07/12/2025
****ଗସ୍ତ କାର୍ଯ୍ୟସୂଚୀ ****
(ବିଜୁ ଜନତା ଦଳ)
ଗଣମାଧ୍ୟମ ସମ୍ପାଦକ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ
07/12/2025
****ଗସ୍ତ କାର୍ଯ୍ୟସୂଚୀ ****
ଦଶପଲ୍ଲା ବ୍ଲକ ଡିହଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୌଡ଼ ପଙ୍କାଳସାହି ଠାରେ ଭଗବାନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ମା ବ୍ରାହ୍ମଣୀ ଦେବୀ ଯୁବନାଟ୍ୟ ସଂସଦ ତରଫରୁ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲି।
02/05/2025
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଶୁଭେଚ୍ଛା। ପରୀକ୍ଷାର୍ଥୀଙ୍କ ସଫଳତା ଏଵଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। 🙏🙏
20/04/2025