେଁ ଅନେକ ଥର ଏହା ଦେଖିବାକୁ ମିଳୁଛି ସାମାଜିକ ଗଣମାଧ୍ୟମରେ କିନ୍ତୁ ବିଧାୟକଙ୍କ ଖାସ ହୋଇଥିବା ଯୋଗୁ ପୋଲିସ ପ୍ରଶାସନ ନିଜ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଦେଖା ଯାଉଛି।
ଅନେକ ସମୟରେ ବିଭିନ୍ନ ଲୋକଙ୍କୁ ସାମାଜିକ ଗଣ ମାଧ୍ୟମରେ ଧମକ ଦେବ , ଅସଭ୍ୟ ଭାଷା ପ୍ରୟୋଗ କରିବା ଏକ ସଭ୍ୟ ସମାଜ ରେ ଗ୍ରହଣୀୟ ନୁହେଁ ।
ବିଧାୟକ ଏସବୁ ଜାଣି ମଧ୍ୟ ଚୁପ୍ , ତାହା ମାନେ ବିଧାୟକ ଙ୍କ ଜାଣତରେ ସାଧାରଣ ଜନତାଙ୍କ ଉପରେ ଏମିତି ଅସଭ୍ୟ ବ୍ୟବହାର ହେଉଛି ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ଓ ମାନ୍ୟବର ବିଧାୟକ ଯାଜପୁର ଶ୍ରୀ ପ୍ରଣବ ପ୍ରକାଶ ଦାସ ଙ୍କୁ ଅନୁରୋଧ ଏମିତି ଅସଭ୍ୟ ଭାଷା ସାମାଜିକ ଗଣମାଧ୍ୟମରେ ବ୍ୟବହାର କରୁଥିବା ବ୍ୟକ୍ତି ଓ ତାକୁ ସାହାସ ଦେଉଥିବା ନେତା ଙ୍କୁ ଭଦ୍ରକ ରୁ ଯଥା ଶୀଘ୍ର ଦୂର କରନ୍ତୁ ।

Naveen Patnaik Pranab Prakash Das Bhadrak Police ODISHA POLICE SERVICE

26/08/2022

ସ୍ମାର୍ଟ ସିଟି ନାଁରେ ଭୋଟ ନେଇଥିଲେ , ଭଲ ରାସ୍ତା , ଭଲ ବିଦ୍ୟୁତ୍ ବ୍ୟବସ୍ଥା , ଭଲ ଗମନା ଗମନ ପାଇଁ ଭଦ୍ରକ ଭୋଟର ଭୋଟର ଦେଇଥିଲେ ।
ସ୍ମାର୍ଟ ସିଟି ହେବା ବଦଳରେ ଏବେ ଭାଇ ଭାଇ ଭିତରେ କନ୍ଦଳ ଶ୍ରୁତି କରିଛନ୍ତି । ଆଜକୁ ଏକ ବର୍ଷ ରୁ ଉର୍ଦ୍ଧ ହେବା କୁଆଁସ ପୋଲ ଭଙ୍ଗା ପଡ଼ିଛି କାହାର ଦେଖା ନାହି ମଲ୍ଲିକ ବାବୁ ଭୁବନେଶ୍ଵର ରେ ଥିବା ବେଳେ ଭଦ୍ରକ ଭୋଟର ଓ ଭଦ୍ରକ ବାହାରୁ ଆସୁଥିବା ବ୍ୟକ୍ତି ୩ ରୁ ୪ କିଲୋ ମିଟର ଅଧିକ ଭୁଲି ଭୁଲି ନିଜ ଲକ୍ଷ ସ୍ଥଳରେ ପହଞ୍ଚେ ।
ସାଢେ଼ ତିନି ବର୍ଷ ହେବା ଯଦି ଆତ୍ମପ୍ରଚାର ନକରି ଲୋକଙ୍କ କାର୍ଯ୍ୟ କରିଥାନ୍ତେ ତେବେ ପଞ୍ଚାୟତ , ପୌର ଓ ସୋଷାଇଟୀ ନିର୍ବାଚନ ରେ ଭଲ ଫଳାଫଳ ପାଇଥାନ୍ତ ।
ନିଜ ମିଛ ପ୍ରଚାର ବନ୍ଦ୍ କରେଇ ଆଉ ବର୍ଷେ ରହିଗଲା କିଛି କାର୍ଯ୍ୟ କର ନହେଲେ ଭଦ୍ରକ ବାସୀ ଆପଣଙ୍କୁ କ୍ଷମା କରିବେ ନାହିଁ ।

Stop Your Fake Propaganda & Advertisement Work For Bhadrak .

