Manoj Sutar

Manoj Sutar

Share

ଧର୍ମୋ ରକ୍ଷତି ରକ୍ଷିତଃ:

Humanist | social activist | believer in equality and social justice | proud odia

25/03/2024

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ ଶାନ୍ତି ଭରିଯାଉ।

08/03/2024

ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ I ଦେବ ଦେବ ମହାଦେବ ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ I🌙🕉️

#ମହାଶିବରାତ୍ରି

Photos from Manoj Sutar's post 22/02/2024

ଗତକାଲି "ଓଡ଼ିଶା ଯାତ୍ରା ଦର୍ଶକ ପରିବାର କଳାକାର ସମ୍ମାନ ୨୦୨୩-୨୪" ରେ ଯୋଗଦେଇ ବହୁତ ଆନନ୍ଦ ଏବଂ ଗର୍ବିତ ମନେ କରିଥିଲି। କଳା ଆମ ଜିବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। କଳା କୁ ଯିଏ ବୁଝିପାରିଲା ସେ କେବେବି ନିଜକୁ ଏକା ମନେକରିବନି ।

ଆମ ଓଡ଼ିଶାର ଯାତ୍ରା ଜଗତରେ ଥିବା ଭରପୁର କଳା ଓ ପ୍ରତିଭା କୁ ବଞ୍ଚେଇ ରଖିବାକୁ ପ୍ରୟାସ କରୁଥିବା ହେତୁ ମୁଁ କୃତଜ୍ଞତାର ସହ ସମସ୍ତ କଳାକାର ଓ କଳାକାର ପ୍ରେମୀ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି।

26/01/2024

🇮🇳 On this Republic Day, let's celebrate the spirit of unity, diversity, and progress that defines our great nation. Together, we strive towards a brighter future for every citizen. Happy Republic Day! 🇮🇳

22/01/2024

ଜୟ ଶ୍ରୀରାମ 🙏

ଅଯୋଦ୍ଧା ଶ୍ରୀରାମ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ରେ ସମସ୍ତ ଓଡିଶାବାସୀ ତଥା ସମଗ୍ର ଭାରତବାସୀ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

17/01/2024

ଆମ ସଂସ୍କୃତି, ପରମ୍ପରା ଓ ଚେତନାର ଆଧାର ମହାପ୍ରଭୁ ଶ୍ରୀ ଜଗନ୍ନାଥ।

ଓଡ଼ିଶା ସରକାରଙ୍କ ଉତ୍ତମ ପରିଚାଳନାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶ୍ରୀକ୍ଷେତ୍ର ରେ ଆଣିଛି ଆଖି ଝଲସିଲା ଭଳି ରୂପାନ୍ତରଣ।

ଶ୍ରୀମନ୍ଦିରର ଚତୁଃପାର୍ଶ୍ଵଠାରୁ ମେଘନାଦ ପାଚେରୀ, ବଡଦାଣ୍ଡ ଏବଂ ପରିକ୍ରମା ପଥ କୁ ଆକର୍ଷଣ କରିଥିବାରୁ ଓଡିଶା ସରକାରଙ୍କୁ ଅଶେଷ ଧନ୍ୟବାଦ।

|| ଜୟ ଜଗନ୍ନାଥ ||🙏

01/01/2024

Happy New Year! 🎉 May the coming year bring you joy, success, and all the positive vibes you deserve. May you embark on new adventures, achieve your goals, and cherish moments of love and laughter with friends and family. Wishing you a year filled with happiness, good health, and prosperity. Here's to new beginnings and exciting possibilities in the year ahead! 🌟

25/12/2023

Wishing you a season filled with peace, love, and happiness...
Merry Christmas🎄🎅❄️⛄️🌟


05/12/2023

ପବିତ୍ର ପ୍ରଥମାଷ୍ଟମୀର ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା l
ଜୟ ଜଗନ୍ନାଥ🙏


27/11/2023

ଆ କା ମା ବୋଇ, ପାନ ଗୁଆ ଥୋଇ
ପାନ ଗୁଆ ତୋର, ମାସକ ଧରମ ମୋର ||

ନମସ୍କାର୍ ! ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ ଉପଲକ୍ଷେ ଆପଣ ସମସ୍ତଙ୍କୁ ମୋ ତରଫରୁ ଅନକେ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପର୍ବ ଆପଣଙ୍କ ଜିବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦଉ ଏତିକି ମୋର ଶ୍ରୀଜଗନ୍ନାଥ ନିକଟରେ ପ୍ରାର୍ଥନା ।

Photos from Manoj Sutar's post 19/11/2023

Hopes are high as hamare sher abhi bhi bowling ke bhuke hain..

Bring your cheers and join fellow cricket enthusiasts for an unforgettable experience! 🏆🎉
| India | India | India | India | India | India | India | India | India .......Indiaaaaaaaaaaaaa

💙 #

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Address


Bhubaneswar