Nalini Kumar Mohanty Fan club

Directions

Nalini Kumar Mohanty Fan club ଜୟ ଜଗନ୍ନାଥ

ଆଜି  ତିହିଡି ବ୍ଲକ ରାଜନଗର ପଞ୍ଚାୟତ ଠାରେ ଗଜେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ଵାଦଶାହ କ୍ରିୟାରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହ...
26/10/2026

ଆଜି ତିହିଡି ବ୍ଲକ ରାଜନଗର ପଞ୍ଚାୟତ ଠାରେ ଗଜେନ୍ଦ୍ର ପାଣିଗ୍ରାହୀଙ୍କ ଦ୍ଵାଦଶାହ କ୍ରିୟାରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତିଙ୍କ ଯୋଗଦାନ

ଆମ ନଳିନୀ ଭାଇ
26/10/2026

ଆମ ନଳିନୀ ଭାଇ

ଜୟ ମା" ଭଦ୍ରକାଳୀ
26/10/2026

ଜୟ ମା" ଭଦ୍ରକାଳୀ

🙏 ପବିତ୍ର ମା’ ଲକ୍ଷ୍ମୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏ମା’ ଲକ୍ଷ୍ମୀଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି...
25/10/2026

🙏 ପବିତ୍ର ମା’ ଲକ୍ଷ୍ମୀ ପୂଜା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। 🙏
ମା’ ଲକ୍ଷ୍ମୀଙ୍କ ଅପାର କୃପାରୁ ଆପଣଙ୍କ ପରିବାରରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦ ଭରିଯାଉ। ମା’ଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହେଉ ଏବଂ ସମସ୍ତଙ୍କ ମନୋକାମନା ପୂର୍ଣ୍ଣ ହେଉ।
🌺 ଜୟ ମା’ ଲକ୍ଷ୍ମୀ। ଶୁଭ ଲକ୍ଷ୍ମୀ ପୂଜା। 🌺

ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 🌸🌕ଏହି ପବିତ୍ର ପୂର୍ଣ୍ଣିମାର ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ...
24/10/2026

ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 🌸🌕
ଏହି ପବିତ୍ର ପୂର୍ଣ୍ଣିମାର ଶୁଭ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ଭରିଯାଉ।
ଚନ୍ଦ୍ରମାଙ୍କ ଶୀତଳ ଜ୍ୟୋତ୍ସ୍ନା ପରି ପ୍ରତ୍ୟେକଙ୍କ ଜୀବନ ଆଲୋକମୟ ହେଉ ଏବଂ ସମସ୍ତଙ୍କ ମନୋକାମନା ପୂର୍ଣ୍ଣ ହେଉ।
ଆସନ୍ତୁ, ଆମ ଓଡ଼ିଶାର ଗୌରବମୟ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଜଣାଇ ଆନନ୍ଦ ଓ ଉଲ୍ଲାସର ସହିତ କୁମାର ପୂର୍ଣ୍ଣିମା ପାଳନ କରିବା।
🙏 ଶୁଭ କୁମାର ପୂର୍ଣ୍ଣିମା! 🙏

ଶୁଭେଚ୍ଛା
20/10/2026

ଶୁଭେଚ୍ଛା

17/10/2026

Address

Bhadrak
756100

Website

Alerts

Be the first to know and let us send you an email when Nalini Kumar Mohanty Fan club posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category