Pranab Prakash Das Pritiranjan Gharai Manas Mangaraj Official CMO Odisha

Photos from Unscripted Bhadrak's post 14/07/2022

ଦେଖନ୍ତୁ ବିଧାୟକଙ୍କ ଅତି ଘନିଷ୍ଠ ବ୍ୟକ୍ତି ପୂର୍ବତନ କାଉନସିଲର ଙ୍କ ମାନସିକତା ,
ଆଜି ଯେତେବେଳେ ରୁଚିକା ମହାନ୍ତି ଙ୍କୁ ନ୍ୟାୟ ଦାବିରେ ଭୁବନେଶ୍ଵର ଓ ରାଜ୍ୟର ଅନେକ ଜିଲ୍ଲାରେ ଅନେକ ସଂଗଠନ ଆନ୍ଦୋଳନ ଓ ଭୋକ ଅନଶନରେ ବସିଥିବା ସମୟରେ ସରକାରୀ ଦଳର ନେତା ଓ ବିଧାୟକ ଙ୍କ ଅତି ଖାସ ଲୋକ ଙ୍କ ସାମାଜିକ ଗଣମାଧ୍ୟମରେ ଏମିତି କମେଣ୍ଟ ଅତି ନିନ୍ଦନୀୟ ।
ଏହାକୁ ଦେଖି ନିଶ୍ଚିତ ଆପଣମାନେ ଜାଣି ପାରୁଥିବା ସରକାରୀ ଦଳ ଓ ତାଙ୍କ ନେତା ମନ୍ତ୍ରୀ ଙ୍କ ରାଜ୍ୟରେ ଥିବା ମା ଭଉଣୀ ଓ ଝିଆଁ ମାନଙ୍କ ପ୍ରତି ଭାବନା କଣ ରହିଛି ।

ଏହା ହେଉଛି ମାଁ କୁ ସମ୍ମାନ ।
ଭଦ୍ରକ ଲୋକ କେବେ ଡିସ୍କୋ କିମ୍ବା ବାର ବିଷୟରେ ଆଜି ପର୍ଯ୍ୟନ୍ତ ଚର୍ଚ୍ଚା ମଧ୍ୟ କରିନଥିବେ ।
ବୁଝିବା ଲୋକ ଠିକ୍ ବୁଝି ପାରିବେ ।

୧୯ ରେ ଓଡ଼ିଶା ବନ୍ଦ କୁ ସଫଳ କରନ୍ତୁ ।


Use

12/07/2022

ଦେଖନ୍ତୁ ବିଧାୟକ ସମର୍ଥକ ଓ ପୂର୍ବତନ ପାରିଷଦ ଶ୍ରୀ ଅଶୋକ ମହାପାତ୍ର କଣ କହିଛନ୍ତି ଗୋଟେ ପୋଷ୍ଟ ରେ ,
ଧନ୍ୟବାଦ ଅଶୋକ ବାବୁ ବିଧାୟକଙ୍କ ସାଙ୍ଗରେ ରହି ମଧ୍ୟ ଏପରି ଏକ ଦୁଃସାହସିକ କଥା ଲେଖିଲେ ।
ଦେଖନ୍ତୁ ସ୍ମାର୍ଟ ସିଟି କହି ଭୋଟ ପାଇଥିବା ବିଧାୟକ କାର୍ଯ୍ୟକୁ ସାମ୍ବିଧାନିକ ଭାବରେ ବିରୋଧ କରିଛନ୍ତି ପୂର୍ବତନ ପାରିଷଦ ।
ସେ ନିଜେ କଥା କଥାରେ କହି ସାରିଛନ୍ତି ୨ ବର୍ଷରେ କୌଣସି ପରିବର୍ତ୍ତନ ହୋଇନାହିଁ ତାଙ୍କ ଗାଁ ଓ ୱାର୍ଡ ର।
ୱାର୍ଡ଼ ରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ଅଛି ବୋଲି ତାଙ୍କ କମେଣ୍ଟ ରୁ ସିଧା ସିଧା ଜଣା ପଡ଼ୁଛି ।

