01/06/2026
ଘରକୁ କୌଣସି ବି ବୈଦ୍ୟୁତିକ ସାମଗ୍ରୀ କିଣିବାବେଳେ ISI mark ଯାଞ୍ଚ କରି ଆଣନ୍ତୁ। ଏହି ମାର୍କ ଅଛି ତ ଆପଣଙ୍କ ବୈଦ୍ୟୁତିକ ସାମଗ୍ରୀ ଓ ଆପଣ ସୁରକ୍ଷିତ ଅଛନ୍ତି।
Food Odisha Department of Consumer Affairs, Government of India Bureau of Indian Standards
29/05/2026
Before buying any packaged food, always read and check all the details mentioned on the packet. Stay aware, stay safe, and make informed choices.
Food Odisha Bureau of Indian Standards Department of Consumer Affairs, Government of India
28/05/2026
ସାଇବର ସଚେତନତା ଆପଣଙ୍କୁ ବଡ଼ ବିପତ୍ତିରୁ ରକ୍ଷା କରିବ। ନିଜକୁ ସୁରକ୍ଷିତ ରଖନ୍ତୁ । ନିଜ UPI ପିନ୍ କାହା ସହ ସେୟାର କରନ୍ତୁ ନାହିଁ।
Food Odisha Department of Consumer Affairs, Government of India Bureau of Indian Standards
26/05/2026
କୌଣସି ସାମଗ୍ରୀ କିଣିବାବେଳେ ଏଥିରେ ଥିବା Best Before Date/Expiry Date ଯାଞ୍ଚ କରି କିଣନ୍ତୁ।
Department of Consumer Affairs, Government of India Food Odisha Bureau of Indian Standards
25/05/2026
ଛୁଆଙ୍କ ପାଇଁ କୌଣସି ଜିନିଷ କିଣିବାବେଳେ ସର୍ବାଧିକ ସତର୍କତା ଅବଲମ୍ବନ କରନ୍ତୁ। ଆପଣଙ୍କ ଟିକିଏ ଖାମଖିଆଲି ମନୋଭାବ ଆପଣଙ୍କୁ ଓ ଆପଣଙ୍କ ଛୁଆକୁ ବିପଦରେ ପକାଇପାରେ।
ସତର୍କ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।
Food Odisha Department of Consumer Affairs, Government of India Bureau of Indian Standards
24/05/2026
ଯଦି ଆପଣ ଇଣ୍ଡକସନ୍ କୁକର୍ କିଣୁଛନ୍ତି, ତେବେ CRS ମାର୍କ ଦେଖି କିଣନ୍ତୁ।
Food Odisha Department of Consumer Affairs, Government of India
Bureau of Indian Standards
22/05/2026
ଯଦି ଆପଣଙ୍କୁ ଏଭଳି କିଛି ଅଫର୍ ଆସୁଛି ତେବେ ସାବଧାନତାର ସହ ଏହାକୁ ଯାଞ୍ଚ କରନ୍ତୁ। ଏମିତି ସେମିତି ବିଜ୍ଞାପନ ଦେଖି ନିଜ ବ୍ୟାଙ୍କିଙ୍ଗ ତଥ୍ୟ ଦିଅନ୍ତୁ ନାହିଁ।
Department of Consumer Affairs, Government of India Food Odisha Bureau of Indian Standards Cyber Dost
22/05/2026
Attractive offers can grab your attention, but careful checking helps you spot hidden conditions and false claims and avoid being misled, so always beware of misleading advertisements.