Mahabir Anchlika Bikas Parisad Bishnupur

Mahabir Anchlika Bikas Parisad Bishnupur

Share

Contact information, map and directions, contact form, opening hours, services, ratings, photos, videos and announcements from Mahabir Anchlika Bikas Parisad Bishnupur, Social service, Bhubaneswar.

Photos from Mahabir Anchlika Bikas Parisad Bishnupur's post 29/10/2021

୧୯୯୯ ମହାବାତ୍ୟାକୁ ପୁରିଛି ୨୨ ବର୍ଷ । ପ୍ରକୃତିର ତାଣ୍ଡବ କେତେ ଭୟଙ୍କର ହୋଇପାରେ , ୧୯୯୯ ଅକ୍ଟୋବର ୨୯ ତାରିଖ ହେଉଛି ଏହାର ଉଦାହରଣ । ମହାବାତ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।

29/10/2021

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡିଆ ମାଟିର ବିପ୍ଲବୀ ବୀର ଜୟୀ ରାଜଗୁରୁଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ 🙏

Photos from Mahabir Anchlika Bikas Parisad Bishnupur's post 25/10/2021

ପବିତ୍ର କାର୍ତ୍ତିକମାସର ଦ୍ୱିତୀୟ ସୋମବାରରେ ଆମ ବିଷ୍ଣୁପୁର ପଞ୍ଚୟତ ଆଦମପୁର, ନଳାଙ୍ଗ ଆଖପାଖ ଗ୍ରାମରୁ ବହୁଶ୍ରଦ୍ଧାଳୁ ଓଡିଶାର ପ୍ରସିଦ୍ଧ ଶୈବପିଠ ବାବା ଆଖଣ୍ଡଳମଣି ବାବାଙ୍କ ପାଖକୁ ନିଜ ଗ୍ରାମରୁ ଅଖଣ୍ଡ ନାମ ସଂକ୍ରିତନ ବାହାରକରି ବାବାଙ୍କ ପାଖରେ ପହଞ୍ଚି ନିଜ ଗ୍ରାମର ମଙ୍ଗଳ କାମନା କରିବା ସହ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମବୃଦ୍ଧି କାମନା କରିଥିଲେ ବାବା ଆଖଣ୍ଡଳମଣି ପାଖରେ 🙏

24/10/2021

ସବୁବେଳେ ଆଶା ପୂରଣ ହୁଏନି
ମ୍ୟାଚ ହାରିଛୁ ବିଶ୍ୱକପ ନୁହେଁ,
ଫାଇନାଲ ଅଛି

24/10/2021

ଆଗକୁ ମାଡୁଛି "ମହାବୀର ଆଞ୍ଚଳିକ ବିକାଶ ପରିଷଦ" ବିଷ୍ଣୁପୁର ଠାରେ ଓଭର ବ୍ରିଜ ନିର୍ମାଣ ସଫଳତାପରେ ବିଷ୍ଣୁପୁର ପଞ୍ଚାୟତ ରେ post office ଓ ପଶୁ ଡାକ୍ତର ଖାନା ନିର୍ମାଣ ପାଇଁ ପ୍ରୟାସ ରେ ଆପଣ ମାନଙ୍କ ସହଯୋଗ

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751024