ନୂଆପଡ଼ା ବାସୀ ସାବଧାନ ! ଯିଏ ଗୋମାତାଙ୍କ ସୁରକ୍ଷା ଦେଇ ପାରୁନି ସେ ଆପଣ ମାନଙ୍କ ସୁରକ୍ଷା କିପରି ଦେବ।
ଜବାବ ଦେବ ଓଡିଶା - Jabab Deba Odisha
Political Satire Page
14/10/2025
ଗୁଜୁରାଟୀଙ୍କ ହାତରେ ଓଡ଼ିଶାକୁ ଟେକିଦେଇ ଅଚିନ୍ତା ନିଦରେ ଗୁରୁଜୀ ଆଣ୍ଡ କୋ....
05/10/2025
ବାଃ ବାଃ ଗୁରୁଜୀ Mohan Charan Majhi ଭଲ କମିଶନ ପାଇଛ ତାହାଲେ....
29/09/2025
ବିଜେପିର ଏକମାତ୍ର ଲକ୍ଷ୍ୟ, ଓଡ଼ିଶାକୁ ଲୁଟିବା
26/09/2025
ମୋହନ ସରକାରର ବେଲଜ୍ୟାପଣ ଦେଖନ୍ତୁ ଓଡ଼ିଶାବାସୀ.... ଶ୍ରୀମନ୍ଦିରକୁ ସୁରକ୍ଷା ବି ଦେଇପାରୁନାହାନ୍ତି ଏମାନେ ରାଜ୍ୟକୁ କଣ ସୁରକ୍ଷା ଦେବେ??
ଏମାନଙ୍କର ଦୋମୁହାଁ ନୀତିପାଇଁ ଆଜି ଓଡ଼ିଶା ଛାରଖାର ହେବାକୁ ବସିଛି।
23/09/2025
ମୁକ ବଦ୍ଧ ସରକାରକୁ ଗୋଟିଏ ପ୍ରଶ୍ନ, ରତ୍ନ ଭଣ୍ଡାରର ଅଳଙ୍କାର ଅଛି ତ ?
22/09/2025
କୀଟନାଶକ ରେ ମଧ୍ୟ ଭେଜାଲ କଲାଣି ଏ ସରକାର।
ଶିକ୍ଷାନୁଷ୍ଠାନରେ ଛାତ୍ରୀ ନାହାନ୍ତି ସୁରକ୍ଷିତ।
#ଧାଡି_ଦର୍ଶନ_ନାଁ_ରେ_ଶ୍ରଦ୍ଧାଳୁଙ୍କୁ_ଠକିଛି_ବିଜେପି
ବଡ଼ ବଡ଼ ବାହାସ୍ଫୋଟ ମାରି ଲୋକଙ୍କୁ କିଭଳି ଭୁଆଁ ବୁଲାଇ ହେବ ତାହା ଗେରୁଆ ନେତାଙ୍କୁ ବେଶ୍ ଭଲଭାବେ ଜଣା...
ସାର ଯଦି ପ୍ରଚୁର ଗଚ୍ଛିତ ଅଛି ତେବେ ଚାଷୀ ମାନଙ୍କୁ ମିଳୁନି କଣ ପାଇଁ ?
09/09/2025
ବେଈମାନ ମାନଙ୍କ ବିଜେଡିରେ କୌଣସି ଜାଗା ନାହିଁ।
Click here to claim your Sponsored Listing.
Location
Category
Contact the business
Website
Address
Jayadev Vihar
Bhubaneswar
751009
