Sreeram Sena Seba Sangathan

Sreeram Sena Seba Sangathan

Share

A social organisation For Needy People and Animal...

06/04/2026

ତିହିଡ଼ି ବିଜୟା ଦଶମୀ ଶୋଭାଯାତ୍ରା ଅବସରରେ କିଛି ଝଲକ୍

01/04/2026
Photos from Sreeram Sena Seba Sangathan's post 31/03/2026

Jai Shreeram @ Ram Nabami Mahotsav 2026

30/03/2026

ଶ୍ରୀରାମ ସେନା ସେବା ସଂଗଠନ ପକ୍ଷରୁ ପବିତ୍ର ବିଜୟା ଦଶମୀ ଉପଲକ୍ଷେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ର କିଛି ଝଲକ।।।ଜୟ ଶ୍ରୀରାମ

29/03/2026

ରାମ ନବମୀ ପୂଜା , କଳସ ବୁଢା କାର୍ଯକ୍ରମ ର କିଛି ଝଲକ୍। ପ୍ରଶାନ୍ତ ଏବଂ ବିପ୍ଳବ ଙ୍କ ର ସୁନ୍ଦର ଘଣ୍ଟ ବଜା।

Photos from Sreeram Sena Seba Sangathan's post 29/03/2026

ଶ୍ରୀରାମ ସେନା ସେବା ସଂଗଠନ ତରଫରୁ ଚତୁର୍ଥ ବାର୍ଷିକ ଶ୍ରୀରାମ ନବମୀ ପୂଜା ମହା ସମାରୋହ ରେ ପାଳିତ ହୋଇଯାଇ ଅଛି।

Photos from Sreeram Sena Seba Sangathan's post 30/10/2025

Indian women cricket team truly represents the
Naari Shakti of India 🔥🔥

Congratulations Team India 🇮🇳🇮🇳🇮🇳🇮🇳

30/10/2025

They believed. They fought. They conquered. 🇮🇳💙

India beat Australia to book their spot in the Final!

Tears, joy & pure passion - this team deserves every bit of it! 🙌

24/10/2025

ପବିତ୍ର କାଳିପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ମା କାଳୀ ସମସ୍ତଙ୍କର ମଙ୍ଗଳ କରନ୍ତୁ ଏତିକି ପ୍ରାର୍ଥନା।Jay Maa Kaali🙏

Photos from Sreeram Sena Seba Sangathan's post 14/04/2025

ଜୟ ଶ୍ରୀରାମ । ଜୟ ବଜରଙ୍ଗବାଲି।
ଆଜି ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ, ଏବଂ ମହା ବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ସମସ୍ତଙ୍କର ମଙ୍ଗଳ କରନ୍ତୁ।

09/04/2025

ପବିତ୍ର ବିଜୟା ଦଶମୀ ଅବସରରେ ଶ୍ରୀରାମ ସେନା ସେବା ସଂଗଠନ ପକ୍ଷରୁ ରାମ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ବଣ୍ଟନ ସହିତ ପ୍ରଭୁ ଶ୍ରୀରାମ ଙ୍କ ଭସାଣୀ ଶୋଭାଯାତ୍ରା ର କିଛି ଝଲକ।

Want your business to be the top-listed Government Service in Bhadrak?

Click here to claim your Sponsored Listing.

Location

Category

Website

Address


College Chhak , Tihidi
Bhadrak
756130