07/03/2022
ଆପଣ ମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି. ମୋର ଆଗାମୀ କାର୍ଯ୍ୟକାଳରେ ମୁଁ ସବୁବେଳେ ତୁମ ସହିତ ଛିଡା ହେବି.
Not all of us can do great things, but we can do small things with great love.
07/03/2022
ଆପଣ ମାନଙ୍କର ସେବା କରିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି. ମୋର ଆଗାମୀ କାର୍ଯ୍ୟକାଳରେ ମୁଁ ସବୁବେଳେ ତୁମ ସହିତ ଛିଡା ହେବି.
16/02/2022
ଭରସା ଓ ବିଶ୍ୱାସର ନାଁ ବନି ଅପା
ସଭିଙ୍କ ପ୍ରିୟ ଏବେ "କେଟିଲ" ଚିହ୍ନ
ନେତା ନୁହେଁ, ସାଥୀ ସାଜି ଆସିଛି
ଦୀପକ ଭାଇ ଙ୍କ ମୁହଁରୁ ପଦେ ....
ମା ମଙ୍ଗଳା କ୍ରିକେଟ ଟ୍ରୁର୍ଣ୍ଣମେଣ୍ଟ ଫାଇନାଲ ମ୍ୟାଚ ପୁରସ୍କାର ବିତରଣ ଅବସରରେ ପଞ୍ଚୂପାଳ ଭୋଇସାହିରେ ସମିତିସଭ୍ୟ କେଟିଲୀ ଚିହ୍ନ ପାର୍ଥି ଙ୍କ ପ୍ରତିନିଧି.
🙏🙏
13/02/2022
ବ୍ୟକ୍ତିଗତ ନୁହଁ ସାମୁହିକ ସ୍ୱାର୍ଥ କୁ ପ୍ରାଧାନ୍ୟ ଦେବା ଲକ୍ଷ୍ୟରେ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ପ୍ରାର୍ଥୀନୀ.
🙏🙏