17/06/2025
Bikash Bahan Yatra" at different GPs of Bhadrak Block
*taOdisha *taOdishaBikash*taBharat
CMO Odisha
Information & Public Relations Department, Government of Odisha
Panchayati Raj & Drinking Water Department, Government of Odisha
District Administration,Bhadrak
16/06/2025
ଡାଇରିଆ ରୁ ପିଲା ମାନଙ୍କୁ ସୁରକ୍ଷା ଦେବାର ପ୍ରକ୍ରିୟା।
ଜନ ହିତରେ ଜାରୀ।
#ସମସ୍ତଙ୍କପାଇଁସ୍ୱାସ୍ଥ୍ୟ
15/06/2025
ବିକାଶ ବାହନ ରଥ କାର୍ଯ୍ୟକ୍ରମ ଆଜି ତୃତୀୟ ଦିବସରେ ବିଭିନ୍ନ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇ ଅଛି ଏଥିରେ ହିତାଧିକାରୀ ମାନଙ୍କୁ ନୂତନ ଭତ୍ତା ବଣ୍ଟନ, ଜବ୍ କାର୍ଡ ବଣ୍ଟନ, ରାସନ କାର୍ଡ ବଣ୍ଟନ କରାଯାଇଥିଲା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ମାନଙ୍କ ବିଷୟରେ ଜନସାଧାଣଙ୍କୁ ଅବଗତ କରାଯାଇଥିଲା।
Panchayati Raj & Drinking Water Department, Government of Odisha CMO Odisha Information & Public Relations Department, Government of Odisha District Administration,Bhadrak
05/06/2025
ଭଦ୍ରକ ବ୍ଲକ ପରିସରରେ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇ ଅଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରତିଯୋଗିତା ପରିଶେଷରେ ଅଂଶଗ୍ରହଣକାରୀମାନଙ୍କୁ ପ୍ରମାଣପତ୍ର ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।
25/04/2025
ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ର ଜିଲ୍ଲାସ୍ତରୀୟ ଏବଂ ବ୍ଲକସ୍ତରୀୟ ସମାରୋହ ଉତ୍ସବ ଆଜି ମାନ୍ୟବର ବିଧାୟକ,ଭଦ୍ରକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।ଏହି ଅଵସରରେ ଜିଲ୍ଲାପାଳ,ଭଦ୍ରକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଦ୍ରକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଜନ ସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ଖାଦ୍ୟ ସୁରକ୍ଷା ଯୋଜନା ର ହିତାଧିକାରୀଙ୍କୁ ନୂତନ ରାସନକାର୍ଡ ବଣ୍ଟନ କରାଯାଇଛି।ଏବଂ ପୃଷ୍ଟି ପଞ୍ଚାୟତ ଭାବରେ ଏରେଇଁ ଗ୍ରାମ ପଞ୍ଚାୟତ କୁ ₹୫୦,୦୦୦/- ସହାୟତା ରାଶି ଯୋଗାଇ ଦିଆଯାଇଛି।
#ବିକଶିତଓଡ଼ିଶା
#ଜାତୀୟପଞ୍ଚାୟତିରାଜଦିବସ୨୦୨୫
14/04/2025
ଓଡ଼ିଆ ପକ୍ଷ-୨୦୨୫ ପାଳନର ଅନ୍ତିମ ଦିବସକୁ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଭଦ୍ରକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଦ୍ରକ, ବ୍ଲକସ୍ତରୀୟ ଅଧିକାରୀ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖଙ୍କ ଉପସ୍ଥିତିରେ ହୁଳହୁଳି,ଝୋଟି,ଚିତା,ମୁରୁଜ, ପିଠା ପଣା ପ୍ରତିଯୋଗିତା ସଫଳ ଭାବେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ମୋଟ ୧୧ ଗୋଟି ଗ୍ରାମ ପଞ୍ଚାୟତର ପ୍ରତିଯୋଗୀମନେ ଅଂଶଗ୍ରହଣ କରିଥିଲେ। ସମସ୍ତଙ୍କୁ ପୁରସ୍କାର ବିତରଣ କରାଯିବା ସହ ପ୍ରୋତ୍ସାହନ ରାଶି ବାବଦକୁ ୫୦୦ ଟଙ୍କା ଲେଖା ଦିଆଯାଇଥିଲା।
#ଓଡ଼ିଆପକ୍ଷ
Odia Language Literature & Culture Department, Government of Odisha
14/04/2025
ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା I ଏହି ନବବର୍ଷ ସମସ୍ତଙ୍କ ଜୀବନରେ ଶାନ୍ତି ଓ ସମୃଦ୍ଧି ଭରି ଦେଉ।
#ପଣାସଂକ୍ରାନ୍ତି
#ଓଡ଼ିଆନବବର୍ଷ