ଏମିତି କିଛି ଭଲ ପୋଷ୍ଟ କି ଖବର ଆପଣଙ୍କ ପାଖକୁ ଆସି ତେବେ ଆମକୁ ତାହା ପଠାନ୍ତୁ ,
ଆମେ ଦେଖେଇବୁ ଆପଣଙ୍କ ଖବର ।
ଦରକାରୀ ପୋଷ୍ଟ ରେ ଆମକୁ Mention ଓ Tag କରନ୍ତୁ।
Use

Photos from Unscripted Bhadrak's post 14/05/2022

ଭଦ୍ରକ ସହର ତଥା ଜିଲ୍ଲାର ଆଗ ଧାଡ଼ିର ସାମାଜିକ କର୍ମୀ / ଯୁବ ସଂଗଠକ ଜ଼ାହିର ଖାଁ ଙ୍କୁ ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ଆଜି ଭୁବନେଶ୍ୱର ରେ ସମ୍ମାନିତ କରାଗଲା ।

Congratulations to him

13/05/2022

ଦୁଇଟା ଥିଲା ,
ଏବେ ଗୋଟିଏ ଜଣା ପଡୁଛି ।
ଆଉ କିଛି ଦିନ ପରେ ସେ ଗୋଟେ ଭି ରହିବ ନାହିଁ ।
ଭଦ୍ରକ ମେଡିକାଲର ଅବସ୍ଥା ଯାହା ରୋଗୀ ଏଠି ଠିକ ହେବାକୁ ଆସିବେ ନା ଆହୁରି ରୋଗୀଣା ହେବାକୁ ଆସିବେ ।
ପ୍ରତେକ ଦିନ ହଜ଼ାର ହଜ଼ାର ରୋଗୀ ଭଦ୍ରକ ମେଡିକାଲ କୁ ଆସନ୍ତି ତାଙ୍କ ମଧ୍ୟରୁ ଅଧାରୁ ଅଧିକ କଟକ ରେଫେର ।
କାରଣ କଣ ?

Photos from Unscripted Bhadrak's post 12/05/2022

ପୁରୁଣା ସମ୍ପର୍କର ନୂତନ ଶୁଭାରମ୍ଭ ,
୨୧ ନମ୍ବର ୱାର୍ଡ କାଉନସିଲର ଓ ଭଦ୍ରକ ର ପୁରୁଖା ନେତା ପୁର୍ବତନ ମନ୍ତ୍ରୀ ଓ ପୁର୍ବତନ ଭଦ୍ରକ ବିଧାୟକଙ୍କ ସୁପୁତ୍ର ଅସିତ ପଟ୍ଟନାୟକ Chairperson, Odisha Pisciculture Development Corporation ।

ଏବେ ସଞ୍ଜୀବ ମଲ୍ଲିକ ଗୋଷ୍ଟି ଦିନକୁ ଦିନ ଦୁର୍ବଳ ଓ ଅସିତ ପଟ୍ଟନାୟକ ( ବୁଲୁ ) ଙ୍କ ସଙ୍ଗଠନ ଶକ୍ତିଶାଳୀ ହେବାରେ ଲାଗିଛି ।

Photos from Unscripted Bhadrak's post 03/05/2022

ଏହି ତିନୋଟି ଫଟୋ ମଧ୍ୟରୁ ପ୍ରଥମ ଫଟୋରେ ବିଧାୟକ ମହୋଦୟ ମୁସଲିମଙ୍କର ପର୍ବ ଏବଂ ଧର୍ମକୁ ସମ୍ମାନ ଦେଇ ନିଜେ ମୁଣ୍ଡରେ ପଗଡ଼ି ବାନ୍ଧିଛନ୍ତି ଯାହା ଖୁସିର କଥା।

ଦ୍ୱିତୀୟ ଏବଂ ତୃତୀୟ ଫଟୋକୁ ଦେଖନ୍ତୁ କି ଆଜି ହିନ୍ଦୁ-ଓଡ଼ିଆମାନଙ୍କର ଏକ ବୃହତ୍ତ୍ ପର୍ବ ଯାହା ଚାଷ ଜମିରେ ଧାନ ବୁଣାଯାଇ ଚାଷ କାର୍ଯ୍ୟ ଆରମ୍ଭ କରାଯାଏ ।

