22/03/2026
It's all about social service
22/03/2026
11/06/2025
day campaign
10/06/2025
ସବୁବର୍ଷ ପରି ଚଳିତ ବର୍ଷ ହେବାକୁ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ଏବଂ ବାହୁଡା଼ ଯାତ୍ରା ରେ ଭକ୍ତଙ୍କୁ ସେବା ଯୋଗାଇବା ନିମନ୍ତେ ଜୀବନ ସେବା ଫାଉଣ୍ଡେସନ ର ଗୁଗୁଲ୍ ମିଟ୍ ମାଧ୍ଯମରେ ଏକ ବୈଠକ ଅନୁଷ୍ଠିତ ହୋଇ ସାରିଛି ଉକ୍ତ ବୈଠକରେ ଅନେକ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିବା ସହ ଦିଆଯାଇଥିବା ଦାୟିତ୍ୱ ଗ୍ରହଣ କରିଛନ୍ତି। ସବୁବର୍ଷ ପରି ଏହି ବର୍ଷ ମଧ୍ୟ ଜୀବନ ସେବା ଫାଉଣ୍ଡେସନ ତରଫରୁ ଆମ୍ବୁଲାନ୍ସ ସେବା, ଷ୍ଟେଚର ସେବା,ଜଳ ସିଞ୍ଚନ, ଖାଦ୍ୟ ବଣ୍ଟନ, ପାନିୟ ଜଳ ବଣ୍ଟନ,ଦହି ପଣା ବଣ୍ଟନ, ଭିଡ଼ ନିୟନ୍ତ୍ରଣ, କରିଡର ସେବା ଏବଂ ବଡ ଦାଣ୍ଡ ସଫେଇ କାର୍ଯ୍ୟକ୍ରମ ଭଳି ପ୍ରମୁଖ ସେବା ଯୋଗାଇବା ନିମନ୍ତେ ସ୍ଥିର ହୋଇଛି।
all.
- 9437820429
09/06/2025
ଏହି ବିଶ୍ୱ ପରିବେଶ ଦିବସରେ, ଆମେ ଆଜି ଆମ ପୃଥିବୀକୁ ରକ୍ଷା କରିବାକୁ ଏବଂ ଜୀବନ ପାଇଁ ଆମର ପରିବେଶକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରୁଛୁ - ଆମର ଶେଷ ନିଶ୍ୱାସ ପର୍ଯ୍ୟନ୍ତ।
ଆମ ସହିତ ଯୋଗ ଦେଇଥିଲେ -
Suryalaxmi Foundation
Sattvic SOUL Foundation
Youth4Water Plus
Youth For Seva
ସମସ୍ତ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ।
04/06/2025
🌍 World Environment Day – June 5th 🌱
Let’s make a difference, one tree at a time!
This World Environment Day, I invite each and every one of you to plant just one tree 🌳 — for a greener, cleaner, and healthier planet.
Once you've planted your tree, please send me a message or photo so we can count how many trees we’ve planted together. Let’s grow this number and make a real impact!
One tree. One person. One planet.
04/06/2025
On the occasion of 🚭 World No To***co Day, Say NO to to***co, say YES to life!
Break the habit before it breaks your family. 💔
Let’s unite to build a healthier, to***co-free tomorrow. 🫁 Together, let’s break the habit and breathe life!
12/05/2025
MR.Ajit Kumar Panda
donated blood at RED CROSS in an emergency case Patients and bring a life back to power! That's the power of a blood donor. Be a blood donor & be a life saver.
the Need
22/04/2025
This Earth Day, we don’t just celebrate the planet — we protect it, every day.
From renewable energy and afforestation to water conservation and waste management, the seva Foundation is empowering communities to build a greener & a more sustainable future.
Let’s make every day Earth Day — for us and for generations to come.
Seva Foundation
21/04/2025
We are Organised this 'Mission daan drive'for the needy people of Odisha.
Join Now This Drive!
Let’s build a better tomorrow—together with Mission Daan Drive.
Your small act of kindness can bring a big change in someone’s life.
We're Accepting:
• study material
• Grocery
• Sanitary Napkin
• Cloth
• Toys
These items suggest a focus on education, hygiene, nutrition, clothing, and children's well-being.
Contact us now and be a part of this noble mission.
Call or WhatsApp: 9437820429
Jay Jagannath 🙏
02/04/2025
08/03/2025
❤️🤱HAPPY WOMEN'S DAY TO ALL 👰❤️
*On behalf of Jeevan Seva Foundation family, we wish and congratulate on International Women's Day
There is a woman's strength behind every success.Salute to women, respect for women, this is the real identity.Woman is the beauty of the house, the light of the world.You are the flight of courage, congratulations on Women's Day.Where women get respect, there society will progress.Women's laughter, a sign of a strong society.Woman is a confluence of power, love and compassion.🥰
27/02/2025
ତା-27/02/2025-
collaboration
foundation
ଓଁ ନମଃ ଶିବାୟ
ଗତକାଲି ପବିତ୍ର ଜାଗର ଅମାବାସ୍ୟାରେ ଶହ ଶହ ଭକ୍ତ ଙ୍କ ସମାରୋହ ହୋଇଥିଲା ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣ ରେ।
ଶହ ଶହ ଦୀପ ର ଆଲୋକ ରେ ଆଲୋକିତ ହୋଇଥିଲା ଗତ କାଲି ର ଜାଗର ଅମାବାସ୍ୟା
ମନ୍ଦିର ପ୍ରାଙ୍ଗଣ ରେ ଓ ଚତଃପାର୍ଶ୍ଵରେ ରେ ଅଳିଆ ଆବର୍ଜ୍ଜନା ସହ ଶହ ଶହ ଦୀପ ଚାରିଆଡ଼େ ପଡ଼ିରହିଥିଲା। ସେସବୁ ସଫା କରି ମନ୍ଦିର ପ୍ରାଙ୍ଗଣ କୁ ସୁନ୍ଦର କରିବା ପାଇଁ ଆଜି ସକାଳେ ସଫେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।
ସମସ୍ତଙ୍କ ସହଯୋଗ ରେ ଆମେ ଦୀପ ସହ ଆବର୍ଜନା କୁ ବାହାରକରି ପରିସ୍କାର କରି ପାରିଥିଲୁ।
ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏♥️💐🙏