New Odisha
It is a political and historical landmark page for odisha .so i request to all to join our page..
07/10/2025
ଅପରାଧ, ଦଙ୍ଗାକାରୀଙ୍କ ଦଳ ବିଜେପି, ତେବେ ରାଜ୍ୟରେ ଶାନ୍ତି ଆସିବ କୁଆଡୁ...?
04/07/2025
ମନେରଖନ୍ତୁ ପାହାଲଗାମ ଘଟଣାରେ କୌଣସି ଆତଙ୍କବାଦୀ ଏଯାଏଁ ଧରପଡ଼ିନାହାନ୍ତି କିନ୍ତୁ ମୋଦି ସରକାର ଙ୍କ ଅନୁମତି ଅନୁସାରେ ପାକିସ୍ତାନ ହକି ଦଳ ଭାରତ ଆସି ଖେଳିବ ଏସିଆ କପ୍ ଓ ଜୁନିୟର ହକି ବିଶ୍ଵକପ । ଦେଖରେ ଅନ୍ଧଭକ୍ତ ମୋଦୀଙ୍କର ପାକିସ୍ତାନ ପ୍ରତି ଏ ପବିତ୍ର ପ୍ରେମକୁ..... 🤔💭👀💬
ଏଇଟା ହେଉଛି ସଚେତନତା
ନବିନ ସରକାର କାଳିଆ ଯୋଜନା କରିଥିଲେ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କରିଥିଲେ ଏମିତି ଆହୁରି ଅନେକ ଯୋଜନା କରିଥିଲେ ।
କିନ୍ତୁ କେବେ କାହାକୁ ଏମିତି ରାତି ଅନିଦ୍ରା କରାଇ ଧାଡ଼ିରେ ଠିଆ କରେଇନଥିଲେ
Click here to claim your Sponsored Listing.
Location
Category
Contact the business
Telephone
Website
Address
Bhadrak
756100