ଏବଂ ସେହି ପର୍ବକୁ ବିଧାୟକ ମହୋଦୟ ଜୋତା ପିନ୍ଧି ଲଙ୍ଗଳ ଧରିବା ଏବଂ ଧୋତି ବଦଳରେ ପ୍ୟାଣ୍ଟ୍ ସାର୍ଟ ପିନ୍ଧି ଏଭଳି ଏକ ଶୁଭ କାମକୁ ଆରମ୍ଭ କରିବା ଯାହା ଚାଷୀ କୂଳକୁ ଅସମ୍ମାନ ଏବଂ ଲଜ୍ଜିତ କରିବା ଭଳି ମନେ ହେଉଛି।

ତେଣୁ ପରବର୍ତ୍ତୀ ସମୟରେ ବିଧାୟକ ମହୋଦୟ ଏଥିପ୍ରତି ଧ୍ୟାନ ଦେବେ ବୋଲି ଆଶା ରଖୁଛି।
ଜୟ ଜଗନ୍ନାଥ।

Copied -: Mahesh ବାବୁ

29/04/2022

This famous temple, the abode of “Lord Siva” is located in the bank of river Baitarani, at Aradi,[1] 37 kilometres (23 mi) to the east of the district headquarters of Bhadrak via Asurali, Kothara and Dhusuri. This place is also linked to Chandabali by boat through the river Baitarani. From Chandabali ferry ghat to Aradi it will take hardly two hours by boat. The temple is just 18 km away from the famous Kali mandir of Rameswarpur village.

There is no conclusive history available either regarding Baba Akhandalamani or the temple of the lord Siva. According to legend, around 350 years ago during the rule of Raja Sri Niladri Samara Singha Mohapatra, one early morning the Raja sent a peasant to cultivate his paddy field on the bank of the river Baitarani. While cultivating, the blade of his plough was broken by hitting with some hard material. The peasant was astonished and found a black glazed granite stone full of blood flowing toward the river Baitarani. The peasant ran to call King Niladrisamar Singhm and he hurriedly came to the spot, finding a flood of milk in place of blood and a huge black cobra hooding the stone.
That night the king had a dream regarding the arrival of the God Akhandalamani on that place. This news spread like wild fire in the locality. The next day King Niladri Samara Singha Mohapatra started worshiping the great god and immediately built a wooden temple on the spot. A large number of devotees from different villages started visiting and worshiping the great God. The king invited five Brahmins from a village named Naharagrama of Jajapur district to perform seva-puja (worshiping and taking care) of lord Akhandalamani.
The present main temple of Aradi was built by the King of Konika Shri Harihara Bhanja and his chief queen Satyabhama Patadei. The height of the temple is around 150 ft. All the stones used in this temple were brought from the historic hill of Lalitgiri near Chandikhol.

Source -:

29/04/2022

Sri Biranchinarayan Temple is in Palia village, which is located 15 kilometres (9.3 mi) south of Bhadrak District, Odisha, India on the way from Bhadrak to Chandabali. It occupies a significant place in the cultural map of Odisha state of India. Today, the standing Biranchi Narayan Temple stands as evidence of the heritage of Surya Upasana in Odisha. Biranchi Narayan is another name for Lord Surya, the Sun God of light and lustre. The existing temple is dedicated to Biranchi-narayan, who is enshrined as a roughly four-faced image of the Sun. A square stone slightly tapering towards the top contains four carved images of the Sun god in relief, on the four sides of a slab. The figures hold two lotuses in two hands, as usual, and are depicted standing on chariots drawn by seven horses. Architecturally, the temple can be dated to the 13th century. It was renovated and reconstructed in the beginning of the 20th century by the generosity of a local zamindar.In general the structure exhibits the Kalingan style of temple architecture. The peculiarities of the temple include the two doorjambs of the eastern door, which probably originally belonged to a Saiva temple and were reused in the present temple during a renovation. The sculptures and carvings of the two doorjambs bear a close resemblance to the Shiva temples of Bhubaneswar and Khiching of the 10th or 11th century AD.

Want your business to be the top-listed Government Service in Bhadrak?

Click here to claim your Sponsored Listing.

Location

Category

Website

Address


Bhadrak
756100