Congress in Odisha
SURAJ ROUT
ହୋଲି ଉପଲକ୍ଷେ ହାର୍ଦିକ ଅଭିନନ୍ଦନ 🙏ଏବଂ ଆସନ୍ତା କାଲି ଅମିତ ସାହା ଗୃହମନ୍ତ୍ରୀ ଓଡିଶା ଆସୁଛନ୍ତି ଭୁବନେଶ୍ୱର ଯୁବ କଂଗ୍ରେସ ତରଫରୁ ଜୋରଜାର ବିରୋଧ କରାଯିବ ଭୁବନେଶ୍ୱର ରେ ଭୁବନେଶ୍ୱର ସେଣ୍ଟ୍ରାଲ ଜୟ କଂଗ୍ରେସ
ଅଗଣତାନ୍ତ୍ରିକ ଭାବେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଶ୍ରୀ Uday Bhanu Chib ଙ୍କୁ କେନ୍ଦ୍ର ସରକାର ପୋଲିସ ଲଗାଇ ଗିରଫ କରିଛି, ଯେତେ ପର୍ଯ୍ୟନ୍ତ ତାଙ୍କୁ ମୁକ୍ତ କରାଯାଇ ନାହିଁ ସେତେବେଳେ ପର୍ଯ୍ୟନ୍ତ ରାଜ୍ୟରେ ଯୁବ କଂଗ୍ରେସ କେନ୍ଦ୍ର ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ।
Ranjit Kumar Patra (ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ) Suraj Rout Yashir Nawaz
28/01/2026
ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ରାଜନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଆକସ୍ମିକ ଦେହାନ୍ତ ସୂଚନା ପାଇ ମୁଁ ଅତ୍ୟନ୍ତ ଦୁଃଖିତ ।
ଏହି ଦୁଃଖଦ ସମୟରେ, ପରିବାର ଓ ଅନୁଗାମୀ ମାନଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ମହାପ୍ରଭୁ ଦିବଙ୍ଗତ ଆତ୍ମାଙ୍କୁ ସଦଗତି ପ୍ରଦାନ କରନ୍ତୁ ।
ଓଁ ଶାନ୍ତି 🙏
25/01/2026
ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଅଭିଜିତ୍ ମଜୁମଦାରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ବହୁ ଓଡ଼ିଆ ଚଳଚ୍ଚିତ୍ର, ସମ୍ବଲପୁରୀ ଫିଲ୍ମ ଏବଂ ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ପ୍ରଦାନ କରି ସେ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। 🙏
26/11/2025
ଓଡ଼ିଶା କଂଗ୍ରେସର ପିସିସି ସଭାପତି ଭକ୍ତ ଦାଦା ଙ୍କୁ ଜନ୍ମ ଦିନର ଅଜସ୍ର ଶୁଭେଛା ଓ ଅଭିନନ୍ଦନ ଜଣାଉଛି।
Click here to claim your Sponsored Listing.
Location
Category
Contact the business
Telephone
Website
Address
48
Bhubaneswar
751012
